ରାଜ୍ୟ

Congress MLAs break whip: ୧୩ ରୁ ୧୬ ଛାଡିନଥାନ୍ତେ ଭୁବନେଶ୍ୱର, କିନ୍ତୁ ପହଞ୍ଚିଗଲେ ରିସର୍ଟରେ

Congress MLAs break whip: ୧୩ ରୁ ୧୬ ଛାଡିନଥାନ୍ତେ ଭୁବନେଶ୍ୱର, କିନ୍ତୁ ପହଞ୍ଚିଗଲେ ରିସର୍ଟରେ

March 13, 2026

ଭୁବନେଶ୍ୱର ୧୩/୦୩: ହ୍ୱିପ୍ ଭାଙ୍ଗିଲେ ୮କଂଗ୍ରେସ ବିଧାୟକ । ୮ ବିଧାୟକଙ୍କ ସହ ପିସିସି ସଭାପତି ଭକ୍ତ ଦାସ ବି ଥିବା ସୂଚନା । ୧୩ରୁ ୧୬ ଯାଏଁ ଭୁବନେଶ୍ୱର ନ ଛାଡ଼ିବାକୁ ଥିଲା ନିର୍ଦ୍ଦେଶ । ଏନେଇ ହ୍ୱିପ୍ ଜାରି କରିଥିଲେ କଂଗ୍ରେସ ଦଳ ମୁଖ୍ୟ ସଚେତକ ସିଏସ୍ ରାଜନ ଏକ୍କା । କିନ୍ତୁ ୮ କଂଗ୍ରେସ ବିଧାୟକ ହ୍ୱିପ୍ ନ ମାନ...

କେମିତି ସୁସ୍ଥ ରହିବେ ଛାତ୍ରଛାତ୍ରୀ? ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ନୂଆ ନିୟମ

March 13, 2026

ଭୁବନେଶ୍ୱର ୧୩/୦୩: ଆସନ୍ତା ଶିକ୍ଷା ବର୍ଷରୁ ଶାରୀରିକ ଶିକ୍ଷା । ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା । ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜାତୀୟ ଶିକ୍ଷା ନୀତି ୨୦୨୦ ଅଧ......

କେମିତି ସୁସ୍ଥ ରହିବେ ଛାତ୍ରଛାତ୍ରୀ? ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ନୂଆ ନିୟମ

ବିଜେଡି ଘାରୁଛି କି କ୍ରସ ଭୋଟିଂ ଭୟ ? ମାଧବ ଧଡାଙ୍କ ସହ କଥା ହେଲ ନବୀନ

March 13, 2026

ଭୁବନେଶ୍ୱର ୧୩/୦୩: ସୋର ବିଧାୟକ ମାଧବ ଧଡାଙ୍କ ସହ କଣ କଥା ହେଲେ ନବୀନ ? ଏହାକୁ ନେଇ ପ୍ରତିକ୍ରିୟା ରଖିଲେ ମାଧବ ଧଡ଼ା । କହିଲେ, ଦଳର ସୁପ୍ରିମୋ ଯାହା ନିଷ୍ପତି ନେଇଛନ୍ତି, ତାହା ଅକ୍ଷରେ ଅକ୍ଷରେ ପାଳନ କରିବୁ । ଦୁଇ ଦିନ ଧରି କାହିଁକି ଅନୁ......

ବିଜେଡି ଘାରୁଛି କି କ୍ରସ ଭୋଟିଂ ଭୟ ? ମାଧବ ଧଡାଙ୍କ ସହ କଥା ହେଲ ନବୀନ

କୁଆଡ଼େ ଯାଇଛନ୍ତି କଂଗ୍ରେସ ବିଧାୟକ? ଦଳୀୟ ନେତାଙ୍କ କଥାରେ ନାହିଁ କି ତାଳମେଳ

March 13, 2026

ଭୁବନେଶ୍ୱର ୧୩/୦୩: ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ଅଛି । ସମୟ ଯେତିକି ଗଡ଼ୁଛି, ବିରୋଧୀ ବିଜେଡି ଓ କଂଗ୍ରେସରେ ସନ୍ଦେହ ସେତିକି ବଢ଼ୁଛି। ନିର୍ଦ୍ଦିଷ୍ଟ ଭାବେ ୭/୮ ଜଣ ବିଧାୟକଙ୍କ ମତିଗତି ଉପରେ ନଜର ଥିଲେ ବି ଅନ୍ୟମାନଙ୍କ......

କୁଆଡ଼େ ଯାଇଛନ୍ତି କଂଗ୍ରେସ ବିଧାୟକ? ଦଳୀୟ ନେତାଙ୍କ କଥାରେ ନାହିଁ କି ତାଳମେଳ

ରାସ୍ତା କଡ଼କୁ ଓଲଟି ଜଳିଗଲା ଟ୍ୟାଙ୍କର, ଜୀବନ୍ତ ଜଳିଗଲେ ଡ୍ରାଇଭର

March 13, 2026

ଅନୁଗୁଳ ୧୩/୦୩: ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିବା ପରେ ହୁତୁ ହୁତୁ ହୋଇ ଜଳିଗଲା ଗ୍ୟାସ ଟ୍ୟାଙ୍କର । ଗାଡ଼ି ଭିତରେ ଡ୍ରାଇଭର ଜୀବନ୍ତ ଦଗ୍ଧ। ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ । ପାଲଲହଡ଼ା ଟାଉନ ଠାରୁ ୧୨ କିଲୋମିଟ......

ରାସ୍ତା କଡ଼କୁ ଓଲଟି ଜଳିଗଲା ଟ୍ୟାଙ୍କର, ଜୀବନ୍ତ ଜଳିଗଲେ ଡ୍ରାଇଭର