ରାଜ୍ୟ

ତ୍ରିକୋଣୀୟ ପ୍ରେମ ପାଇଁ ତଣ୍ଟି କାଟିବା ମାମଲା, ଦିନେଶକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ

ତ୍ରିକୋଣୀୟ ପ୍ରେମ ପାଇଁ ତଣ୍ଟି କାଟିବା ମାମଲା, ଦିନେଶକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ

February 11, 2026

ଭୁବନେଶ୍ୱର ୧୧।୦୨ : ତ୍ରିକୋଣୀୟ ପ୍ରେମକୁ ନେଇ ନୀଳାଦ୍ରି ବିହାରରେ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିନବନ୍ଧୁ ନାୟକ ଓରଫ ଦିନେଶ ଜଗତସିଂହପୁର ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛି। ଚନ୍ଦ୍ରଶେଖରପୁର ଥାନାର ଏକ ଟିମ ସେଠାକୁ ଯାଇ ଦିନେଶକୁ ଧରି ଭୁବନେଶ୍ବର ଆଣିଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋ...

ସାମାନ୍ୟ କଥାକୁ ନେଇ ବଚସା, ବିବାଦରୁ ଚାଲିଗଲା ଜଣଙ୍କ ଜୀବନ!

February 11, 2026

ସୋନପୁର ୧୧।୦୨ : ସୋନପୁର ଜିଲ୍ଲା ବିନିକାରେ ଛୁରାମାଡ଼ । ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି ।ମୃତକ  ନୂଆପଡ଼ାର ସୋମନାଥ ମେହେର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ଖବର ବି ପଢନ୍ତୁ:- ​​​​​​......

ସାମାନ୍ୟ କଥାକୁ ନେଇ ବଚସା, ବିବାଦରୁ ଚାଲିଗଲା ଜଣଙ୍କ ଜୀବନ!

Promise Day: ତୁମକୁ ପାଇ ମିଳିଛି ସାରା ଜୀବନର ଖୁସି, କଥା ଦିଅ ସାଥୀ ଶେଷ ସମୟ ଯାଏଁ ରହିବା ଏକାଠି

February 11, 2026

ଭୁବନେଶ୍ୱର ୧୧/୦୨ ପ୍ରତିବର୍ଷ ଫେବୃଆରୀ ୭ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ପାଳ ହୁଏ ପ୍ରେମ ସପ୍ତାହ । ପ୍ରେମ ସପ୍ତାହର ଆଜି ପଞ୍ଚମ ଦିନ ଅର୍ଥାତ୍ ପ୍ରମିଜ ଡେ । ଯାହାକୁ ପ୍ରତିଜ୍ଞା କରି ଆଗକୁ ବଢେ ସଂପର୍କର ସେ । ପ୍ରଥମ ଦିନ ରୋଜ ଡେ, ଦ୍ୱିତୀୟ ଦ......

Promise Day: ତୁମକୁ ପାଇ ମିଳିଛି ସାରା ଜୀବନର ଖୁସି, କଥା ଦିଅ ସାଥୀ ଶେଷ ସମୟ ଯାଏଁ ରହିବା ଏକାଠି

ପୀତବାସ ପଣ୍ଡା ହତ୍ୟାକାଣ୍ଡ, ଅଭିଯୁକ୍ତର ଜାମିନ୍ ମଞ୍ଜୁର କଲେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍

February 11, 2026

ବ୍ରହ୍ମପୁର ୧୧/୦୨: ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଜଣଙ୍କୁ ଜାମିନ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ମିଳିଛି । ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ । ୫୦......

ପୀତବାସ ପଣ୍ଡା ହତ୍ୟାକାଣ୍ଡ, ଅଭିଯୁକ୍ତର ଜାମିନ୍ ମଞ୍ଜୁର କଲେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ଶ୍ରୀମୃଖ ଶୃଙ୍ଗାର, ଝଟକିବେ କାଳିଆ ସାଆନ୍ତ

February 11, 2026

ପୁରୀ ୧୧/୦୨: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ବିଶେଷ ନୀତି ପାଇଁ ଅପରାହ୍ଣରେ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ରହିବ। ଭକ୍ତମାନେ......

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ଶ୍ରୀମୃଖ ଶୃଙ୍ଗାର, ଝଟକିବେ କାଳିଆ ସାଆନ୍ତ