ରାଜ୍ୟ

Kathajodi Dead Body: ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହର ପରିଚୟ ଖୋଜୁଛି ପୋଲିସ, ୫ ମାସରେ କାଠଯୋଡ଼ିରୁ ମିଳିଲାଣି ୫ ମୃତଦେହ

Kathajodi Dead Body: ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହର ପରିଚୟ ଖୋଜୁଛି ପୋଲିସ, ୫ ମାସରେ କାଠଯୋଡ଼ିରୁ ମିଳିଲାଣି ୫ ମୃତଦେହ

July 10, 2026

କଟକ ୧୦।୭: ମୃତ ମହିଳାଙ୍କ ପରିଚୟ ଖୋଜୁଛି ପୋଲିସ । ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ତ ମିଳିଲା ହେଲେ ଏବେଯାଏଁ ମିଳିନି ପରିଚୟ । ମହିଳା ଜଣଙ୍କ କିଏ, କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି, କିଏ ତାଙ୍କ ମୃତଦେହ ଏଠାରେ ପକାଇଛି ଇତ୍ୟାଦିକୁ ନେଇ ଖୋଳତାଡ଼ ଜାରି ରଖିଛି କମିଶନରେଟ୍ ପୋଲିସ । ତଦନ୍ତ ପରେ ମୃତ୍ୟ...

ପିସିଆର ଭ୍ୟାନ୍ ଦେଖି ଜଙ୍ଗଲକୁ ଧାଇଁଲେ ଡକାୟତ, ଗୋଡେଇ ଗୋଡେଇ ଧରିଲା ପୋଲିସ

July 10, 2026

କରଞ୍ଜିଆ,୧୦|୦୭: ପୋଲିସକୁ ବଡ଼ ସଫଳତା । ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ତିନି ଜଣଙ୍କୁ ଗୋଡେଇ ଧରିଲା । ଏହାସହ ଜବତ କଲା ଗୋଟିଏ ମାରୁତି ୮୦୦ କାର, ଲୁହା ରଡ଼, ଶାବଳ, ସ୍କୃ ଡ୍ରାଇଭର, ପ୍ଲାସ ଓ ୩ ଟି ମୋ......

ପିସିଆର ଭ୍ୟାନ୍ ଦେଖି ଜଙ୍ଗଲକୁ ଧାଇଁଲେ ଡକାୟତ, ଗୋଡେଇ ଗୋଡେଇ ଧରିଲା ପୋଲିସ

ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ମାମଲା, ନ୍ୟାୟ ଦାବିରେ ରାସ୍ତାରୋକ

July 10, 2026

ବାଂଶପାଳ,୧୦|୦୭:ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ପ୍ରତିବାଦରେ ରାସ୍ତାରୋକ । ରାଇଗୋଡା - ଫୁଲଝର ରାସ୍ତା ଅବରୋଧ କଲେ ଲୋକେ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ରାଇଗୋଡା ଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ନାବାଳିକା ଦ......

ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ମାମଲା, ନ୍ୟାୟ ଦାବିରେ ରାସ୍ତାରୋକ

ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିଲେ, ୨୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ

July 10, 2026

କଟକ: ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଆସାମୀ ମୋହନ କୁମାର ସେନାପତିଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଫଳରେ ଆସାମୀ ୨୩ ବର୍ଷ ପରେ ଜେଲ୍ରୁ ମୁକୁଳିବେ। ଆସାମୀ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣ କରିବାରେ ସରକା......

ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିଲେ, ୨୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ

ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱାସନା: ଏଣିକି ପ୍ରତିଦିନ ନୁହେଁ, ସପ୍ତାହକୁ ଥରେ ନେବାକୁ ହେବ ଇନ୍‌ସୁଲିନ୍

July 10, 2026

ନୂଆଦିଲ୍ଲୀ:ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର । ଡେନମାର୍କର ଔଷଧ କମ୍ପାନି ନୋଭୋ ନର୍ଡିସ୍କ ବୁଧବାର ଭାରତରେ‘ଆୱିକ୍ଲି(ଇନ୍ସୁଲିନ୍ ଆଇକୋଡେକ୍)’ଲଞ୍ଚ୍ କରିଛି । ଏହା ଦୁନିଆର ପ୍ରଥମ ସାପ୍ତାହିକ ବା ସପ୍ତାହକୁ ଥରେ ନିଆଯ......

ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱାସନା: ଏଣିକି ପ୍ରତିଦିନ ନୁହେଁ, ସପ୍ତାହକୁ ଥରେ ନେବାକୁ ହେବ ଇନ୍‌ସୁଲିନ୍