ରାଜ୍ୟ

ଆମେ ଜାଣିଛୁ ଜିତିପାରିବୁନି, ହେଲେ ରାଜ୍ୟର ସ୍ୱାର୍ଥ୍ୟ ପାଇଁ ଆମେ ଲଢିବୁ - ଭକ୍ତ ଦାସ

ଆମେ ଜାଣିଛୁ ଜିତିପାରିବୁନି, ହେଲେ ରାଜ୍ୟର ସ୍ୱାର୍ଥ୍ୟ ପାଇଁ ଆମେ ଲଢିବୁ - ଭକ୍ତ ଦାସ

February 02, 2026

ଭୁବନେଶ୍ୱର ୦୨।୦୨: ରାଜ୍ୟର ସ୍ୱାର୍ଥ ପାଇଁ ମୁଁ ନବୀନଙ୍କୁ ଭେଟିବି । ଦିନେ କି ଦୁଇ ଦିନ ମଧ୍ୟରେ ଜଣାପଡିବ କେବେ ନବୀନଙ୍କ ସହ ସାକ୍ଷାତ କରିବି । ବିରୋଧୀ ଦଳ ପାଖରେ ସୁଯୋଗ ରହିଛି । ତେଣୁ ଆମକୁ ଏହି ସୁଯୋଗର ଫାଇଦା ଉଠାଇବାକୁ ପଡ଼ିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଏ ଖବରଟିକୁ ପଢନ୍ତୁ :- ...

SI ପ୍ରଶ୍ନପତ୍ର ଲିକ୍ ମାମଲା, ରିମାଣ୍ଡରେ ଆସିବ ସିଲିକନ୍‌ ଟେକ୍‌ଲାବ୍‌ର ମାଲିକ

February 02, 2026

କଟକ ୦୨।୦୨ : ହାଇକୋର୍ଟରେ ହୋଇଥିବା ଏଏସ୍ଓ (ଆସିଷ୍ଟାଣ୍ଟ୍ ସେକ୍ସନ୍ ଅଫିସର) ପରୀକ୍ଷା ପ୍ରଶ୍ନ ପ୍ରଘଟ ମାମଲାରେ ସିଲିକନ୍ ଟେକ୍ ଲାବର ମାଲିକ ସୁରେଶ ନାୟକକୁ ରିମାଣ୍ଡରେ ଆଣିବ କଟକ କମିସନରେଟ୍ ପୋଲିସ । ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାର......

SI ପ୍ରଶ୍ନପତ୍ର ଲିକ୍ ମାମଲା, ରିମାଣ୍ଡରେ ଆସିବ ସିଲିକନ୍‌ ଟେକ୍‌ଲାବ୍‌ର ମାଲିକ

ହ୍ୟୁମାନ୍‌ ସାଗର ମୃତ୍ୟୁ: ମାସେ ପରେ ହଟିବ ଫିଟିବ ଗୁମର, ରହସ୍ୟ ଖୋଲିବ ରିପୋର୍ଟ

February 02, 2026

କଟକ ୦୨/୦୨: କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଅକାଳ ବିୟୋଗର ରହସ୍ୟ ଫିଟାଇବା ପାଇଁ ମର୍କତନଗର ଥାନାରେ ରୁଜୁ ମାମଲାରେ ପୋଲିସର ଏକ ମେଡିକାଲ୍ ରିପୋର୍ଟ ହସ୍ତଗତ ହୋଇଛି । ହ୍ୟୁମାନ୍ ଚିକିତ୍ସିତ ହେଉଥିବା ଗଣ୍ଡରପୁର ସ୍ଥିତ ଏକ ବେସରକାରୀ ହସ୍ପି......

ହ୍ୟୁମାନ୍‌ ସାଗର ମୃତ୍ୟୁ: ମାସେ ପରେ ହଟିବ ଫିଟିବ ଗୁମର, ରହସ୍ୟ ଖୋଲିବ ରିପୋର୍ଟ

ରାସ୍ତାରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ମୋ ବାପା ପୋଲିସରେ.. ମୋ ଇଛା ମୁଁ ମଦ ପିଇବି

February 02, 2026

ଭୁବନେଶ୍ୱର ୦୨।୦୨: ହଁ ମୁଁ ମଦ ପଇଛି । ମୋ ସାଙ୍ଗଙ୍କ ସହ ଘରକୁ ଯାଉଛି । ଏଥିରେ କଣ ଅସୁବିଧା । ତମେ କଣ ମଦ ପିଇ ଘରକୁ ଯାଉନ । ଆପଣ ତ ନିଜେ ଯାଉଥିବେ, ମୁଁ ଗଲେ ଅସୁବିଧା କଣ ? ଏମିତି କିଛି କହି ରବିବାର ରାତିରେ ରାଜଧାନୀ ରାସ୍ତାରେ ମାତାଲ......

ରାସ୍ତାରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ମୋ ବାପା ପୋଲିସରେ.. ମୋ ଇଛା ମୁଁ ମଦ ପିଇବି

ମାମାଙ୍କ ପାଇଁ ମାଡ଼ ଖାଇଲେ ବାପି ପଣ୍ଡା…

February 02, 2026

ଭୁବନେଶ୍ୱର ୦୨।୦୨: ବାପି ପଣ୍ଡାଙ୍କୁ ମାଡ଼ । ଖଣ୍ଡଗିରି ଯାତ୍ରାରେ ଜଲିଉଡ୍ରେ ଭେଟେରାନ୍ ଆକ୍ଟର ବାପି ପଣ୍ଡାଙ୍କୁ ଚେୟାର ମାଡ଼ ହୋଇଛି । ରବିବାର ରାତିରେ ଯାତ୍ରା ପରିବେଷଣ ବେଳେ ବାପି ପଣ୍ଡାଙ୍କୁ ଚେୟାର ମାଡ଼ ହୋଇଛି । କିଛି ସମୟ ପାଇଁ ପ......

ମାମାଙ୍କ ପାଇଁ ମାଡ଼ ଖାଇଲେ ବାପି ପଣ୍ଡା…