ଦେଶ

ବିଷାକ୍ତ ମଦ ନେଲା ୧୧ ଜୀବନ ; ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବିଷାକ୍ତ ମଦ ନେଲା ୧୧ ଜୀବନ ; ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

September 06, 2026

ନୂଆଦିଲ୍ଲୀ ୦୬।୦୯; ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ବଡ଼ ଧରଣର ବିଷାକ୍ତ ମଦ ଟ୍ରାଜେଡି ଦେଖିବାକୁ ମିଳିଛି । ଜିଲ୍ଲାର ବଣ୍ଡା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବିଷାକ୍ତ ମଦ ପିଇ ଅତିକମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ସ୍ଥା...

ଟୋଲ୍ ପ୍ଲାଜାରେ ନକଲି ରସିଦ ଦେଇ ଟଙ୍କା ଆଦାୟ, ୧୦୦ଟି ପ୍ଲାଜାରେ ଇଡିର ରେଡ୍

September 06, 2026

ନୂଆଦିଲ୍ଲୀ, ୦୬/୦୯ : ଟୋଲ୍ ପ୍ଲାଜାରେ ଅନିୟମିତତା ମାମଲାରେ ଇଡି ବା ପ୍ରବର୍ତ୍ତନ ନିର୍ଦେଶାଳୟର ବଡ ଆକ୍ସନ । ୧୦୦ଟି ଟୋଲ୍ ପ୍ଲାଜାରେ ରେଡ୍ । ଏହି ସବୁ ପ୍ଲାଜାରେ ଆର୍ଥିକ ଅନିୟମିତତା ଅଭିଯୋଗ ରହିଥିଲା । ଯାହା ପରେ ପ୍ରବର୍ତ୍ତନ ନିର୍ଦ୍ଦ......

ଟୋଲ୍ ପ୍ଲାଜାରେ ନକଲି ରସିଦ ଦେଇ ଟଙ୍କା ଆଦାୟ, ୧୦୦ଟି ପ୍ଲାଜାରେ ଇଡିର ରେଡ୍

CCTVରେ କଏଦ ବିଚିତ୍ର ଘଟଣା ! ସୁନାମୁଦି ଡବା ଧରି ଦୌଡ଼ିଲେ ମହିଳା, ଧରାପଡ଼ିବା ପରେ କହିଲେ କାରଣ

September 06, 2026

ଭୁବନେଶ୍ୱର : ରାଜସ୍ଥାନର ଜୟପୁରରୁ ଆସିଛି ଏକ ଚମକାଇଦେଲା ଭଳି ଘଟଣା। CCTVରେ କଏଦ ହେଲା ସମ୍ପୂର୍ଣ୍ଣ ଘଟଣା । ହଠାତ ସୁନା ଦୋକାନରୁ ସୁନା ନେଇ ଦୌଡ଼ିଲେ ମହିଳା, ଧରାପଡ଼ିବା ପରେ କହିଲେ ଏମିତି କଥା ଯାହାକୁ ଶୁଣି ପୋଲିସ ସମେତ ଲୋକେ ମଧ୍ୟ ଆଶ......

CCTVରେ କଏଦ ବିଚିତ୍ର ଘଟଣା ! ସୁନାମୁଦି ଡବା ଧରି ଦୌଡ଼ିଲେ ମହିଳା, ଧରାପଡ଼ିବା ପରେ କହିଲେ କାରଣ

ଯୌନ କେଳେଙ୍କାରୀରେ JNU ପ୍ରଫେସର, ୧୦ ଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

September 06, 2026

ନୂଆଦିଲ୍ଲୀ, ୦୬/୦୯ : ଅଧ୍ୟାପକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଏମିତି ସେମିତି କଲେଜ କି ବିଶ୍ୱବିଦ୍ୟାଳୟ ନୁହେଁ । ଜେଏନୟୁର ଜଣେ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି । ୧୦ ଜଣ ଛାତ୍ରୀ ତାଙ୍କ ବିରୋଧରେ ସଙ୍ଗୀନ କଥା......

ଯୌନ କେଳେଙ୍କାରୀରେ JNU ପ୍ରଫେସର, ୧୦ ଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ଏବେ ୧୦ ବର୍ଷ ପରେ ବି ଚାଲିବ ଡିଜେଲ୍ ଗାଡ଼ି, IIT ଦିଲ୍ଲୀର ବିକଶିତ ଟେକ୍ନୋଲୋଜିକୁ ଗଡ଼କରୀଙ୍କ ସବୁଜ ସଙ୍କେତ

September 06, 2026

ନୂଆଦିଲ୍ଲୀ: ପୁରୁଣା ଡିଜେଲ ଯାନବାହାନରୁ ନିର୍ଗତ ହେଉଥିବା ବିଷାକ୍ତ ଧୂଆଁ ଏବଂ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ଥିବା ଗାଡ଼ି ମାଲିକଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ପୁରୁଣା ଗାଡ଼ିଗୁଡ଼ିକୁ ସ୍କ୍ରାପ୍ (ସ୍କ୍ରାପେଜ୍) ନକରି କମ୍......

ଏବେ ୧୦ ବର୍ଷ ପରେ ବି ଚାଲିବ ଡିଜେଲ୍ ଗାଡ଼ି, IIT ଦିଲ୍ଲୀର ବିକଶିତ ଟେକ୍ନୋଲୋଜିକୁ ଗଡ଼କରୀଙ୍କ ସବୁଜ ସଙ୍କେତ