ବିଦେଶ

ୟୁକ୍ରେନ ଉପରେ ଋଷିଆର ସବୁଠୁ ବଡ଼ ଆକ୍ରମଣ, ମାଡ଼ କଲା ୧୯୦୦ ଡ୍ରୋନ ଓ ୧୬୦୦ ବୋମା

ୟୁକ୍ରେନ ଉପରେ ଋଷିଆର ସବୁଠୁ ବଡ଼ ଆକ୍ରମଣ, ମାଡ଼ କଲା ୧୯୦୦ ଡ୍ରୋନ ଓ ୧୬୦୦ ବୋମା

August 02, 2026

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷିଆ ଅଭୂତପୂର୍ବ ଆକାଶୀୟ ଆକ୍ରମଣ କରିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେନସ୍କିଙ୍କ ଅନୁସାରେ ଏହି ଆକ୍ରମଣରେ ୧୬ଟି କ୍ଷେତ୍ରକୁ ଲକ୍ଷ୍ୟ କରି ପାଖାପାଖି ୧୯୦୦ ଡ୍ରୋନ, ୧୬୦୦ ବୋମା ଓ ୧୪୪ ପ୍ରକାରର ମିଜାଇଲ ମାଡ଼ କରାଯାଇଛି, ଯେଉଁଥିରେ ବାଲିଷ୍ଟିକ୍ ମିଜାଇଲ ମଧ୍ୟ ଥିଲା। ଋଷିଆର ଏ...

ହର୍ମୁଜ୍‌ ଜଳମାର୍ଗ ଖୋଲିବା ଦାବିକୁ ଖଣ୍ଡନ କଲା ଇରାନ, ଆମେରିକାକୁ ଦେଲା କଡ଼ା ଚେତାବନୀ

August 02, 2026

ନୂଆଦିଲ୍ଲୀ: ଆମେରିକା ସହ କୌଣସି ଚୁକ୍ତି ହୋଇଥିବା ଏବଂ ହର୍ମୁଜକୁ ପୁଣିଥରେ ଖୋଲିବା ନେଇ ଆସିଥିବା ଖବରକୁ ଇରାନ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ହେବାକୁ ଥିବା ଆକ୍ରମଣକୁ ରୋକିବ......

ହର୍ମୁଜ୍‌ ଜଳମାର୍ଗ ଖୋଲିବା ଦାବିକୁ ଖଣ୍ଡନ କଲା ଇରାନ, ଆମେରିକାକୁ ଦେଲା କଡ଼ା ଚେତାବନୀ

Nazca Lines ଦେଖିବାକୁ ଯାଇଥିଲେ, କ୍ରାସ୍‌ ହୋଇଗଲା ବିମାନ; ୧୩ ମୃତ

August 02, 2026

ନୂଆଦିଲ୍ଲୀ: ପେରୁର ନାଜକା (Nazca) ସହର ନିକଟସ୍ଥ ଏକ ପଡ଼ିଆରେ ଶନିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଭାଗ୍ୟଜନକ ଘଟଣାରେ ପାଇଲଟ୍, ସହ-ପାଇଲଟ୍ଙ୍କ ସମେତ ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏସୋସିଏଟେଡ୍ ପ୍ରେସ୍ (AP) ରିପୋର୍......

Nazca Lines ଦେଖିବାକୁ ଯାଇଥିଲେ, କ୍ରାସ୍‌ ହୋଇଗଲା ବିମାନ; ୧୩ ମୃତ

"କାଫିରଙ୍କ ସହିତ ବନ୍ଧୁତା କରିବା ଠିକ୍ ନୁହେଁ", ଭାରତ-ଆଫଗାନ ସମ୍ପର୍କକୁ ନେଇ ବିଷ ଉଗାରିଲା ପାକିସ୍ତାନ

August 02, 2026

ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ସଂପର୍କ ଦେଖି ପାକିସ୍ତାନ ବିଚଳିତ ହୋଇପଡ଼ିଛି । ପାକିସ୍ତାନ ଅଭିଯୋଗ କରୁଛି ଯେ ଭାରତ, ତାଲିବାନକୁ ତା’ ବିରୁଦ୍ଧରେ ବ୍ୟବହାର କରୁଛି । ଏହାରି ଭିତରେ ପାକିସ୍ତାନର ଡିଜି ଆଇଏସପିଆର୍ ଲ......

"କାଫିରଙ୍କ ସହିତ ବନ୍ଧୁତା କରିବା ଠିକ୍ ନୁହେଁ", ଭାରତ-ଆଫଗାନ ସମ୍ପର୍କକୁ ନେଇ ବିଷ ଉଗାରିଲା ପାକିସ୍ତାନ

ଫେରିରେ ଲାଗିଲା ନିଆଁ, ୫ ମୃତ, ୪୧ ନିଖୋଜ

August 02, 2026

ଜାକାର୍ତ୍ତା: ଇଣ୍ଡୋନେସିଆ ମଦୁରା ଦ୍ୱୀପ ନିକଟ ସମୁଦ୍ରରେ ଏକ ଯାତ୍ରୀବାହୀ ଫେରିରେ ରବିବାର ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ନିଖୋଜ ଥିବା କୁହାଯାଉଛି। ନିଖୋଜ ଲୋକଙ୍କ ସନ୍ଧାନ ଲାଗି ଉଦ୍ଧାର ଅଭିଯ......

ଫେରିରେ ଲାଗିଲା ନିଆଁ, ୫ ମୃତ, ୪୧ ନିଖୋଜ