ରାଜ୍ୟ

Subhadra Yojana : ପଞ୍ଜୀକରଣ ପାଇଁ ଶେଷ ତାରିଖ, ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ମିଳିବ ଡବଲ କିସ୍ତି

Subhadra Yojana : ପଞ୍ଜୀକରଣ ପାଇଁ ଶେଷ ତାରିଖ, ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ମିଳିବ ଡବଲ କିସ୍ତି

April 30, 2026

ଭୁବନେଶ୍ୱର ୩୦।୦୪ : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଏପ୍ରିଲ ୧ରୁ ଚାଲିଥିବା ସୁଭଦ୍ରା ନୂତନ ପଞ୍ଜୀକରଣ ପ୍ରକ୍ରିୟା ଆଜି ଶେଷ ହେବ । ଯେଉଁମାନେ କୌଣସି କାରଣରୁ ଆବେଦନ କରିପାରି ନାହାନ୍ତି, ସେମାନେ କେବଳ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ନୂତନ ଆବେଦନ କରିବେ । ମାନଦଣ୍ଡ ଅନୁଯାୟୀ, ଏପ୍ରିଲ ୧, ୨୦୨୬ ସୁଦ୍ଧା...

Attack on Police : ଆପତ୍ତିଜନକ ଅବସ୍ଥାରେ ବସିଥିଲେ ପୁଅ-ଝିଅ, ବିରୋଧ କରିବାରୁ ପୋଲିସକୁ ଧାରୁଆ ଅସ୍ତ୍ରରେ ଆଟାକ୍

April 30, 2026

କଟକ ୩୦।୦୪ : କିଏ ସୁରକ୍ଷିତ ? ସମାଜକୁ ସୁରକ୍ଷା ଦେବା ପାଇଁ ପୋଲିସ । ହେଲେ ଏଠି ପୋଲିସକୁ ବି ଆକ୍ରମଣ । କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି । ଯେଉଁଥିରେ ତିନି ଜଣ ପ......

Attack on Police : ଆପତ୍ତିଜନକ ଅବସ୍ଥାରେ ବସିଥିଲେ ପୁଅ-ଝିଅ, ବିରୋଧ କରିବାରୁ ପୋଲିସକୁ ଧାରୁଆ ଅସ୍ତ୍ରରେ ଆଟାକ୍

ଭୟ ଦେଖାଇ ଶାରୀରିକ ସଂପର୍କକୁ ‘ସହମତି’ କୁହାଯିବ ନା ନାହିଁ ? ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

April 30, 2026

କଟକ : ନଗ୍ନ ଫଟୋ ଭାଇରାଲ୍ କରିଦେବାର ଭୟ ଦେଖାଇ ଶାରୀରିକ ସଂପର୍କ ରଖିବା ଅର୍ଥ ନୁହେଁ ‘ସହମତି’ରେ ସମ୍ପର୍କ ରଖିବା । ଏହା ଦୁଷ୍କର୍ମ। ଏହି ପରିପ୍ରେକ୍ଷୀରେ ନିମ୍ନ ଅଦାଲତଙ୍କ ଦ୍ୱାରା ୧୦ବର୍ଷ ଜେଲ୍ ଦଣ୍ଡ ପାଇଥିବା ଦୁଃଷ୍କର୍ମୀ ଆସାମୀ ଶଙ୍କର......

ଭୟ ଦେଖାଇ ଶାରୀରିକ ସଂପର୍କକୁ ‘ସହମତି’ କୁହାଯିବ ନା ନାହିଁ ? ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ଗର୍ଭବତୀ ପ୍ରେମିକାକୁ ଧୋକ୍କା ଦେଲା ଜେଲ୍‌ ଫେରନ୍ତା ପ୍ରେମିକ ! ପଡ଼ୋଶୀ ଯୁବତୀଙ୍କୁ ନେଇ ଛୁ'

April 30, 2026

ପୁରୀ,୩୦/୦୪:ମୋତେ ବିବାହ କରିବ ବୋଲି ମିଥ୍ୟା ପ୍ରଲୋଭନ ଦେଖାଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଲା। ଏବେ ମୁଁ ୬ ମାସ ଗର୍ଭବତୀ। ଏଭଳି ସମୟରେ ସେ ଧୋକ୍କା ଦେଇଛି। ମଙ୍ଗଳବାର ପଡ଼ୋଶୀ ଯୁବତୀଙ୍କୁ ନେଇ ଛୁ ମାରିଛି। ଏନେଇ ସମୁଦ୍ରକୂଳ ଥାନାର ଦ୍......

ଗର୍ଭବତୀ ପ୍ରେମିକାକୁ ଧୋକ୍କା ଦେଲା ଜେଲ୍‌ ଫେରନ୍ତା ପ୍ରେମିକ ! ପଡ଼ୋଶୀ ଯୁବତୀଙ୍କୁ ନେଇ ଛୁ'

Odisha Weather : ପ୍ରଚଣ୍ଡ ଜ୍ଵାଳାରୁ ମିଳିବ ତ୍ରାହି; ପଶ୍ଚିମ ଓଡିଶାରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇପାରେ ପାରଦ, ୩ରୁ ପୁଣି ବଢିବ ଗୁଳୁଗୁଳି

April 30, 2026

ଭୁବନେଶ୍ୱର ୩୦।୦୪: ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲଗାତାର ନିଆଁ ମାଡ଼ରେ ଛଟପଟ ହେଉଥିବା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରାରେ ଅଳ୍ପ ହ୍ରାସ ଘଟିଛି । ୪୪-୪୫ ଡିଗ୍ରୀ ତାତିରେ ସିଝୁ......

Odisha Weather : ପ୍ରଚଣ୍ଡ ଜ୍ଵାଳାରୁ ମିଳିବ ତ୍ରାହି; ପଶ୍ଚିମ ଓଡିଶାରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇପାରେ ପାରଦ, ୩ରୁ ପୁଣି ବଢିବ ଗୁଳୁଗୁଳି