News7 Logo
ରାଜ୍ୟ
ମହାନଗର
  • ଭୁବନେଶ୍ୱର
  • କଟକ
  • ସମ୍ବଲପୁର
  • ପୁରୀ
  • ରାଉରକେଲା
ଦେଶ ବିଦେଶ ରାଜନୀତି
ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ
ମନୋରଞ୍ଜନ ଅପରାଧ ଖେଳ ବାଣିଜ୍ୟ ରାଶିଫଳ ବିଶେଷ ପାଣିପାଗ ଜୀବନଚର୍ଯ୍ୟା
LIVE TV
  • ରାଜ୍ୟ
  • ମହାନଗର
    • ଭୁବନେଶ୍ୱର
    • କଟକ
    • ସମ୍ବଲପୁର
    • ପୁରୀ
    • ରାଉରକେଲା
  • ଦେଶ
  • ବିଦେଶ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ
  • ମନୋରଞ୍ଜନ
  • ଅପରାଧ
  • ଖେଳ
  • ବାଣିଜ୍ୟ
  • ରାଶିଫଳ
  • ବିଶେଷ
  • ପାଣିପାଗ
  • ଜୀବନଚର୍ଯ୍ୟା
Raghunathpur BJD President Arrested
ରଘୁନାଥପୁରରେ ବିଧାୟକଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗ: ବ୍ଲକ ବିଜେଡି ସଭାପତିଙ୍କ ସମେତ ୫ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକରେ ଭତ୍ତା ବଣ୍ଟନକୁ କେନ୍ଦ୍ର କରି ଉତ୍ତେଜନା ଓ ଗଣ୍ଡଗୋଳ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ...

Madhu Babu Pension Yojana
ମଧୁବାବୁ ପେନ୍‌ସନ୍ ଯୋଜନାରେ ବିଏମ୍‌ସି ଅଞ୍ଚଳର ଆଉ ୫,୩୨୪ ହିତାଧିକାରୀ ସାମିଲ: ମୋଟ ୨୭,୧୧୨ ଜଣ ପାଇବେ ପେନ୍‌ସନ୍ ସୁବିଧା

ଭୁବନେଶ୍ୱର: ସମାଜର ଅସହାୟ, ଆର୍ଥିକ ଦୁର୍ବଳ ଓ ଅବହେଳିତ ବର୍ଗଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ...

IMS and SUM Hospital
ସୋଆ ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ କ୍ୟାମ୍ପସ୍-୨ରେ ନବାଗତ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ୍ ଉତ୍ସବ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ ଫୁଲନଖରାରେ ୨୦...

DGP
ରାଷ୍ଟ୍ରପତିଙ୍କ ଗସ୍ତ ଦିନ ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେବନି ବାଲିଯାତ୍ରା ପଡ଼ିଆ, ବିକଳ୍ପ ରୁଟ୍ କରିବ ପୋଲିସ

କଟକ ୧୪।୧୧: ଏଥର ବାଲିଯାତ୍ରା ହେବ ସ୍ବତନ୍ତ୍ର । କାରଣ ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

Spiritual Guru Sri Sri Ravi Shankar
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଗୁରୁ ରବିଶଙ୍କର, ଦେଶବାସୀଙ୍କ ମଙ୍ଗଳ କାମନା କଲେ

ପୁରୀ ୧୪।୧୧: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କଲେ ଆର୍ଟ ଅଫ୍ ଲିଭିଙ୍ଗର ପ୍ରତିଷ୍ଠାତା ତଥା ଆଧ୍...

Khandua Pata controversy
Khandua Pata controversy : ଖଣ୍ଡୁଆ ପାଟକୁ ଅସମ୍ମାନ ଗ୍ରହଣୀୟ ନୁହେଁ, କ'ଣ ରହିଛି ନିୟମ ?

ପୁରୀ :  ଖଣ୍ଡୁଆ ପାଟ କେବଳ ଗୋଟିଏ କପଡ଼ା ନୁହେଁ। ଏହା ଓଡ଼ିଆ ଅସ୍ମିତା । ଭକ୍ତି ଆଉ ପରମ୍ପରାର ପ୍ରତୀକ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ...

