News7 Logo
ରାଜ୍ୟ
ମହାନଗର
  • ଭୁବନେଶ୍ୱର
  • କଟକ
  • ସମ୍ବଲପୁର
  • ପୁରୀ
  • ରାଉରକେଲା
ଦେଶ ବିଦେଶ ରାଜନୀତି
ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ
ମନୋରଞ୍ଜନ ଅପରାଧ ଖେଳ ବାଣିଜ୍ୟ ରାଶିଫଳ ବିଶେଷ ପାଣିପାଗ ଜୀବନଚର୍ଯ୍ୟା
LIVE TV
  • ରାଜ୍ୟ
  • ମହାନଗର
    • ଭୁବନେଶ୍ୱର
    • କଟକ
    • ସମ୍ବଲପୁର
    • ପୁରୀ
    • ରାଉରକେଲା
  • ଦେଶ
  • ବିଦେଶ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ
  • ମନୋରଞ୍ଜନ
  • ଅପରାଧ
  • ଖେଳ
  • ବାଣିଜ୍ୟ
  • ରାଶିଫଳ
  • ବିଶେଷ
  • ପାଣିପାଗ
  • ଜୀବନଚର୍ଯ୍ୟା
tukaram munde
ବେବି ଫୁଡ୍ ନାଁରେ ବନ୍ଦ ହେବ ବିଭ୍ରାନ୍ତିକର ବିଜ୍ଞାପନ ! ପ୍ୟାକେଟରେ ଲେଖାଯିବ, "ମାଆ କ୍ଷୀର ସର୍ବୋତ୍ତମ"

ମୁମ୍ୱାଇ: ଶିଶୁ ଖାଦ୍ୟ ବିକ୍ରି କରୁଥିବା କମ୍ପାନି ଏବଂ ବ୍ରାଣ୍ଡଗୁଡ଼ିକ ପାଇଁ ନିୟମକୁ ଆହୁରି କଡ଼ାକଡ଼ି ହୋଇଛି ।   ମହାରାଷ୍ଟ୍ରରେ...

delhi riot
ଉମର ଖାଲିଦ ଓ ସରଜିଲ ଇମାମଙ୍କ ଜାମିନ ନିବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଉମର ଖାଲିଦ ଓ ସରଜିଲ ଇମାମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା। ବୁଧବାର କୋର୍ଟ ଉଭୟଙ୍କ ଜାମିନ ନି...

Lavina Tandon Reveals
ଅଭିନେତ୍ରୀଙ୍କୁ ଡାଇରେକ୍ଟରଙ୍କ ଅଫର; ‘କମ୍ପ୍ରମାଇଜ୍ କଲେ ମିଳିବ ଅଧିକ ଟଙ୍କା’, କାଷ୍ଟିଂ କାଉଚ୍ ର ଶିକାର ହୋଇଥିଲେ ଅଭିନେତ୍ରୀ ଲଭିନା

ମୁମ୍ବାଇ : ମନୋରଞ୍ଜନ ଦୁନିଆ ବାହାରୁ ଯେତିକି ଚକାଚକ୍ , ଭିତରୁ ସେତିକି ନୁହେଁ । ଏହି ଦୁନିଆ ଭିତରେ ଅଭିନେତା-ଅଭିନେତ୍ରୀଙ୍କୁ ବିଭିନ୍ନ ଚ୍ୟାଲ...

India alliance
INDI ମେଣ୍ଟ ବୈଠକରେ ମଲ୍ଲିକାର୍ଜୁନ ଖଡଗେ ରଖିଲେ ୫ ଦାବି, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ :ଭାରତରେ ବିରୋଧୀ ରାଜନୈତିକ ଦଳଙ୍କ ସମୂହ ଇଣ୍ଡିମେଣ୍ଟ ବୈଠକ ୩୦ ସେପ୍ଟେମ୍ବର ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଭୋଟର ତାଲିକ...

