ନୂଆଦିଲ୍ଲୀ ୦୧।୦୪; ରାଶି ଅନୁସାରେ ରହିଛି ସ୍ୱତନ୍ତ୍ର ସମସ୍ୟା । ଏହି ସମସ୍ୟା ଜନିତ ନକାରାତ୍ମକ ଚିନ୍ତାକୁ ଦୂରେଇବା ଲାଗି କେଉଁ ପ୍ରକାର ଫଟୋ ଚିତ୍ର ରଖିଲେ ଏହାର ସୁଫଳ ପାଇପାରିବେ ଆସନ୍ତୁ ଜାଣିବା ।

ମେଷ: ଉଦିତ ସୂର୍ଯ୍ୟର ଫଟୋ । (ସ୍ବାସ୍ଥ୍ୟ ସମସ୍ୟା ରହିଥାଏ ।)

ବୃଷ : ଶିବକର ଫଟୋ (ସ୍ବାସ୍ଥ୍ୟ ଏବଂ ରୋଜଗର ଚିନ୍ତା ଥାଏ)

ମିଥୁନ: ପିତାମାତାଙ୍କ ଫଟୋ ( ପାରିବାରିକ ସମସ୍ୟା, ଜୀବନ ସାଥୀର ସହିତ ମତାନ୍ତର ସମସ୍ୟା)

କର୍କଟ: ବିଭିନ୍ନ ରଙ୍ଗର ଫୁଲର ଫଟୋ ( ଶ୍ୱଶୁର ଘର ସହିତ ସମ୍ପର୍କ ବିଗିଡିଥିବା ସମସ୍ୟା)

ସିଂହ: ଭଗବାନ୍ କୃଷ୍ଣଙ୍କ ପଟୋ ( ସଂଘର୍ଷପୂର୍ଣ ଜୀବନ, ବିନା ସହଯୋଗରେ ଜୀବନ ଚାଲେ)

କନ୍ୟା: ପ୍ରଭାବିତ ଜଳର ଫଟୋ (ଜୀବନରେ ଉପର- ତଳ ଲାଗି ରହିଥିବା ସମସ୍ୟା)

ତୁଳା: ରାଧାକୃଷ୍ଣଙ୍କ ପଟୋ ( ସମ୍ପର୍କ ବଜାୟ ରଖିବା ମୁସ୍କିଲ ହୋଇଥିବା ସମସ୍ୟା)

ବିଛା: ଶିବ ପରିବାରର ଫଟୋ ( ଶ୍ଵଶୁର ଘର ଲୋକଙ୍କ ହସ୍ତକ୍ଷେପ ରହେ, ଅତି ଉତ୍ସାହରେ ଭୁଲ ନିର୍ଣ୍ଣୟ ନେଉଥିବା )

ଧନୁ: ମାତା ଲକ୍ଷ୍ମୀଙ୍କ ପଟୋ ( ଜୀବନରେ ଅତିରିକ୍ତ ଦାୟିତ୍ଵ ଉଠାଇବାକୁ ପଡ଼ୁଥିବାରୁ ଚିନ୍ତିତ ରହିବାକୁ ହୁଏ ।)

ମକର: ନିଜ ଜୀବନସାଥୀଙ୍କର ଫଟୋ ରଖନ୍ତୁ ନହେଲେ ଶି-ପାର୍ବତୀଙ୍କ ଫଟୋରଖନ୍ତୁ । (ରୋଜଗାର ମମଲାରେ ସମସ୍ୟା ଲାଗି ରହେ)

କୁମ୍ଭ: ଗୁରୁ କିମ୍ବା ଶିବଙ୍କର ଫଟୋ ରଖନ୍ତୁ । (ଅସନ୍ତୁଷ୍ଟ ରହିଥାଆନ୍ତି)

ମୀନ: ପୂର୍ଣିମା ଚନ୍ଦ୍ରର ଫଟୋ (ଅବ୍ୟବସ୍ଥିତ ରହୁଥିବାରୁ ମନ ମୁତାବକ ସଫଳତା ମିଳେ ନାହିଁ )

ଏମିତି ସ୍ଥାନରେ ପଟୋ ରଖନ୍ତୁ ଯେପରି ବାରମ୍ବାର ଏହି ଫଟୋ ଦେଖିବାର ସୁଯୋଗ ପାଇପାରିବେ। ଏହାର ସକରାତ୍ମକ ତରଙ୍ଗ ଦ୍ଵାରା ଆପଣ ପ୍ରଭାବିତ ହୋଇପାରିବେ।