ରାଜ୍ୟ

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା : ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା : ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ

July 18, 2026

ଭୁବନେଶ୍ବର ୧୮।୭: ରଥଯାତ୍ରା ଭିଡ଼ରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ଜବାବ ତଲବ । ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଆହତଙ୍କୁ ସଠିକ୍ ଚିକିତ୍ସା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି...

ବିଉଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା, କାହିଁକି ହ୍ଵାଟ୍ସଆପ୍ ଚାଟ୍ ଡିଲିଟ୍ କରିଥିଲେ ମହିଳା ଆଇଆଇସି ?

July 18, 2026

କଟକ: ଚାଉଳିଆଗଞ୍ଜ ଥାନାର ପୂର୍ବତନ ଆଇଆଇସି ବିଉଟି ମହାନ୍ତିଙ୍କ ଆତ୍ମହତ୍ୟା କାରଣ ଏବେ ବି ରହସ୍ୟ ଘେରରେ ଅଛି । ଗୋଟେ ପଟେ ସେ ସୁଇସାଇଡାଲ୍ ନୋଟ୍ ଛାଡ଼ି ନାହାନ୍ତି ଅନ୍ୟପଟେ ମୃତ୍ୟୁ ପୂର୍ବରୁ ସେ ନିଜ ହ୍ୱାଟ୍ସଆପର ଏକାଧିକ ଚାଟ୍ ମଧ୍ୟ ଡିଲିଟ......

ବିଉଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା, କାହିଁକି ହ୍ଵାଟ୍ସଆପ୍ ଚାଟ୍ ଡିଲିଟ୍ କରିଥିଲେ ମହିଳା ଆଇଆଇସି ?

ବାପଘରୁ ମହିଳାଙ୍କୁ ଉଠାଇନେଲେ ଯୁବକ : ଦୁଇ ପରିବାର ମାରପିଟ୍, ଭାଙ୍ଗିଲେ କାର୍

July 18, 2026

ଆଠଗଡ଼ ୧୮।୭: ପରକୀୟା ପ୍ରୀତିରୁ ତୁମୂଳକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ । କାର୍ ଭଙ୍ଗାରୁଜା । ଆଠଗଡ଼ ଡାକ୍ତରଖାନା ପରିସରରେ ମାଡ଼ ମରାମରି ହୋଇଛନ୍ତି ଦୁଇ ପରିବାରର ଲୋକେ । Also Read:- ସୁରୁଖୁରୁରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତ......

ବାପଘରୁ ମହିଳାଙ୍କୁ ଉଠାଇନେଲେ ଯୁବକ : ଦୁଇ ପରିବାର ମାରପିଟ୍, ଭାଙ୍ଗିଲେ କାର୍

School Teacher Assault : ନ ଜଣାଇ ରଥଯାତ୍ରା ଦେଖିବା ପଡ଼ିଲା ମହଙ୍ଗା, ୪ ଅନ୍ତେବାସୀ ଛାତ୍ରଙ୍କୁ ନିଷ୍ଠୁର ହୋଇ ପିଟି ଚାଲିଲେ ଶିକ୍ଷୟତ୍ରୀ...

July 18, 2026

ଉଦଳା : ନିଷ୍ଠୁରତାର ସବୁ ସୀମା ଟପିଲେ ଶିକ୍ଷୟତ୍ରୀ। ଛୋଟ ପିଲାଙ୍କୁ ବି ଛାଡ଼ିଲେନି। ନିଷ୍ଠୁର ହୋଇ ପିଟି ଚାଲିଲେ। ୪ ଅନ୍ତେବାସୀ ଛାତ୍ର ନ ଜଣାଇ ରଥ ଦେଖିବାକୁ ଯାଇଥିଲେ ବୋଲି ଅତି ନିର୍ଦ୍ଦୟ ଭାବେ ସେମାନଙ୍କୁ ମାଡ଼ ମାରିଲେ ବିଦ୍ୟାଳୟର ଶିକ......

School Teacher Assault : ନ ଜଣାଇ ରଥଯାତ୍ରା ଦେଖିବା ପଡ଼ିଲା ମହଙ୍ଗା, ୪ ଅନ୍ତେବାସୀ ଛାତ୍ରଙ୍କୁ ନିଷ୍ଠୁର ହୋଇ ପିଟି ଚାଲିଲେ ଶିକ୍ଷୟତ୍ରୀ...

ସାପୁଆ ନଦୀରେ ବନ୍ୟା: ୧୨ ପଞ୍ଚାୟତ ଜଳମଗ୍ନ, ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିପନ୍ନ

July 18, 2026

ଆଠଗଡ଼: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଠଗଡ଼ ସାପୁଆ ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶୁକ୍ରବାର ସନ୍ଧ୍ୟା ସମୟରୁ ଆକସ୍ମିକ ଭାବେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୧, ୨, ୩, ୧୧, ୧୨, ୧......

ସାପୁଆ ନଦୀରେ ବନ୍ୟା: ୧୨ ପଞ୍ଚାୟତ ଜଳମଗ୍ନ, ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିପନ୍ନ