ମହାନଗର

 ଛାତ୍ର ସଂସଦ ନିର୍ବାଚନକୁ ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା, ରାତିରେ ବାଣୀ ବିହାରରେ ଫୁଟିଲା ବୋମା

ଛାତ୍ର ସଂସଦ ନିର୍ବାଚନକୁ ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା, ରାତିରେ ବାଣୀ ବିହାରରେ ଫୁଟିଲା ବୋମା

October 12, 2026

ଭୁବନେଶ୍ୱର ୧୨।୧୦ : ବାଣୀ ବିହାରରେ ବୋମା ଆତଙ୍କ। ବୋମା କି ବାଣ ଫୁଟିଲା ତାକୁ ନେଇ ସନ୍ଦେହରେ ପୋଲିସ। ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମ ହୋଇଛି ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ। ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ବାଣୀ ବିହାର କ୍ୟାମ୍ପସରେ ବୋମା ଫୁଟିବା ପରି ପ୍ରଚଣ୍ଡ ଶବ୍ଦ ହୋଇଥିଲା ।...

ପବିତ୍ର ମହାଳୟାରେ ଧବଳମୁଖୀ ବେଶରେ ମା’ ସମଲେଶ୍ୱରୀ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

October 10, 2026

ସମ୍ବଲପୁର ୧୦।୧୦: ଆଜି ପବିତ୍ର ମହାଳୟା ତିଥି । ଆଉ ଆଜିର ଦିନରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ଵରୀ । ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ଵରୀ ଭକ୍ତଙ୍କୁ ଗଙ୍ଗାଦେବୀଙ୍କ ବେଶରେ ଦର୍ଶନ ଦେଉଥିବା ବେଳେ ମା’ଙ୍କ ଦର......

ପବିତ୍ର ମହାଳୟାରେ ଧବଳମୁଖୀ ବେଶରେ ମା’ ସମଲେଶ୍ୱରୀ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଓଡ଼ିଶାର ପ୍ରଥମ ଫାୟାର ସେଫ୍ଟି ଏକ୍ସପୋ ୨୦୨୬ ଉଦ୍‌ଘାଟିତ, AI ଓ IoT ଜ୍ଞାନକୌଶଳ ପ୍ରଦର୍ଶିତ

October 09, 2026

ଭୁବନେଶ୍ୱର ୯।୧୦: ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ 'ଓଡ଼ିଶା ଫାୟାର ଆଣ୍ଡ ସେଫ୍ଟି ଆସୋସିଏସନ୍' (OFSA) ର ମିଳିତ ସହଯୋଗରେ ବରମୁଣ୍ଡା ସ୍ଥିତ ଓଡ଼ିଶା ବିପତ୍ତି ନିସ୍ତାର ପ୍ରତିଷ୍ଠାନ (OFDRA) ପରିସରରେ ରାଜ୍ୟର ପ୍ରଥମ 'ଫାୟାର ସେ......

ଓଡ଼ିଶାର ପ୍ରଥମ ଫାୟାର ସେଫ୍ଟି ଏକ୍ସପୋ ୨୦୨୬ ଉଦ୍‌ଘାଟିତ, AI ଓ IoT ଜ୍ଞାନକୌଶଳ ପ୍ରଦର୍ଶିତ

ବାପଘର ଦେଇଥିଲେ ମଙ୍ଗଳସୂତ୍ର, ଫେରାଇଲା ଖଣ୍ଡଗିରି ପୋଲିସ... ପୂରା ଘଟଣା ଥିଲା ଏମିତି

October 09, 2026

ଭୁବନେଶ୍ବର ୯।୧୦: “ଦୀର୍ଘ ବର୍ଷର ମଙ୍ଗଳସୂତ୍ର । ବାହାଘର ବେଳେ ଦେଇଥିଲେ ବାପଘର । ମୁଁ ସବୁବେଳେ ତାକୁ ବେକରେ ପକାଇଥାଏ । ଲୁଟେରା ଝାମ୍ପି ନେଇଯିବାରୁ ମନ ବହୁତ ଦୁଃଖ ହୋଇଥିଲା । ତାକୁ ଫେରିପାଇ ଆଜି ମୁଁ ଭାରି ଖୁସି ।“ ଏମିତି କିଛି କହିଥ......

ବାପଘର ଦେଇଥିଲେ ମଙ୍ଗଳସୂତ୍ର, ଫେରାଇଲା ଖଣ୍ଡଗିରି ପୋଲିସ... ପୂରା ଘଟଣା ଥିଲା ଏମିତି

ଓଡ଼ିଶା ପାଇଁ ଗୌରବ, ‘ପ୍ରାଇଡ୍ ମିସ୍ ଇଣ୍ଡିଆ ୨୦୨୬’ ହେଲେ SCB ଛାତ୍ରୀ ଶ୍ରୀୟା

October 08, 2026

କଟକ ୮।୧୦: ଏସ୍ସିବି ମେଡିକାଲ କଲେଜର ଏବିଏସ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଶ୍ରୀୟା ଶିବଦର୍ଶିନୀ ପଣ୍ଡା ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି । ପ୍ରାଇଡ୍ ମିସ୍ ଇଣ୍ଡିଆ ୨୦୨୬ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି । ନୂଆଦିଲ୍ଲୀର ଦ୍ଵାରକା ସ୍ଥିତ ତାଜ......

ଓଡ଼ିଶା ପାଇଁ ଗୌରବ, ‘ପ୍ରାଇଡ୍ ମିସ୍ ଇଣ୍ଡିଆ ୨୦୨୬’ ହେଲେ SCB ଛାତ୍ରୀ ଶ୍ରୀୟା