ଦେଶ

ଶୁକ୍ର ଏବଂ ବୃହସ୍ପତି ଗ୍ରହର ମହାମିଳନ, ଆକାଶରେ ଖୋଲା ଆଖିରେ ଦେଖାଗଲା ବିରଳ ଖଗୋଳୀୟ ଘଟଣା

ଶୁକ୍ର ଏବଂ ବୃହସ୍ପତି ଗ୍ରହର ମହାମିଳନ, ଆକାଶରେ ଖୋଲା ଆଖିରେ ଦେଖାଗଲା ବିରଳ ଖଗୋଳୀୟ ଘଟଣା

June 09, 2026

ନୂଆଦିଲ୍ଲୀ: ଆକାଶରେ ମଙ୍ଗଳବାର ଏକ ଅଦ୍ଭୁତ ଖଗୋଳୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବୃହସ୍ପତି ଏବଂ ଶୁକ୍ର ଗ୍ରହ ପରସ୍ପରର ଅତି ନିକଟତର ହୋଇଥିଲେ । ଏହି ଦୁଇ ଗ୍ରହଙ୍କ ମଧ୍ୟରେ ଦୂରତା ମାତ୍ର ୧.୫ ଡିଗ୍ରୀରୁ ୨ ଡିଗ୍ରୀ ଆଖପାଖରେ ରହିଥିଲା । ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଏହି ସୁନ୍ଦର ଦୃଶ୍ୟକୁ ଖୋଲା ଆଖିରେ ସହଜରେ...

ପାକିସ୍ତାନକୁ ସିନ୍ଧୁ ନଦୀର ଗୋଟିଏ ବି ବୁନ୍ଦା ପାଣି ଦିଆଯିବ ନାହିଁ: କେନ୍ଦ୍ରମନ୍ତ୍ରୀ ସି.ଆର୍. ପାଟିଲ

June 09, 2026

ନୂଆଦିଲ୍ଲୀ: ଆଗାମୀ ବର୍ଷଗୁଡ଼ିକରେ ସିନ୍ଧୁ ନଦୀ ଚୁକ୍ତିରୁ ପାକିସ୍ତାନକୁ ବୁନ୍ଦାଏ ବି ପାଣି ମିଳିବ ନାହିଁ। ଏଥିପାଇଁ ନରେନ୍ଦ୍ର ମୋଦୀ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମଙ୍ଗଳବାର କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲ କହିଛନ୍ତି। ପ......

ପାକିସ୍ତାନକୁ ସିନ୍ଧୁ ନଦୀର ଗୋଟିଏ ବି ବୁନ୍ଦା ପାଣି ଦିଆଯିବ ନାହିଁ: କେନ୍ଦ୍ରମନ୍ତ୍ରୀ ସି.ଆର୍. ପାଟିଲ

ଭାରତରେ କ୍ୟାମ୍ପସ ଖୋଲିବେ ୩ ବିଶ୍ବବିଦ୍ୟାଳୟ, ‘ଲେଟର ଅଫ୍ ଆପ୍ରୁଭାଲ’ ହସ୍ତାନ୍ତର

June 09, 2026

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ସଫଳତା ମିଳିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱର ତିନୋଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା......

ଭାରତରେ କ୍ୟାମ୍ପସ ଖୋଲିବେ ୩ ବିଶ୍ବବିଦ୍ୟାଳୟ, ‘ଲେଟର ଅଫ୍ ଆପ୍ରୁଭାଲ’ ହସ୍ତାନ୍ତର

ଜାଲ୍ ଦସ୍ତଖତ ମାମଲା, ମମତା ବାନାର୍ଜୀଙ୍କ କାଲିଘାଟ ଘରେ ପଶିଲା ସିଆଇଡି

June 09, 2026

କୋଲକାତା: ଜାଲ୍ ଦସ୍ତଖତ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡ଼ୁଆ ବଢିବାରେ ଲାଗିଛି । ସିଆଇଡିର ସ୍ୱତନ୍ତ୍ର ଟିମ୍ ମଙ୍ଗଳବାର କାଳୀଘାଟସ୍ଥିତ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ବାସଭବନ ତଥା କେନ୍ଦ୍ରୀୟ ଦଳୀୟ କାର୍ଯ୍......

ଜାଲ୍ ଦସ୍ତଖତ ମାମଲା, ମମତା ବାନାର୍ଜୀଙ୍କ କାଲିଘାଟ ଘରେ ପଶିଲା ସିଆଇଡି

Jaipur Cracker Godown Blast: ବେଆଇନ ବାଣ ଗୋଦାମରେ ବିସ୍ଫୋରଣ, ୭ ଜୀବନ୍ତ ଦଗ୍ଧ

June 09, 2026

ଜୟପୁର: ରାଜସ୍ଥାନ ଜୟପୁରରେ ଏକ ବେଆଇନ ବାଣଗୋଦାମରେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି। ଏମାନେ ଜୀବନ୍ତ ଜଳିଯାଇଥିଲେ। ଜୟପୁର ତାଲାଇ କଲୋନୀରେ ଥିବା ଏକ ଘରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଅଧିକାରୀଙ୍କ କହିବା ଅନୁସାରେ ଏହି ଘରେ ବ......

Jaipur Cracker Godown Blast: ବେଆଇନ ବାଣ ଗୋଦାମରେ ବିସ୍ଫୋରଣ, ୭ ଜୀବନ୍ତ ଦଗ୍ଧ