Live Live
LIVE

ରାଜ୍ୟ

ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ : ମାତା ମଠରେ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ ହେଲା ୮୭୫ ପ୍ରକାର ବ୍ୟଞ୍ଜନ

ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ : ମାତା ମଠରେ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ ହେଲା ୮୭୫ ପ୍ରକାର ବ୍ୟଞ୍ଜନ

December 02, 2025

ପୁରୀ ୨।୧୨: ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ । ଏହି ଅବସରରେ ଶହେ କି ଦୁଇ ଶହ ପ୍ରକାର ନୁହେଁ ଭଳିକି ଭଳି ୮୭୫ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି । ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ବା ମାତା ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ୮୭୫ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯ...

ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ମାଝୀ ଗିରଫ ; ନାଁରେ ୨୧ ସଙ୍ଗୀନ ମାମଲା, ୨୦୨୧ରେ ଏନକାଉଣ୍ଟର କରିଥିଲା ପୋଲିସ

December 02, 2025

ରାଉରକେଲା ୨।୧୨: ରାଉରକେଲା ପୋଲିସ କବ୍ଜାରେ ପଡ଼ୁଛନ୍ତି ଜଣକ ପରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ଦୁର୍ଦ୍ଦାନ୍ତ ପେଶାଦାର ଅପରାଧୀ ସୁନିଲ ମାଝୀ ଗିରଫ ହୋଇଛି । ସୁନିଲ ଠାରୁ ଜବତ ହୋଇଛି ୩୫ଟି ଖଣ୍ଡା, ୫ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି । ସୁନି......

ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ମାଝୀ ଗିରଫ ; ନାଁରେ ୨୧ ସଙ୍ଗୀନ ମାମଲା, ୨୦୨୧ରେ ଏନକାଉଣ୍ଟର କରିଥିଲା ପୋଲିସ

ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳବର୍ତ୍ତୀ ଗାଁ, କେନ୍ଦ୍ରାପଡ଼ାରେ ସବୁଠୁ ଅଧିକ; ବିଧାନସଭାରେ ପରିବେଶ ମନ୍ତ୍ରୀଙ୍କ ସୂଚନା

December 02, 2025

ଭୁବନେଶ୍ୱର ୦୨।୧୨: ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳବର୍ତ୍ତୀ ଗାଁ । କେନ୍ଦ୍ରାପଡ଼ାର ୧୯, ଗଞ୍ଜାମର ୧୪, ପୁରୀ ଜିଲ୍ଲାର ୬ ଗାଁର ଅନେକାଂଶ ସମୁଦ୍ରରେ ବିଲୀନ ହୋଇଯାଇଛି । ଏହି ସବୁ ଗାଁ ୧୯୯୦ରୁ ୨୦୨୮ ମଧ୍ୟରେ ସମୁଦ୍ର ମାଡ଼ି ଆସିବା ଦ୍ୱାରା......

ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳବର୍ତ୍ତୀ ଗାଁ, କେନ୍ଦ୍ରାପଡ଼ାରେ ସବୁଠୁ ଅଧିକ; ବିଧାନସଭାରେ ପରିବେଶ ମନ୍ତ୍ରୀଙ୍କ ସୂଚନା

କଳା କାଚ ଲଗାଇ ମାଲିକ ଗଣିଲେଣି ଲକ୍ଷେ ଟଙ୍କା ଫାଇନ୍, ୨୧୪ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଇ-ଚାଲାଣ

December 02, 2025

ଭୁବନେଶ୍ବର ୨।୧୨: ଚାରି ଚକିଆଙ୍କୁ କଳା କାଚ ଅଡୁଆ । ଚାରି ଚକିଆ କାର୍ରେ କଳା ରଙ୍ଗର ଫିଲ୍ମ ଲଗାଇଲେ କାର୍ଯ୍ୟାନୁଷ୍ଠାନ ହେଉଛି । ଗୃହରେ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହ......

କଳା କାଚ ଲଗାଇ ମାଲିକ ଗଣିଲେଣି ଲକ୍ଷେ ଟଙ୍କା ଫାଇନ୍, ୨୧୪ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଇ-ଚାଲାଣ

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତରରେ ପୂର୍ବ ସରକାରକୁ ଟାର୍ଗେଟ୍, କହିଲେ- ପାଣି ଦେଇନଥାନ୍ତେ, ପାଇପ୍ କିଣି ଖାଲି ବିଛେଇଥାନ୍ତେ

December 02, 2025

ଭୁବନେଶ୍ବର ୨।୧୨: ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ଗୃହରେ ଦାବି କଲେ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତିରେ ତାଙ୍କ ସମ୍ପୃକ୍......

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତରରେ ପୂର୍ବ ସରକାରକୁ ଟାର୍ଗେଟ୍, କହିଲେ- ପାଣି ଦେଇନଥାନ୍ତେ, ପାଇପ୍ କିଣି ଖାଲି ବିଛେଇଥାନ୍ତେ