ରାଜ୍ୟ

NEET ପରୀକ୍ଷା ଚାପ ସହିପାରିଲେନି ଛାତ୍ର, ନିଜେ ମାର୍କିଂ କରି ନେଇଗଲେ ଚରମ ନିଷ୍ପତ୍ତି

NEET ପରୀକ୍ଷା ଚାପ ସହିପାରିଲେନି ଛାତ୍ର, ନିଜେ ମାର୍କିଂ କରି ନେଇଗଲେ ଚରମ ନିଷ୍ପତ୍ତି

May 07, 2026

ଭଦ୍ରକ ୦୭।୦୫ : ରେଜଲ୍ଟ ଖରାପ ହେଲା ବୋଲି ଛାତ୍ର ନେଲା ଚରମ ନିଷ୍ପତ୍ତି । ପ୍ରଥମ ପରୀକ୍ଷାରେ ବିଫଳ ହୋଇଥିଲେ , ଦ୍ୱିତୀୟ ଥର ପରୀକ୍ଷା ପରେ ନିଜେ ମାର୍କିଂ କରିଥିଲେ । ପରୀକ୍ଷା ଫଳ ଖରାପ ହେବ ବୋଲି ଭାବି ଆତ୍ମହତ୍ୟା କଲେ ଛାତ୍ର। ଭଦ୍ରକ ସହରାଞ୍ଚଳ ଥାନା ଅଞ୍ଚଳରେ ଏମିତି ଅଘଟଣ ଘଟିଛି । ଖବର ଅନୁଯାୟୀ, ଭଦ୍ରକ ଜି...

ମାଷ୍ଟରମାଇଣ୍ଡ ବୃଦ୍ଧ, ରୂପଜୀବୀଙ୍କୁ ଘରକୁ ଡାକି ଚଳାଉଥିଲେ ସେକ୍ସ ରାକେଟ୍ !

May 07, 2026

ଅନୁଗୋଳ ୦୭।୦୫ : ସେକ୍ସ ରାକେଟ୍ ଠାବ । ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଭାବେ ଚଳାଇଥିଲେ ଏହି ଅନୈତିକ କାରବାର । ପୋଲିସ ଚଢାଉ କରି ସବୁ ଘଟଣାର ପର୍ଦ୍ଦାଫାସ କରିଛି । ଏହାସହ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ......

ମାଷ୍ଟରମାଇଣ୍ଡ ବୃଦ୍ଧ, ରୂପଜୀବୀଙ୍କୁ ଘରକୁ ଡାକି ଚଳାଉଥିଲେ ସେକ୍ସ ରାକେଟ୍ !

ରାସ୍ତାକଡ଼ ବରଗଛରେ ଝୁଲୁଛି ଯୁବକ-ଯୁବତୀଙ୍କ ମୃତଦେହ, ପାଖରେ ପଡିଛି ଚପଲ ଓ ବ୍ୟାଗ୍

May 07, 2026

ସୋନପୁର ୦୭।୦୫ : ରାସ୍ତାକଡ଼ରେ ଝୁଲୁଛି ଝୁଲନ୍ତା ମୃତଦେହ । ସୋନପୁର ଜିଲ୍ଲା ବିନିକା ଥାନା ଗୁଲୁଣ୍ଡା ସିଲାଟି ରାସ୍ତାର ଏକ ବରଗଛ ଡାଳର ଝୁଲୁଛି ଯୁବକ-ଯୁବତୀଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟ......

ରାସ୍ତାକଡ଼ ବରଗଛରେ ଝୁଲୁଛି ଯୁବକ-ଯୁବତୀଙ୍କ ମୃତଦେହ, ପାଖରେ ପଡିଛି ଚପଲ ଓ ବ୍ୟାଗ୍

ଆସୁଛି ବାତ୍ୟା ! ଓଡିଶାରେ କରିବ କି ଲ୍ୟାଣ୍ଡଫଲ୍ ? ବିଭିନ୍ନ ମଡେଲ ବଢାଇଲାଣି ଚିନ୍ତା

May 07, 2026

ଭୁବନେଶ୍ୱର, ୦୭/୦୫: ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଜିଏଫଏସ୍ ପରେ ଇସିଏମଡବ୍ଲ୍ୟୁଏଫ୍ ମଧ୍ୟ ଲଘୁଚାପ ନେଇ ପୂର୍ବାନୁମାନ ଦେଖାଇଛି । ହେଲେ ବାତ୍ୟା ସମ୍ଭାବନାକୁ ନେଇ ବିଭିନ୍ନ ମଡେଲରେ ଦ୍ୱନ୍ଦ୍ୱ ରହିଛି । ଆରମ୍ଭରୁ ଏଯାଏ ଜିଏଫଏସ୍......

ଆସୁଛି ବାତ୍ୟା ! ଓଡିଶାରେ କରିବ କି ଲ୍ୟାଣ୍ଡଫଲ୍ ? ବିଭିନ୍ନ ମଡେଲ ବଢାଇଲାଣି ଚିନ୍ତା

କଙ୍କାଳ କାନ୍ଧେଇ ସମାଜରୁ ହୋଇଥିଲେ ବାସନ୍ଦ, ଶୁଦ୍ଧି ହୋଇ ପୁଣି ସାମିଲ ହେଲେ ଜିତୁ ମୁଣ୍ଡା

May 06, 2026

ନୂଆଦିଲ୍ଲୀ: କଙ୍କାଳ କାନ୍ଧେଇବାର ଦଣ୍ଡ। ସମାଜରୁ ମିଳିଥିଲା ବହିଷ୍କାର। ଶେଷରେ ଶୁଦ୍ଧି ହୋଇ ପବିତ୍ର ହେଲେ ଜିତୁ ମୁଣ୍ଡା। ବିଧି ଅନୁଯାୟୀ ଜିତୁ ମୁଣ୍ଡା ହଳଦୀ ଭାତ, ତେଲ ଦେଇ ସାସାନ୍ଦ୍ରରେ କାଲାରା, ବାପା ଓ ମାଆଙ୍କ ଅମର ଆତ୍ମାର ସଦଗତି ପାଇ......

କଙ୍କାଳ କାନ୍ଧେଇ ସମାଜରୁ ହୋଇଥିଲେ ବାସନ୍ଦ, ଶୁଦ୍ଧି ହୋଇ ପୁଣି ସାମିଲ ହେଲେ ଜିତୁ ମୁଣ୍ଡା