Live Live

ରାଜ୍ୟ

ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ, ବୈଠକରେ ହେଲା ନିଷ୍ପତ୍ତି

ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ, ବୈଠକରେ ହେଲା ନିଷ୍ପତ୍ତି

February 10, 2026

ଭୁବନେଶ୍ଵର: ଆଉ ୪ ଦିନ ପରେ ମହାଶିବରାତ୍ରି। ମହାପ୍ରଭୁ ଲିଙ୍ଗରାଜଙ୍କ ହେବ ଜାଗରଯାତ୍ରା। ସେଥିପାଇଁ ସେବାୟତ, ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକ କରିଛନ୍ତି। ଲୋକସେବା ଭବନ ରେ ଶୃଙ୍ଖଳିତ ଶିବରାତ୍ରି ପାଇଁ ଲିଙ୍ଗରାଜ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଲିଙ୍ଗରାଜଙ୍କ ବିଭିନ୍ନ ନିଯୋ...

୨୩ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ, ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି ସୁଯୋଗ

February 10, 2026

ଭୁବନେଶ୍ଵର: ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୧୪୪ତମ ରାଜ୍ୟ ସ୍ତରୀୟ ସିଂଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ମାଧ୍ୟମରେ ୨୩ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ମଞ୍ଜୁର ମିଳିଛି | ଯାହା ୪୧୧୧.୮୦ କୋଟି ନିବେଶ ସହିତ ୯୯୨୪ ନ......

୨୩ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ, ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି ସୁଯୋଗ

ବସ୍‌ରେ ଯୁବତୀଙ୍କୁ ଅସଦାଚରଣର ପ୍ରତିବାଦ କରିବାରୁ ଛୁରାମାଡ଼, ଯୁବକଙ୍କ ବେକରେ ଲାଗିଛି ଗଭୀର ଆଘାତ

February 10, 2026

ବୌଦ୍ଧ ୧୦।୨: ଘରୋଇ ବସ୍ରେ ଜଣେ ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ । ଜଣେ ଯୁବକଙ୍କୁ ଛୁରାରେ ଆକ୍ରମଣ କରି ଲହୁ ଲୁହାଣ କଲା ଦୁର୍ବୃତ୍ତ । ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ସାହାଜପାଲ ଠାରେ ବସ୍ ଭିତରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲା......

ବସ୍‌ରେ ଯୁବତୀଙ୍କୁ ଅସଦାଚରଣର ପ୍ରତିବାଦ କରିବାରୁ ଛୁରାମାଡ଼, ଯୁବକଙ୍କ ବେକରେ ଲାଗିଛି ଗଭୀର ଆଘାତ

୫୦ଲକ୍ଷରୁ ଅଧିକ ଟଙ୍କାର ଗୁଟ୍‌ଖା ଜବତ, କିଙ୍ଗପିନ୍ ସମେତ ୬ ଗିରଫ

February 10, 2026

ନୟାଗଡ ୧୦।୨: ନୟାଗଡ ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୫୦ ଲକ୍ଷରୁ ଅଧିକ ଟଙ୍କାର ଗୁଟଖା ଜବତ କରିଛି । ନୟାଗଡ ଟାଉନ ଥାନା, ସଦର ଥାନା ଏବଂ ଇଟାମାଟି ଥାନାରେ ଏନେଇ ତିନୋଟି ମାମଲା ରୁଜୁ ହୋଇଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି......

୫୦ଲକ୍ଷରୁ ଅଧିକ ଟଙ୍କାର ଗୁଟ୍‌ଖା ଜବତ, କିଙ୍ଗପିନ୍ ସମେତ ୬ ଗିରଫ

ଆୟୋଜକଙ୍କୁ ହୋଇଥିଲା ଜେଲ୍, ନିଶାଙ୍କୁ ମିଳିଲା ବେଲ୍.. ଅଶ୍ଳୀଳ ନୃତ୍ୟ ପରିବେଷଣ ଅଭିଯୋଗରେ ମାମଲା

February 10, 2026

ବଲାଙ୍ଗିର ୧୦।୨: ବଲାଙ୍ଗିର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା । ପୂର୍ବରୁ ହାଇକୋର୍ଟ ନିଶାଙ୍କୁ ଦେଇଥିଲେ ସର୍ତ୍ତ ମୂଳକ ଜାମିନ । ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ ପରେ ତାଙ୍କୁ ମିଳିଛି ଜାମିନ । ସୂଚନା......

ଆୟୋଜକଙ୍କୁ ହୋଇଥିଲା ଜେଲ୍, ନିଶାଙ୍କୁ ମିଳିଲା ବେଲ୍.. ଅଶ୍ଳୀଳ ନୃତ୍ୟ ପରିବେଷଣ ଅଭିଯୋଗରେ ମାମଲା