Live Live

ବିଦେଶ

ନୋବେଲ ଦେଲେନି ବୋଲି ଟ୍ରମ୍ପଙ୍କ ମୁଣ୍ଡ ଗରମ, ନରୱେ ଉପରେ ସୁଝାଉଛନ୍ତି ରାଗ

ନୋବେଲ ଦେଲେନି ବୋଲି ଟ୍ରମ୍ପଙ୍କ ମୁଣ୍ଡ ଗରମ, ନରୱେ ଉପରେ ସୁଝାଉଛନ୍ତି ରାଗ

January 20, 2026

ନୂଆଦିଲ୍ଲୀ:ନୋବେଲ ଦେଲେନି ବୋଲି ଟ୍ରମ୍ପଙ୍କ ମୁଣ୍ଡ ଗରମ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇବାରେ ବିଫଳ ହେବା ସହିତ ଗ୍ରୀନଲ୍ୟାଣ୍ଡକୁ ଦଖଲ କରିବା ମୁଡ୍ରେ। ନରୱେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ ଟ୍ରମ୍ପ କହିଛନ୍ତି ଯେ ନରୱେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରିନ...

‘ପରିବର୍ତ୍ତନ ପାଇଁ ସାହସୀ ହେବାକୁ ପଡିବ’, ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଆହ୍ୱାନ ଦେଲେ ଜାତିସଂଘ ମୁଖ୍ୟ

January 19, 2026

ନୂଆଦିଲ୍ଲୀ: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ପୁଣିଥରେ ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ସମର୍ଥନ ଜଣାଇଛନ୍ତି । ସେ ଏହାକୁ କେବଳ "ଗୁରୁତ୍ୱପୂର୍ଣ୍ଣ" ନୁହେଁ ବରଂ ଏକ "ଅତ୍ୟାବଶ୍ୟକ" ପଦକ୍ଷେପ ବୋଲି କହିଛନ୍ତି । ଜାତିସଂଘ ମୁଖ୍ୟ ଏକ୍ସ......

‘ପରିବର୍ତ୍ତନ ପାଇଁ ସାହସୀ ହେବାକୁ ପଡିବ’, ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଆହ୍ୱାନ ଦେଲେ ଜାତିସଂଘ ମୁଖ୍ୟ

କାବୁଲ ହୋଟେଲରେ ବିସ୍ଫୋରଣ, ଅନେକ ମୃତ ଆଶଙ୍କା

January 19, 2026

କାବୁଲ ୧୯।୧: ଆଫଗାନିସ୍ତାନ ରାଜଧାନୀ କାବୁଲ ସହରର କେନ୍ଦ୍ରସ୍ଥଳ ଶହର-ଏ-ନାବରେ ଥିବା ଏକ ହୋଟେଲରେ ସୋମବାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ଅନେକ ଲୋକ ହତାହତ ହୋଇଥିବା ଆଶଙ୍କା କରାଯାଉଛି। ତେବେ କଣ ପାଇଁ ବିସ୍ଫୋରଣ ହେ......

କାବୁଲ ହୋଟେଲରେ ବିସ୍ଫୋରଣ, ଅନେକ ମୃତ ଆଶଙ୍କା

ନୋବେଲ ପାଇଁ ଆମେରିକା ରାଷ୍ଟ୍ରପତି କେତେ ଉତ୍ସୁକ ? ସାମ୍ନାକୁ ଆସିଲା ଟ୍ରମ୍ପଙ୍କ ବାଚଳାମୀର ଆଉ ଏକ ଉଦାହରଣ

January 19, 2026

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ କେତେ ଉତ୍ସାହୀ ? ତାହା କାହାରିକୁ ଅଛପା ନାହିଁ। ଟ୍ରମ୍ପ ବାରମ୍ବାର ଏହି ପୁରସ୍କାର ପାଇଁ ଦାବି କରିଆସୁଥିଲେବି, ୨୦୨୫ରେ ଟ୍ରମ୍ପ ଏହି ପୁରସ୍କାର ପାଇପାରିନଥିଲେ। ଯାହାକୁ ନେଇ ଏବେବି ଟ୍......

ନୋବେଲ ପାଇଁ ଆମେରିକା ରାଷ୍ଟ୍ରପତି କେତେ ଉତ୍ସୁକ ? ସାମ୍ନାକୁ ଆସିଲା ଟ୍ରମ୍ପଙ୍କ ବାଚଳାମୀର ଆଉ ଏକ ଉଦାହରଣ

ଗାଜା ପୁନନିର୍ମାଣ ନିମନ୍ତେ ‘ବୋର୍ଡ ଅଫ ପିସ୍’ରେ ସାମିଲ ହେବା ଲାଗି ପୁଟିନଙ୍କୁ ନିମନ୍ତ୍ର କଲେ ଟ୍ରମ୍ପ

January 19, 2026

ମସ୍କୋ ୧୯।୧: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ବୋର୍ଡ ଅଫ ପିସ୍’ରେ ସାମିଲ ହେବା ଲାଗି ଆମନ୍ତ୍ରଣ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧ ପରବର୍ତ୍ତି ଗାଜାରେ ଶାସନ ଓ ପୁନନିର୍ମାଣ ଦ......

ଗାଜା ପୁନନିର୍ମାଣ ନିମନ୍ତେ ‘ବୋର୍ଡ ଅଫ ପିସ୍’ରେ ସାମିଲ ହେବା ଲାଗି ପୁଟିନଙ୍କୁ ନିମନ୍ତ୍ର କଲେ ଟ୍ରମ୍ପ