ଆସ୍ତରା, ୦୮/୦୪ : ଥରିଲା ସମୁଦ୍ର । ପାଣି ଭିତରେ ଆସିଲା ଭୂମିକମ୍ପ । କୂଳ ଆଗକୁ ମାଡି ଆସିଲା ପାଣି । ସବୁଠି ଭୟର ମାହୋଲ । ସୁନାମି ଆଶଙ୍କାରେ ଲୋକେ । ଗୋଟିଏ ନୁହେଁ ଲଗାତାର ସମୁଦ୍ର ଭିତରେ ଆସିଛି ସିରିଜ୍ ଭୂମିକମ୍ପ ।

​​​​​​​Also Read :-Israel Iran war news: ୟୁଏସ- ଇରାନ ଯୁଦ୍ଧ ବିରାମରେ ସାମିଲ ନୁହେଁ ଲେବାନନ: ହେଜବୁଲ ଉପରେ ଆକ୍ରମଣ ଜାରି ରଖିବ ଇସ୍ରାଏଲ୍!

ରିପୋର୍ଟ ଅନୁସାରେ, କାସପିଆନ୍ ସାଗରରେ ସିରିଜ୍ ଭୂମିକମ୍ପ ଆସିଛି । ଗୋଟିଏ ପରେ ଗୋଟିଏ ହୋଇ ତିନୋଟି ଝଟକା ଲାଗିଛି । ତେବେ ସବୁଠାରୁ ଅଧିକ ତୀବ୍ରତା ବିଶିଷ୍ଟ ଭୂମିକମ୍ପକୁ ରିକ୍ଟର ସ୍କେଲରେ.ବୋଲି ରେକର୍ଡ କରାଯାଇଛି । ଯାହା ଉପରେ ପାଣିପାଗ ବିଭାଗ କଡା ନଜର ରଖିଛି ।

ବୁଧବାର କାସପିଆନ ସାଗରରେ ପ୍ରଥମେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଆଜାରବୈଜାନ ନ୍ୟାଶନାଲ ଆକାଡେମୀର ରିପୋର୍ଟ ଅନୁସାରେ, ପ୍ରଥମେ ଯେଉଁ ଦୁଇଟି ଭୂମିକମ୍ପ ଆସିଥିଲା ତାହାରତୀବ୍ରତା ରିକ୍ଟର ସ୍କେଲରେ ଥିଲା .୨ ଏବଂ .। ଏହାପରେ ଆଉ ଥର ସମୁଦ୍ର ଥରିଥିଲା । ଭୂପୃଷ୍ଣରୁ ୨୦-୨୧ କିଲୋମିଟର ଭିତରେ ଏହାର କେନ୍ଦ୍ରସ୍ଥଳୀ ଥିବା କୁହାଯାଉଛି ।

ଆଜାରବୈଜାନରେ ଅଧିକ ପ୍ରଭାବ

ଭୁମିକମ୍ପ ଝଟକା ଲାଗିବା ପରେ ଆଜାରବୈଜାନର ଦକ୍ଷିଣ ପ୍ରାନ୍ତରେ ଏହାରପ୍ରଭାବଅନୁଭୂତ ହୋଇଛି । ଦେଶର ଲଙ୍କାରନ ଏବଂ ଅସ୍ତାରାରେ ଲୋକେ ଝଟକା ଅନୁଭୂତ କରିଛନ୍ତି । ତେବେ ଏଥିରେ କେହି ମୃତାହତ କିମ୍ବା କକିଛି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିପାରିନାହିଁ । ସ୍ଥାନୀୟ ପାମିପାଗବିତ୍ ଘଟଣା ଉପରେ ନଜର ରଖିଛନ୍ତି ।