Live Live
LIVE

ରାଜ୍ୟ

ହେ ଦେବ ଦେବ ଶୁଣ ମୋ ଗୁହାରୀ, ଶାସ୍ୱତ ପ୍ରେମର ସ୍ୱୀକୃତି ପାଇଁ ଦଣ୍ଡ ମାରି ମାରି ଗଲେ ମନ୍ଦିର

ହେ ଦେବ ଦେବ ଶୁଣ ମୋ ଗୁହାରୀ, ଶାସ୍ୱତ ପ୍ରେମର ସ୍ୱୀକୃତି ପାଇଁ ଦଣ୍ଡ ମାରି ମାରି ଗଲେ ମନ୍ଦିର

February 16, 2026

ମୁନିଗୁଡ଼ା ୧୬/୦୨: କୁହାଯାଏ ଜାଗର କଲେ ମିଳେ ଭଲ ନାଗର । ଝିଅମାନେ ଯଦି ପୂଜା ଉପାସନା କରନ୍ତି ଏହି ଦିନ ତେବେ ଶିବଙ୍କ ଭଳ ଜୀବନସାଥୀ ଟିଏ ମିଳେ । ଏସବୁ ଆମ ମନର ବିଶ୍ୱାସ । କେଉଁ ଆବାହମାନ କାଳରୁ ବଜାୟ ରହିଛି ଏହି ଅତୁଟ ବିଶ୍ୱାସ । ତେବେ ଆହୁରି ଗୋଟିଏ କଥା ସ୍ପଷ୍ଟ ଯେ ଦେବଦେବଙ୍କୁ ନିଷ୍ଠାର ସହ ପୂଜିଲେ ମ...

ରାତିରେ ହୋଟେଲ୍‌ ବନ୍ଦ କରି ଶୋଇଥିଲେ, ସକାଳୁ ମିଳିଲା ମାଲିକଙ୍କ ମୃତଦେହ

February 16, 2026

ସୋର ୧୬/୦୨: ଗ୍ରାହକ ସବୁ ଖାଇ ପିଇ ଘରକୁ ଗଲେ । ହୋଟେଲ୍ ଖାଲି ହେଲା । ଆଉ କେହି ଗ୍ରାହକ ନଥିବାରୁ କବାଟ ବନ୍ଦ କରି ଶୋଇବାକୁ ଗଲେ । ହେଲେ ସକାଳୁ ହୋଟେଲ ଭିତରୁ ମିଳିଲା ମୃତଦେହ । ହତ୍ୟା ନା ଆତ୍ମହତ୍ୟା ପୋଲିସ ଖୋଜୁଛି କାରଣ । ପାରିପାର୍......

ରାତିରେ ହୋଟେଲ୍‌ ବନ୍ଦ କରି ଶୋଇଥିଲେ, ସକାଳୁ ମିଳିଲା ମାଲିକଙ୍କ ମୃତଦେହ

ହାଟକୁ ଯାଇଥିଲେ ଅରୁଣ, ବାଟରୁ ମିଳିଲା ଟଙ୍କା ଭର୍ତ୍ତି ପର୍ସ

February 16, 2026

ସାଲେପୁର ୧୬/୦୨: ବଞ୍ଚିଛି ମାନବିକତା । ଏବେ ବି କିଛି ଜଣଙ୍କ ଭିତରେ ବଞ୍ଚିରହିଛି ମଣିଷପଣିଆ । ଏମିତି ଜଣେ ବ୍ୟକ୍ତି ସାଲେପୁର ବୋଦାମୁଣ୍ଡାଇ ଅଂଚଳର ଅରୁଣ କୁମାର ମହାରଣା । ରାସ୍ତାରୁ ପାଇଥିବା ଜିନିଷ ଫେରାଇ ସୃଷ୍ଟି କରିଛନ୍ତି ଉଦାହରଣ । ତେ......

ହାଟକୁ ଯାଇଥିଲେ ଅରୁଣ, ବାଟରୁ ମିଳିଲା ଟଙ୍କା ଭର୍ତ୍ତି ପର୍ସ

ବ୍ରିଜ୍‌ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍, ଅଳ୍ପକେ ଡ୍ରାଇଭର ଓ ହେଲ୍‌ପର

February 16, 2026

ବାଲେଶ୍ୱର ୧୬/୦୨: ବ୍ରିଜ୍ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମାଥାନି ପେଗରପଡା ନିକଟରେ ଘଟିଛି ଏହି ଦୁର୍ଘଟଣା । ଭୋରରୁ ଘଟିଛି ଏହି ଅଘଟଣ । ଘଟଣାସ୍ଥଳ......

ବ୍ରିଜ୍‌ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍, ଅଳ୍ପକେ ଡ୍ରାଇଭର ଓ ହେଲ୍‌ପର

ମଙ୍ଗଳବାରଠୁ ବିଧାନସଭା ବଜେଟ୍ ଅଧିବେଶନ, ବାଚସ୍ପତି ଲୋଡ଼ିବେ ଶାସକ ଓ ବିରୋଧୀଙ୍କ ସହଯୋଗ

February 16, 2026

ଭୁବନେଶ୍ୱର ୧୬/୦୨: ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ । ଏଥିପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ଆଗାମୀ ବଜେଟ୍ ଅଧିବେଶନ ପାଇଁ ପୂର୍ବାହ୍ନ ୧୧ଟା ୩୦ରେ ସର୍ବଦଳୀୟ ବୈଠକ । ବିଧାନସଭାର କାର୍ଯ୍ୟସୂଚୀ ଉପରେ ବୈଠକରେ ଆଲୋଚନା......

ମଙ୍ଗଳବାରଠୁ ବିଧାନସଭା ବଜେଟ୍ ଅଧିବେଶନ, ବାଚସ୍ପତି ଲୋଡ଼ିବେ ଶାସକ ଓ ବିରୋଧୀଙ୍କ ସହଯୋଗ