Bjp padyatra
ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜେପିର ରଣହୁଙ୍କାର, ଏକାଠି ହେଲେ ହେଭିୱେଟ୍ ନେତା

ଭୁବନେଶ୍ବର ୧୪।୧୧: ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ସ୍ଲୋଗାନରେ ଭୁବନେଶ୍ୱରରେ ବିଜେପି ପକ୍ଷରୁ ଆୟୋଜିତ ହୋଇଛି ବିଶାଳ ପଦଯା...

Vijaya Rahatkar
ପୁରୀରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା, ସବୁ ସଂସ୍ଥାରେ POSH କମିଟି ବାଧ୍ୟତାମୂଳକ

ପୁରୀ ୧୪।୧୧: ପୁରୀରେ ଜାତୀୟ ମହିଳା କମିଶନ ଆୟୋଗର ଅଧ୍ୟକ୍ଷା ବିଜୟା ରାହତକର । ସବୁ ସ୍କୁଲ, କଲେଜ ସମେତ ୧୦ରୁ ଅଧିକ ବ୍ୟକ୍ତି ଥିବା ସମସ୍ତ ସଂସ...

Puri News
ହୋଟେଲରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ପରେ ଚିନ୍ତାରେ ପ୍ରଶାସନ, କେତେ ସୁରକ୍ଷିତ ବଡ଼ଦାଣ୍ଡ ?

ପୁରୀ ୧୪।୧୧: ପୁରୀ ବଡ଼ଦାଣ୍ଡରେ ମୃତ୍ୟୁର ଫାଶ ! ପୁରୀ ବଡ଼ଦାଣ୍ଡ ଦେଇ ଆପଣ ଯାଉଛନ୍ତି କି ? ଟିକିଏ ସାବଧାନ ହୋଇ ଯାଆନ୍ତୁ, କୌଣସି ସମୟରେ ଆପଣ...

Jewellery Shop Robbery
Jewellery Shop Robbery : ଦୋକାନ କାନ୍ଥ ଖୋଳିଲେ ; ସୁନା, ରୁପା ସବୁ ଚୋରି କରି ନେଇ ଗଲେ ...

ମୁନିଗୁଡା : ବଢ଼ୁଛି ଚୋରଙ୍କ ଆତଙ୍କ। ଦିନ ରାତି କିଛି ମାନୁ ନାହାନ୍ତି। କେଉଁଠି ଦିନ ଦ୍ୱିପ୍ରହରରେ ଲୁଟ୍ ତ କେଉଁ ଜନଗହଳିପୂର୍ଣ୍ଣ ସ୍ଥାନରେ ଛି...

Housing Distribution
ବଲାଙ୍ଗିରରୁ ରାଜ୍ୟବ୍ୟାପୀ ଆବାସ ବଣ୍ଟନର ଶୁଭାରମ୍ଭ, ୫ ଲକ୍ଷ ପରିବାର ପାଇବେ ପକ୍କା ଘର

ବଲାଙ୍ଗିର ୧୪।୧୧: ବହୁଦିନର ଅପେକ୍ଷାର ଅନ୍ତ ଘଟାଇ କେନ୍ଦ୍ର ସରକାର ମଞ୍ଜୁର କଲେ ୫ ଲକ୍ଷ ଆବାସ ଗୃହ । ବଲାଙ୍ଗିର ଜିଲ୍ଲାରୁ ସାରା ରାଜ୍ୟର...

Balijatra 2026
ରାଷ୍ଟ୍ରପତିଙ୍କ ବୋଇତ ବନ୍ଦାଣରୁ ବାଲିଯାତ୍ରା ଉଦ୍‌ଘାଟନ, ଅନ୍ତର୍ଜାତୀୟ ବୋଟ୍ ରେସ୍ ସାଙ୍ଗକୁ ୧୮୦୦ ଷ୍ଟଲ୍‌ରେ ଜମିବ ଭିଡ଼

କଟକ ୧୪।୧୧: ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରାକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟ ସରକାର ଏ ନେଇ ରାଷ୍ଟ୍ରପତିଙ୍କୁ...

  • Prev
  • 1
  • 2
  • ...
  • 20
  • Next

News


  • News7 Odia
  • Prameya-ePaper
  • Prameya-Odia
  • Prameya-English

Quick Links


  • Contact Us
  • Privacy Policy
  • Terms of Usage
YouTube Facebook Instagram Linkedin Twitter

www.prameyanews7.com

Copyright © 2025 - Summa Real Media Private Limited. All Rights Reserved.