Live Live

ରାଜ୍ୟ

ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ, ଗଣତି ମଣତି କରିବେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର

ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ, ଗଣତି ମଣତି କରିବେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର

March 25, 2026

ପୁରୀ ୨।୩: ବୁଧବାରଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ । ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ ଟିମ୍ । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି । ଏହି ସ୍ବତନ୍ତ୍ର ପ୍ରତିନିଧି ଦଳରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ଦ...

Srimandir Ratnbhandar: ଗହଣା ପ୍ରିୟ ଠାକୁରଙ୍କ ଭଣ୍ଡାରରେ ଅଛି ପୁଳା ପୁଳା ସୁନା ରୂପା, ଜାଣନ୍ତୁ କେତେ ?

March 25, 2026

ପୁରୀ: ଆମ ଠାକୁର ଭାରି ଗହଣା ପ୍ରିୟ । ମହଣ ମହଣ ସୁନାରେ ସଜେଇ ହୁଅନ୍ତି । ବର୍ଷକୁ ପ୍ରାୟ ୫ ଥର ଲେଖାଏଁ ହୁଏ ତିନି ଠାକୁରଙ୍କ ସୁନାବେଶ । ତେବେ ଜାଣିଛନ୍ତି କି ଠାକୁରଙ୍କ ଭଣ୍ଡାରରେ ଗଚ୍ଛିତ ଅଛି କେତେ ଅଳଙ୍କାର । ପୁଳା ପୁଳା ସୁନା ସହ ରୂପା......

Srimandir Ratnbhandar: ଗହଣା ପ୍ରିୟ ଠାକୁରଙ୍କ ଭଣ୍ଡାରରେ ଅଛି ପୁଳା ପୁଳା ସୁନା ରୂପା, ଜାଣନ୍ତୁ କେତେ ?

ବିରୋଧୀଙ୍କ ନିଆରା ପ୍ରତିବାଦ, କଳା ଡ୍ରେସ୍ ପିନ୍ଧି ଜୋରଦାର ବିରୋଧ

March 25, 2026

ଭୁବନେଶ୍ୱର ୨୫।୦୩ : ବିଧାନସଭାରେ ନିଆରା ପ୍ରତିବାଦ । ସବୁ ଦିନ ବିରୋଧୀ ଗୃହରେ ପ୍ଲାକାର୍ଡ ଧରି ପ୍ରତିବାଦ କରନ୍ତି , ହେଲେ ବୁଧବାର ଦେଖିବାକୁ ମିଳିଲା କିଛି ନିଆରା ଚିତ୍ର । ବିରୋଧୀ ସଦସ୍ୟମାନେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଛନ୍ତି......

ବିରୋଧୀଙ୍କ ନିଆରା ପ୍ରତିବାଦ, କଳା ଡ୍ରେସ୍ ପିନ୍ଧି ଜୋରଦାର ବିରୋଧ

ଗୁରୁବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଅପରାହ୍ନରେ ଟଣା ହେବ ରଥ

March 25, 2026

ଭୁବନେଶ୍ୱର ୨୫।୦୩ : ଗୁରୁବାର ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥି ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରଥରେ ଶେଷ ସ୍ପର୍ଶ ଦେଇଛନ୍ତି କାରିଗର । ରଥ କାମ ୮୫ ପ୍ରତିଶତ ସରିଥିବା ବେଳେ ଆଜି ବ......

ଗୁରୁବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଅପରାହ୍ନରେ ଟଣା ହେବ ରଥ

Dangariya News: ଶୋଷ ହେଉଥିଲା ବୋଲି ପିଇଦେଲେ ଝରଣା ପାଣି, ଭିତରକୁ ଚାଲିଗଲା...

March 25, 2026

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡା । ଏଠାକାର ଅନେକ ଲୋକ ଡଙ୍ଗରିଆ ପ୍ରଜାତିର । ଜୀବନ ଶୈଳୀ ବି ଭାରି ସାଧାସିଧା । ପାହାଡ ଜଙ୍ଗଲରେ ଖାଇବା, ଝରଣା ପାଣି ପିଇବା ଏମାନଙ୍କ ନିତିଦିନିଆ କଥା । ପିଲାଠୁ ବୁଢା ସମସ୍ତଙ୍କ ପ୍ରଥମ ପସନ୍ଦ......

Dangariya News: ଶୋଷ ହେଉଥିଲା ବୋଲି ପିଇଦେଲେ ଝରଣା ପାଣି, ଭିତରକୁ ଚାଲିଗଲା...