ରାଜ୍ୟ

ବିଭିନ୍ନ ମନ୍ଦିରକୁ ଧମକପୂର୍ଣ୍ଣ କଲ୍ ଓ ମେସେଜ୍ ଦେବା ଘଟଣା, ଧରାପଡ଼ିଲା ଅଭିଯୁକ୍ତ

ବିଭିନ୍ନ ମନ୍ଦିରକୁ ଧମକପୂର୍ଣ୍ଣ କଲ୍ ଓ ମେସେଜ୍ ଦେବା ଘଟଣା, ଧରାପଡ଼ିଲା ଅଭିଯୁକ୍ତ

April 21, 2026

ପୁରୀ: ସୋସିଆଲ ମିଡିଆରେ ମନ୍ଦିର ଉଡ଼ାଇଦେବାକୁ ଧମକପୂର୍ଣ୍ଣ ମେସେଜ ଦେଇ ବନ୍ଧା ହେଲା ଅଭିଯୁକ୍ତ। ବିଭିନ୍ନ ମନ୍ଦିର ଓ ବରିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ଧମକପୂର୍ଣ୍ଣ ମେସେଜ ଦେବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ପୁରୀ ମଙ୍ଗଳା ଘାଟ ଅଞ୍ଚଳର ପ୍ରତୀକ ମିଶ୍ର। ଏ...

FCIରେ ଗଚ୍ଛିତ ଚାଉଳର ହେବ ନିଲାମ, ହେଲେ ଧାନ ଉଠିଲେ ରହିବ କେଉଁଠି ? ଅଡ଼ୁଆରେ ପଡ଼ିବେ ସରକାର

April 21, 2026

ଭୁବନେଶ୍ଵର: ଦୀର୍ଘ ଦିନ ହେଲା FCI ଗୋଦାମରେ ପଡ଼ିଥିବା ୧ ଲକ୍ଷ ଟନ୍ ଚାଉଳ ନିଲାମ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ସରକାରଙ୍କ ରାଜସ୍ବହାନୀ ହେବା ଆଶଙ୍କା ରହିଥିବା ବେଳେ ଚାଷୀଙ୍କ ସମସ୍ୟା ସ......

FCIରେ ଗଚ୍ଛିତ ଚାଉଳର ହେବ ନିଲାମ, ହେଲେ ଧାନ ଉଠିଲେ ରହିବ କେଉଁଠି ?  ଅଡ଼ୁଆରେ ପଡ଼ିବେ ସରକାର

ମିଳିଥିବା ଘର ଭଡ଼ାରେ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ: ମେୟରଙ୍କ ଚେତାବନୀ

April 21, 2026

ଭୁବନେଶ୍ବର: ବସ୍ତିବାସିନ୍ଦା ପାଇଥିବା ଘର ଯଦି ଭଡ଼ାରେ ଦେବେ ତା’ହେଲେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଭଳି କଡ଼ା ଚେତାବନୀ ଦେଇଛନ୍ତି ମେୟର ସୁଲୋଚନା ଦାସ। ମଙ୍ଗଳବାର ବିଏମସି ପକ୍ଷରୁ ଶତାଧିକ ପରିବାରଙ୍କୁ ଲଟେରୀ ମାଧ୍ୟମରେ ଗୃହ ଆ......

ମିଳିଥିବା ଘର ଭଡ଼ାରେ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ: ମେୟରଙ୍କ ଚେତାବନୀ

ଖରା ଛୁଟିରେ ହ୍ବାଟ୍ସଆପରେ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ, ଓସେପା ଆଣିଲା ସମର ଲର୍ଣ୍ଣିଂ ବ୍ୟବସ୍ଥା

April 21, 2026

ଭୁବନେଶ୍ବର: ଏଥର ଖରା ଛୁଟିରେ ପିଲାଏ ପଢ଼ିବେ ହ୍ବାଟ୍ସଆପ୍ ମାଧ୍ୟମରେ ପାଠ। ପିଲାଙ୍କୁ ହ୍ବାଟ୍ସଆପରେ ଦିଆଯିବ ସମର ଲର୍ଣ୍ଣିଂ। ଏନେଇ ମଙ୍ଗଳବାର ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ତରଫରୁ ଜାରି ହୋଇଛି ମାର୍ଗଦର୍ଶିକ......

ଖରା ଛୁଟିରେ ହ୍ବାଟ୍ସଆପରେ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ, ଓସେପା ଆଣିଲା ସମର ଲର୍ଣ୍ଣିଂ ବ୍ୟବସ୍ଥା

କଟକ ପରେ ଏବେ ଭଦ୍ରକ: କାହିଁକି ଓଡ଼ିଶାକୁ ବିହାରରୁ ନାବାଳକ ଚାଲାଣ ରାକେଟ୍ ?

April 21, 2026

ଭଦ୍ରକ,୨୧/୦୪: ବିହାରରୁ ଯାଜପୁର ଆସୁଥିବା ୧୩ ନାବାଳକ ଉଦ୍ଧାର। ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ୍ ଟ୍ରେନରୁ ଉଦ୍ଧାର କରିଛି। ଟ୍ରେନରେ ମଦ୍ରାସାକୁ ପଢ଼ିବା ପାଇଁ ଯାଉଥିବା ବେଳେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଭଦ୍ରକରୁ ପିଛା କରି ଯାଜପୁର......

କଟକ ପରେ ଏବେ ଭଦ୍ରକ: କାହିଁକି ଓଡ଼ିଶାକୁ ବିହାରରୁ ନାବାଳକ ଚାଲାଣ ରାକେଟ୍ ?