ବିଦେଶ

ବାଂଲାଦେଶର ହିନ୍ଦୁ ସନ୍ନ୍ୟାସୀ ଚିନ୍ମୟ ଦାସଙ୍କୁ ଜାମିନ; ହେଲେ ଜେଲରୁ ମିଳିବନି ମୁକ୍ତି

ବାଂଲାଦେଶର ହିନ୍ଦୁ ସନ୍ନ୍ୟାସୀ ଚିନ୍ମୟ ଦାସଙ୍କୁ ଜାମିନ; ହେଲେ ଜେଲରୁ ମିଳିବନି ମୁକ୍ତି

August 03, 2026

ଢାକା: ବାଂଲାଦେଶର ହାଇକୋର୍ଟ ଜେଲରେ ଥିବା ହିନ୍ଦୁ ସନ୍ନ୍ୟାସୀ ଚିନ୍ମୟ କୃଷ୍ଣ ଦାସଙ୍କୁ ଦୁଇଟି ମାମଲାରେ ଜାମିନ ମଞ୍ଜୁର କରିଛନ୍ତି। ତେବେ ଜାମିନ ମିଳିଥିଲେ ବି ସେ ବର୍ତ୍ତମାନ ଜେଲରୁ ମୁକୁଳି ପାରିବେ ନାହିଁ, କାରଣ ତାଙ୍କ ନାମରେ ଆହୁରି ୪ଟି ଗୁରୁତର ମାମଲା ବିଚାରାଧୀନ ରହିଛି। ହାଇକୋର୍ଟର ଦୁଇଜଣିଆ ବିଚାରପତିଙ୍କ...

ଇଜିପ୍ଟରେ ବଡ ଧରଣର ଭୂମିକମ୍ପ, କ୍ୟାମେରାରେ କଏଦ ହେଲା ଝଟକାର ଭୟଙ୍କର ଦୃଶ୍ୟ : ଆଖପାଖରେ ପଡିଲା ପ୍ରଭାବ

August 03, 2026

ନୂଆଦିଲ୍ଲୀ,୦୩/୦୮:ଭୂମିକମ୍ପରେ ଥରିଲା ଇଜିପ୍ଟ । ସୋମବାର ଇଜିପ୍ଟର ସୁଏଜ ସହରରେ ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ବୋଲି ଜଣାପଡିଛି । ଝଟକା ଲାଗିଲା ପରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିବା ନଜର ଆସ......

ଇଜିପ୍ଟରେ ବଡ ଧରଣର ଭୂମିକମ୍ପ, କ୍ୟାମେରାରେ କଏଦ ହେଲା ଝଟକାର ଭୟଙ୍କର ଦୃଶ୍ୟ : ଆଖପାଖରେ ପଡିଲା ପ୍ରଭାବ

ମଝି ଆକାଶରେ ମୁହାଁମୁହିଁ ହେଲେ ଦୁଇ ହେଲିକପ୍ଟର ! ନିଆଁ ଲିଭାଉଥିବା ବେଳେ ଦୁର୍ଘଟଣା, ଦେଖନ୍ତୁ ଭିଡିଓ...

August 03, 2026

ନୂଆଦିଲ୍ଲୀ,୦୩/୦୮:ମଝି ଆକାଶରେ ମୁହାଁମୁହିଁ ହେଲେ ଦୁଇ ହେଲିକପ୍ଟର । ଗ୍ରୀସରେ ବନାଗ୍ନୀକୁ ରୋକିବାରେ ନିୟୋଜିତ ହୋଇଥିବା ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି......

ମଝି ଆକାଶରେ ମୁହାଁମୁହିଁ ହେଲେ ଦୁଇ ହେଲିକପ୍ଟର ! ନିଆଁ ଲିଭାଉଥିବା ବେଳେ ଦୁର୍ଘଟଣା, ଦେଖନ୍ତୁ ଭିଡିଓ...

ପାକିସ୍ତାନରେ ବିସ୍ପୋରଣ : ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି, ୧୨ ଜଣଙ୍କ ଅବସ୍ଥା ଗୁରୁତର

August 03, 2026

ଲାହୋର,୦୩/୦୮:ପାକିସ୍ତାନରେ ରବିବାର ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ଏବେସୁଦ୍ଧା ୧୪ ଜଣ ପ୍ରାଣ ହରାଇଛନ୍ତି ।ଏମାନଙ୍କ ମଧ୍ୟରେ୫ଜଣ ସୁରକ୍ଷାକର୍ମୀ ରହିଥିବା ସୂଚନା ମିଳିଛି । ଗତକାଲିଦେଶର ଖାଇବର ପଖତୁନଖ୍ୱା ପ୍ରଦେଶସ୍ଥିତ ସ୍ୱାଟ ଜିଲ୍ଲାର......

ପାକିସ୍ତାନରେ ବିସ୍ପୋରଣ : ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି, ୧୨ ଜଣଙ୍କ ଅବସ୍ଥା ଗୁରୁତର

ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ: ୯ ମୃତ, ୧୮ ଗୁରୁତର

August 02, 2026

ଇସଲାମାବାଦ: ପାକିସ୍ତାନର ଖାଇବର ପଖ୍ତୁନ୍ଖ୍ୱା ପ୍ରଦେଶସ୍ଥିତ ସ୍ୱାଟ ଜିଲ୍ଲାର କବାଲ ପୋଲିସ ଷ୍ଟେସନ ନିକଟରେ ରବିବାର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ପୋଲିସ କର୍ମଚାରୀ ଏବଂ ୪ ଜଣ ସାଧାରଣ ନାଗରିକଙ୍କ ସମେତ ୯ ଜଣଙ୍କର ମୃ......

ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ: ୯ ମୃତ, ୧୮ ଗୁରୁତର