ଆନନ୍ଦପୁର ୨୯।୭: କାର୍ ଓ ପିକଅପ୍ ଯୋଗେ ଯାଉଥିଲେ ବାପ-ପୁଅ । ୫୦ ଫୁଟ ଘାଇରେ ପଡି ଦୁର୍ଘଟଣାର ଶୀକାର ହେଲେ । ଘାଇରୁ କ ଉଦ୍ଧାର କଲା ପ୍ରଶାସନ । ହେଲେ କାର୍ ଚାଳକ ଯୁବକଙ୍କ ମିଳିନାହିଁ ପତ୍ତା । ବୈତରଣୀ ବନ୍ୟା ଯୋଗୁଁ ଆନନ୍ଦପୁର ରିଙ୍ଗ୍ ବନ୍ଧରେ ସୃଷ୍ଟି ହୋଇଥିବା ୫୦ ଫୁଟର ଘାଇରେ ଗାଡି ସହ ପଡିଯାଇଥିଲେ ବାପ-ପୁଅ ।