Live Live
LIVE

ରାଜ୍ୟ

ରାତିରେ ହୋଟେଲ୍‌ ବନ୍ଦ କରି ଶୋଇଥିଲେ, ସକାଳୁ ମିଳିଲା ମାଲିକଙ୍କ ମୃତଦେହ

ରାତିରେ ହୋଟେଲ୍‌ ବନ୍ଦ କରି ଶୋଇଥିଲେ, ସକାଳୁ ମିଳିଲା ମାଲିକଙ୍କ ମୃତଦେହ

February 16, 2026

ସୋର ୧୬/୦୨: ଗ୍ରାହକ ସବୁ ଖାଇ ପିଇ ଘରକୁ ଗଲେ । ହୋଟେଲ୍ ଖାଲି ହେଲା । ଆଉ କେହି ଗ୍ରାହକ ନଥିବାରୁ କବାଟ ବନ୍ଦ କରି ଶୋଇବାକୁ ଗଲେ । ହେଲେ ସକାଳୁ ହୋଟେଲ ଭିତରୁ ମିଳିଲା ମୃତଦେହ । ହତ୍ୟା ନା ଆତ୍ମହତ୍ୟା ପୋଲିସ ଖୋଜୁଛି କାରଣ । ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଲାଗୁଛି ହୋଟେଲ ମାଲିକଙ୍କୁ ହତ୍ୟା କରାଯାଇଛି ।...

ହାଟକୁ ଯାଇଥିଲେ ଅରୁଣ, ବାଟରୁ ମିଳିଲା ଟଙ୍କା ଭର୍ତ୍ତି ପର୍ସ

February 16, 2026

ସାଲେପୁର ୧୬/୦୨: ବଞ୍ଚିଛି ମାନବିକତା । ଏବେ ବି କିଛି ଜଣଙ୍କ ଭିତରେ ବଞ୍ଚିରହିଛି ମଣିଷପଣିଆ । ଏମିତି ଜଣେ ବ୍ୟକ୍ତି ସାଲେପୁର ବୋଦାମୁଣ୍ଡାଇ ଅଂଚଳର ଅରୁଣ କୁମାର ମହାରଣା । ରାସ୍ତାରୁ ପାଇଥିବା ଜିନିଷ ଫେରାଇ ସୃଷ୍ଟି କରିଛନ୍ତି ଉଦାହରଣ । ତେ......

ହାଟକୁ ଯାଇଥିଲେ ଅରୁଣ, ବାଟରୁ ମିଳିଲା ଟଙ୍କା ଭର୍ତ୍ତି ପର୍ସ

ବ୍ରିଜ୍‌ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍, ଅଳ୍ପକେ ଡ୍ରାଇଭର ଓ ହେଲ୍‌ପର

February 16, 2026

ବାଲେଶ୍ୱର ୧୬/୦୨: ବ୍ରିଜ୍ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମାଥାନି ପେଗରପଡା ନିକଟରେ ଘଟିଛି ଏହି ଦୁର୍ଘଟଣା । ଭୋରରୁ ଘଟିଛି ଏହି ଅଘଟଣ । ଘଟଣାସ୍ଥଳ......

ବ୍ରିଜ୍‌ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍, ଅଳ୍ପକେ ଡ୍ରାଇଭର ଓ ହେଲ୍‌ପର

ମଙ୍ଗଳବାରଠୁ ବିଧାନସଭା ବଜେଟ୍ ଅଧିବେଶନ, ବାଚସ୍ପତି ଲୋଡ଼ିବେ ଶାସକ ଓ ବିରୋଧୀଙ୍କ ସହଯୋଗ

February 16, 2026

ଭୁବନେଶ୍ୱର ୧୬/୦୨: ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ । ଏଥିପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ଆଗାମୀ ବଜେଟ୍ ଅଧିବେଶନ ପାଇଁ ପୂର୍ବାହ୍ନ ୧୧ଟା ୩୦ରେ ସର୍ବଦଳୀୟ ବୈଠକ । ବିଧାନସଭାର କାର୍ଯ୍ୟସୂଚୀ ଉପରେ ବୈଠକରେ ଆଲୋଚନା......

ମଙ୍ଗଳବାରଠୁ ବିଧାନସଭା ବଜେଟ୍ ଅଧିବେଶନ, ବାଚସ୍ପତି ଲୋଡ଼ିବେ ଶାସକ ଓ ବିରୋଧୀଙ୍କ ସହଯୋଗ

ରତ୍ନ ଅଳଙ୍କାର ଗଣତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ପୂର୍ବରୁ ବୈଠକ ଡ଼ାକିଛନ୍ତି ଆଇନମନ୍ତ୍ରୀ

February 16, 2026

ପୁରୀ ୧୬/୦୨: ଆଜି ରତ୍ନଭଣ୍ଡାର ସମୀକ୍ଷା । ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ପ୍ରଥମେ ଆଇନ ମନ୍ତ୍ରୀଙ୍କ ବୈଠକ, ପରେ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା । ତେବେ ରତ୍ନ ଅଳଙ୍କାର ଗଣତିର ସମୀକ୍ଷା କରି......

ରତ୍ନ ଅଳଙ୍କାର ଗଣତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ପୂର୍ବରୁ ବୈଠକ ଡ଼ାକିଛନ୍ତି ଆଇନମନ୍ତ୍ରୀ