ରାଜ୍ୟ

ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

July 12, 2026

ଭୁବନେଶ୍ୱର: ସକାଳୁ ସକାଳୁ ଥରିଲା ବଙ୍ଗୋପସାଗର। ବଙ୍ଗୋପସାଗରରେ ଅନୁଭୂତ ହୋଇଛି ଏକ ମଧ୍ୟମ ଧରଣର ଭୂମିକମ୍ପ। ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବା ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହି ସୂଚନା ଦେଇଥିବା ବେଳେ ଓଡ଼ିଶାର SOA CEC ର ନିର୍ଦ୍ଦେଶ...

Ratha Yatra 2026: ଦଶମୂଳ ମହୌଷଧି ଲାଗି ପରେ ମହାପ୍ରଭୁ ସୁସ୍ଥ, ଶ୍ରୀମନ୍ଦିରରେ ଆଜି ରାଜପ୍ରସାଦ ବିଜେ ନୀତି

July 12, 2026

ପୁରୀ ୧୨।୦୭ : ରାଜବୈଦ୍ୟଙ୍କ ଦଶମୂଳ ଔଷଧ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଆଜି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦେବେ ସେବାୟତ । ଆଜି ରାଜପ୍ରାସାଦ ବିଜେ ନୀତି । ଦ୍ଵାଦଶୀ ତିଥି ଅବସରରେ ଏହି ନୀତି ସମାପନ କରିବେ ଦଇତାପ......

Ratha Yatra 2026: ଦଶମୂଳ ମହୌଷଧି ଲାଗି ପରେ ମହାପ୍ରଭୁ ସୁସ୍ଥ, ଶ୍ରୀମନ୍ଦିରରେ ଆଜି ରାଜପ୍ରସାଦ ବିଜେ ନୀତି

ରାଜଧାନୀରେ ଅନ୍ଧ ପ୍ରେମର କଳା କାହାଣୀ ! ରାତିରେ ସାଥୀ ହୋଇ ରହିଲେ, ଦିନରେ ଗାଏବ ହୋଇଗଲେ

July 12, 2026

ଭୁବନେଶ୍ୱର: ସୋସିଆଲ ମିଡିଆରୁ ସଂପର୍କ, ତା’ପରେ ପ୍ରେମ ଏବଂ ଶେଷରେ ସର୍ବନାଶ। ଲଭ୍, ସେକ୍ସ ଏବଂ ଧୋକା। ରାଜଧାନୀ ଭୁବନେଶ୍ୱରରେ ପୁଣି ସାମ୍ନାକୁ ଆସିଛି ପ୍ରେମ, ପ୍ରତାରଣା ଓ ବ୍ଲାକମେଲିଂର କଳା କାହାଣୀ। ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୁବତ......

ରାଜଧାନୀରେ ଅନ୍ଧ ପ୍ରେମର କଳା କାହାଣୀ ! ରାତିରେ ସାଥୀ ହୋଇ ରହିଲେ, ଦିନରେ ଗାଏବ ହୋଇଗଲେ

ରାତିରେ ଦୁଇ ଜଣ ଯୁବକ ଅଫିସ କାମ ସାରି ଫେରୁଥିଲେ, ଓଭରବ୍ରିଜରେ ଧକ୍କା ଦେଲା ଦ୍ରୁତଗାମୀ ଗାଡ଼ି

July 12, 2026

ଭୁବନେଶ୍ୱର ୧୨।୦୭ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ୱର ଜୟଦେବ ବିହାର ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ......

ରାତିରେ ଦୁଇ ଜଣ ଯୁବକ ଅଫିସ କାମ ସାରି ଫେରୁଥିଲେ, ଓଭରବ୍ରିଜରେ ଧକ୍କା ଦେଲା ଦ୍ରୁତଗାମୀ ଗାଡ଼ି

ନଦୀରେ ଗାଧୋଉଥିଲେ ମହିଳା, ଶାଢିର କାନି ଟାଣିନେଲା କୁମ୍ଭୀର ! ସବୁ ଫିଙ୍ଗି କୂଳକୁ ଧାଇଁଲେ...

July 12, 2026

ପଟ୍ଟାମୁଣ୍ଡାଇ,୧୨|୦୭: ନଦୀରେ ଗାଧୋଉଥିବା ଜଣେ ମହିଳାଙ୍କ ପିନ୍ଧା ଶାଢ଼ି କାନିକୁ ଝାମ୍ପି ମହିଳାଙ୍କୁ ପାଣି ଭିତରକୁ ଘୋଷାରି ନେବାକୁ ବସିଥିଲା କୁମ୍ଭୀର। ମହିଳା ଜଣକ ସାହସର ସହ ଉପସ୍ଥିତ ବୁଦ୍ଧି ଖଟାଇ ଶାଢ଼ିକୁ ଫିଙ୍ଗି କୂଳକୁ ଧାଇଁ ପଳାଇ ଆ......

ନଦୀରେ ଗାଧୋଉଥିଲେ ମହିଳା, ଶାଢିର କାନି ଟାଣିନେଲା କୁମ୍ଭୀର ! ସବୁ ଫିଙ୍ଗି କୂଳକୁ ଧାଇଁଲେ...