ରାଜ୍ୟ

ଗାଁ ଲୋକେ କହୁଛନ୍ତି ମା’ ଟଙ୍କା ଦେଲାନି ବୋଲି ମାରିଦେଲା, ହେଲେ ଅଭିଯୁକ୍ତ ପୁଅ କହୁଛି କିଛି ଅଲଗା

ଗାଁ ଲୋକେ କହୁଛନ୍ତି ମା’ ଟଙ୍କା ଦେଲାନି ବୋଲି ମାରିଦେଲା, ହେଲେ ଅଭିଯୁକ୍ତ ପୁଅ କହୁଛି କିଛି ଅଲଗା

January 29, 2026

ମୋରଡା ୨୯।୧: ପୁଅଟିଏ ପାଇବା ପାଇଁ ମା’ ମାନେ କେତେ ଓଷା ବ୍ରତ କରୁଛନ୍ତି । ହେଲେ ସେଇ ପୁଅ ମା’କୁ ପର କରିଦେଉଛି । ଏମିତି କି ମା’ର ଜୀବନ ନେବାକୁ ପଛାଉନାହିଁ ।  ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ବେତନଟୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନିଜ ପୁଅକୁ ସକାଳୁ ଖାଇବାକୁ ଦେବ ବୋଲି ରୋଷେଇ କର...

ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛାଉଥିଲେ ତାର, ବାନ୍ଧିଲା ବନବିଭାଗ

January 29, 2026

ଆଠଗଡ଼ ୨୯।୦୧ : ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛାଯାଇଥିଲା ତାର । ବନବିଭାଗର ସର୍ଚ୍ଚ ଅପରେସନ ବେଳେ ଧରାପଡ଼ିଗଲା । ଶେଷରେ ଶିକାର ପାଇଁ ବିଛାଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ବନ ବିଭାଗ । ଏହାସହ ଗିରଫ ବ୍ୟକ୍ତି ନିକଟରୁ କିଛି ସାମଗ୍ରୀ ମଧ୍......

ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛାଉଥିଲେ ତାର, ବାନ୍ଧିଲା ବନବିଭାଗ

ଶବ ଦାହ ଲାଗି ନାହିଁ ପିଣ୍ଡି ଅଭାବ: ଚଟାଣରେ ଗଡାଇ ଜଗୁଛନ୍ତି, ସର୍ବସାଧାରଣ ସ୍ଥାନରେ ପାର୍କିଂ

January 29, 2026

ପୁରୀ ୨୯/୦୧: ନା ଅଛି ଶବକୁ ସମ୍ମାନ ନା ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କୁ ଆଶ୍ୱାସନା । ଦିନକୁ ଦିନ ସ୍ୱର୍ଗଦ୍ୱାରରେ ଶବ ଦାହ ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଛି । ସ୍ୱର୍ଗଦ୍ୱାରରେ ଶବ ଦାହ ହେଲେ ମୃତକଙ୍କ ସ୍ୱର୍ଗପ୍ରାପ୍ତି ହୁଏ ବିଶ୍ୱାସ ରହିଛି ।......

ଶବ ଦାହ ଲାଗି ନାହିଁ ପିଣ୍ଡି ଅଭାବ: ଚଟାଣରେ ଗଡାଇ ଜଗୁଛନ୍ତି, ସର୍ବସାଧାରଣ ସ୍ଥାନରେ ପାର୍କିଂ

ରିଷ୍ଟ ଖଣ୍ଡନ ପାଇଁ ଡାକିଥିଲେ ଯୁବତୀ, ବନ୍ଦ ଘରେ ଏକୁଟିଆ ପାଇ ଏମିତି କଲେ ତାନ୍ତ୍ରିକ… ବାନ୍ଧିଲା ପୋଲିସ

January 29, 2026

କଟକ ୨୯।୧: ତନ୍ତ୍ର ପୂଜା କରି ରିଷ୍ଟ ଖଣ୍ଡନ କରିଥାନ୍ତେ । ବନ୍ଦ ଘର ଭିତରେ ଚାଲିଥିଲା ପୂଜାର୍ଚ୍ଚନା । ତାନ୍ତ୍ରିକଙ୍କର କିନ୍ତୁ ଥିଲା କିଛି ଅଲଗା ଉଦ୍ଦେଶ୍ୟ । ବନ୍ଦ ଘରେ ଯୁବତୀଙ୍କୁ ଏକୁଟିଆ ପାଇ କରିଥିଲେ ଅସଦାଚରଣ । କଟକ ସାଆନ୍ତ ସାହି ଅଞ......

ରିଷ୍ଟ ଖଣ୍ଡନ ପାଇଁ ଡାକିଥିଲେ ଯୁବତୀ, ବନ୍ଦ ଘରେ ଏକୁଟିଆ ପାଇ ଏମିତି କଲେ ତାନ୍ତ୍ରିକ… ବାନ୍ଧିଲା ପୋଲିସ

ରାୟ ଶୁଣାଇଲେ କୋର୍ଟ, ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ ସହ ଜରିମାନା

January 29, 2026

ବାରିପଦା ୨୯।୦୧ : ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ ସହ ଜରିମାନା । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଯୀଶୁନାଥ ହେମ୍ବ୍ରମ (୩୮)କୁ ୨୦ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି ବାରିପଦା ଆଡହକ୍ ଆଡିସନାଲ ଡିଷ୍ଟ୍ରି......

ରାୟ ଶୁଣାଇଲେ କୋର୍ଟ, ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ ସହ ଜରିମାନା