Live Live

ରାଜ୍ୟ

IMD Warning: ପ୍ରବଳ ବର୍ଷିବ, ପବନ ବହିବ: ୧୦ ରାଜ୍ୟକୁ ରେଡ୍ ଓ୍ୱାର୍ଣ୍ଣିଂ, ଓଡ଼ିଶାରେ ବି ଦେଖାଇବ ପ୍ରକୋପ

IMD Warning: ପ୍ରବଳ ବର୍ଷିବ, ପବନ ବହିବ: ୧୦ ରାଜ୍ୟକୁ ରେଡ୍ ଓ୍ୱାର୍ଣ୍ଣିଂ, ଓଡ଼ିଶାରେ ବି ଦେଖାଇବ ପ୍ରକୋପ

March 19, 2026

ନୂଆଦିଲ୍ଲୀ: ଆସୁଛି ପଶ୍ଟିମା ଝଡ଼। ଦେଶର ବିଭିନ୍ନ ରାଜ୍ୟ ଘଡ଼ଘଡ଼ି ସହ ବଜ୍ରପାତ ନେଇ ଓ୍ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଭାରତୀୟ ପାଣିପାଗ ବିଭାଗ (IMD) ଦେଶର ଅନେକ ସ୍ଥାନରେ ପ୍ରବଳ ଝଡ଼ବର୍ଷା, ଏବଂ ବଜ୍ରପାତର ଆଶଙ୍କା ବିଷୟରେ ଆଗୁଆ ସତର୍କତା ଜାରି କରିଛି। ଯାତାୟାତ ଏବଂ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇପାରେ...

Tamato price down: ମାର୍କେଟରେ ଖିଲି ଖିଲି ହସୁଛି, ହେଲେ ଚାଷୀ କିନ୍ତୁ କାନ୍ଦୁଛି

March 19, 2026

ଛତ୍ରପୁର ୧୯/୦୩ : ଟମାଟୋ ଦର ତଳକୁ । କିଲୋ ୨ ଟଙ୍କା । ଚାଷୀ ମୁଣ୍ଡରେ ଚଡକ ପଡିଛି । ମାଟିରେ ମିଶୁଛି ଝାଳ ବୁହାଇ ଅମଳ କରିଥିବା ଟମାଟୋ । ବର୍ତମାନ ବଜାରରେ ଟମାଟୋ ଦର ଏଭଳି ସ୍ତରକୁ ଖସି ଆସିଛି ଯେ ଚାଷୀଟିଏ ତାର ଅମଳ ଖର୍ଚ୍ଚ ବି ଉଠାଇ ପାରୁ......

Tamato price down: ମାର୍କେଟରେ ଖିଲି ଖିଲି ହସୁଛି, ହେଲେ ଚାଷୀ କିନ୍ତୁ କାନ୍ଦୁଛି

Truck accident: ଆଳୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ : ଚାଳକ ଓ ହେଲପର ମୃତ

March 19, 2026

ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ପୋଲ ଉପରେ ଏକ ଆଳୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି। ସୂଚନା ଥାଉକି, ସକାଳ ଭୋର ସମୟରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯ......

Truck accident: ଆଳୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ : ଚାଳକ ଓ ହେଲପର ମୃତ

Matric evaluation: ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିବ ମୂଲ୍ୟାୟନ, ମେ ଦ୍ୱିତୀୟ ସପ୍ତାହ ସୁଦ୍ଧା ରେଜଲ୍ଟ

March 19, 2026

କଟକ ୧୯/୦୩ ଆଜିଠାରୁ ରାଜ୍ୟର ୩୦ ଟି ଜିଲ୍ଲାର ୫୧ଟି କେନ୍ଦ୍ରରେ ମାଟ୍ରିକ୍ ଖାତାଦେଖା । ମାଟ୍ରିକ ଖାତା ଦେଖା ପାଇଁ ଏହି ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଜିଲ୍ଲା ଶିକ୍ଷାଧିକାରୀ ମାନେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ମୂଲ୍ୟାୟନ ପାଇଁ ବି......

Matric evaluation: ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିବ ମୂଲ୍ୟାୟନ, ମେ ଦ୍ୱିତୀୟ ସପ୍ତାହ ସୁଦ୍ଧା ରେଜଲ୍ଟ

କମେଣ୍ଟ ମାରିବା ପଡ଼ିଲା ମହଙ୍ଗା, ଚପଲରେ ସେକିଲେ ଯୁବତୀ

March 18, 2026

ଭୋଗରାଇ: ଚାରି ଜଣ ଯୁବତୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା । ଯୁବକଙ୍କୁ ଚପଲରେ ସେକିବା ପରେ ପୋଲିସରେ ଦେଲେ ଜିମା । ଯୁବତୀ ମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରିବା ସମ୍ପୃକ୍ତ ଯୁବକ ୨ ଜଣଙ୍କୁ ଭାରି ମହଙ୍ଗା ପଡିଛି। ସ୍ଥା......

କମେଣ୍ଟ ମାରିବା ପଡ଼ିଲା ମହଙ୍ଗା, ଚପଲରେ ସେକିଲେ ଯୁବତୀ