Live Live

ରାଜ୍ୟ

କଟକରେ ଚାଞ୍ଚଲ୍ୟ, ହୋଟେଲ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତନାଘନା ଚଳାଇଛି ପୋଲିସ

କଟକରେ ଚାଞ୍ଚଲ୍ୟ, ହୋଟେଲ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତନାଘନା ଚଳାଇଛି ପୋଲିସ

January 26, 2026

କଟକ ୨୬/୧:  ଦିଲ୍ଲୀରୁ ପଲ୍ଲୀ ସବୁଠି ଗଣତନ୍ତ୍ର ଦିବସର ଉତ୍ସାହ ଥିବାବେଳେ କଟକରୁ ଆସିଛି ଅଭାବନୀୟ ଖବର । ସିଡିଏ ସେକ୍ଟର ୧୧ ବମ୍ବେ ହୋଟେଲ ନିକଟରୁ ଝୁଲନ୍ତା ଅବସ୍ଥାର ମିଳିଛି ମହିଳାଙ୍କ ମୃତଦେହ । ସୋମବାର ସକାଳୁ କିଛି ସ୍ଥାନୀୟ ଲୋକ ମହିଳାଙ୍କ ମୃତଦେହ ଦେଖିଥିଲେ । ଖବର ପ୍ରଘଟ ହେବା ପରେ ହୋଟେଲ ପାଖରେ ଲୋକଙ୍କ...

ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ମହିଳାଙ୍କୁ ସୁରକ୍ଷା ଆମର ପ୍ରାଥମିକତା, ପ୍ରଥମ କ୍ୟାବିନେଟ୍‌ରେ ଆମେ ସୁଭଦ୍ରା ଆଣିଲୁ

January 26, 2026

ଭୁବନେଶ୍ୱର ୨୬।୦୧: ସାରା ଦେଶ ପାଳୁଛି ୭୭ତମ ଗଣତନ୍ତ୍ର ଦିବସ ।ଏହି ଅବସରରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଛନ୍ତି । କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ......

ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ମହିଳାଙ୍କୁ ସୁରକ୍ଷା ଆମର ପ୍ରାଥମିକତା, ପ୍ରଥମ କ୍ୟାବିନେଟ୍‌ରେ ଆମେ ସୁଭଦ୍ରା ଆଣିଲୁ

ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌, ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

January 26, 2026

ଭୁବନେଶ୍ୱର ୨୬।୦୧ : ସାରା ଦେଶ ପାଳୁଛି ୭୭ ତମ ଗଣତନ୍ତ୍ର ଦିବସ । ଏହିଅବସରରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ସମାରୋହ ଅନୁଷ୍ଠିତ । ଜନପଥରେ ଗଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କରିଲେ ରାଜ୍ୟପାଳ ହରିବାବୁ କମ୍ଭମପତି ।......

ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌, ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

ଦଶାହ ଭୋଜିରୁ ଫେରୁଥିଲେ, ଅଧାରାସ୍ତାରେ ଚାଲିଗଲା ଜୀବନ

January 26, 2026

ବୋରିଗୁମ୍ମା ୨୬।୦୧ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିଲିଗୁଡ଼ା ନିକଟରେ ଦୁର୍ଘଟଣା । ପୋଖରୀ ଭିତରକୁ ଖସିଗଲା ବୋଲେରୋ । ଯେଉଁଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଆଉଁଳି ଗାଁର ଗଣେଷ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଚମ......

ଦଶାହ ଭୋଜିରୁ ଫେରୁଥିଲେ, ଅଧାରାସ୍ତାରେ ଚାଲିଗଲା ଜୀବନ

୪୩ କୋଟି ଟଙ୍କା ବ୍ୟୟରେ ‘ଘଣ୍ଟପଡ଼ା ରେଳ ଓଭର ବ୍ରିଜ’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

January 25, 2026

ତାଳଚେର/ଅନୁଗୋଳ: ତାଳଚେର ଅଞ୍ଚଳର ଯୋଗାଯୋଗ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ତାଳଚେର-ଅନୁଗୋଳ ରୋଡ୍ରେ ନିର୍ମିତ ବହୁପ୍ରତୀକ......

୪୩ କୋଟି ଟଙ୍କା ବ୍ୟୟରେ ‘ଘଣ୍ଟପଡ଼ା ରେଳ ଓଭର ବ୍ରିଜ’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