modi
ପାର୍ବଣ ପୂର୍ବରୁ ଚାଷୀଙ୍କୁ ଭେଟି, ୬ ରବି ଫସଲର MSP ବୃଦ୍ଧି, ୨.୭୯ ଲକ୍ଷ କୋଟି ଟଙ୍କାର ତିନି ଯୋଜନାକୁ ମୋଦୀ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ କୃଷକ ଏବଂ ଦେଶର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କ୍ୟାବିନେଟ୍ ଗହମର...

new-cars-india-cafe-3-emission-norms-2027
୨୦୨୭ରୁ ଲାଗୁ ହେବ ‘CAFE-3’ ନିୟମ, ଛୋଟ ପେଟ୍ରୋଲ ଗାଡ଼ି ହେବେ ପ୍ରଭାବିତ

ନୂଆଦିଲ୍ଲୀ: ଦେଶରେ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଗାଡ଼ିଗୁଡ଼ିକର ଇନ୍ଧନ ସଞ୍ଚୟ କ୍ଷମତା (Fuel Efficiency) ବଢ଼ାଇବା ପାଇଁ କେନ୍ଦ୍ର ସରକାର ଏକ ବ...

gfx
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି, SIR ସରିଥିବା ରାଜ୍ୟରେ ‘ଫର୍ମ-୬’ ସହିତ ଦେବାକୁ ପଡିବନି ଅତିରିକ୍ତ ସୂଚନା

ନୂଆଦିଲ୍ଲୀ: ସାରା ଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ଜାରି ରାଜନୀତି ମଧ୍ୟରେ ନିର୍ବାଚନ ଆୟୋଗ ବଡ଼ ନିଷ୍ପତ୍ତି ନ...

inspiring woman story
Inspiring woman story : ଆଇଟି ଚାକିରି ଛାଡ଼ି ଯୁବତୀ ଚଳାଉଛନ୍ତି ଅଟୋ, କାହାଣୀ ନିଶ୍ଚିତ ପ୍ରେରଣା ଦେବ...

ନୂଆଦିଲ୍ଲୀ : ଜୀବନରେ କଣ ଦରକାର, ଭଲ ଚାକିରି, ମୋଟା ଅଙ୍କର ଦରମା ଆଉ ଆରାମଦାୟକ ଜୀବନ । ଏଇଆ ତ , ଇଏ ପ୍ରାୟ ସମସ୍ତଙ୍କର ଇଚ୍ଛା । ଏହା ବାଦ୍ &...

gfx
ମାଙ୍ଗାଲୋର ରିଫାଇନାରୀରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ, ଭାଙ୍ଗିଲା ଅନେକ ଘରର ଝରକା, ଅନୁଭବ ହେଲା ଭୂକମ୍ପ

ମାଙ୍ଗାଲୋର: କର୍ଣ୍ଣାଟକ ମାଙ୍ଗାଲୋରର ଜୋକଟ୍ଟେ ନିକଟରେ ଥିବା ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋ କେମିକାଲସ୍ ଲିମିଟେଡ (ଏମଆରପିଏଲ) ରିଫାଇନା...

Drishyam 3 Advance Booking
Drishyam 3 advance booking : ରିଲିଜ୍ ପୂର୍ବରୁ ହିଁ ରେକର୍ଡ ଭାଙ୍ଗିଲା ‘ଦୃଶ୍ୟମ ୩’, ଆଡଭାନ୍ସ ବୁକିଂ ୧୯ କୋଟି ପାର୍

ମୁମ୍ବାଇ: ଅକ୍ଟୋବର ୨, ୨୦୨୬ରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ ୩: ଦ କନକ୍ଲୁଜନ...

cisf
ଜମ୍ମୁର କଠୁଆରେ CISF କ୍ୟାମ୍ପରେ ଗୁଳିକାଣ୍ଡ, ୪ ଯବାନଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁରୁ କଠୁଆ ଜିଲ୍ଲାରେ ଥିବା ସିଆଇଏସଏଫ୍ କ୍ୟାମ୍ପରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ମୃ...

andhra
ଆନ୍ଧ୍ରରେ ବୀଭତ୍ସ: ମହିଳାଙ୍କ ଗଳା କାଟି ହତ୍ୟା କଲା କଂସେଇ ମହମ୍ମଦ ଶଫି, ମୃତଦେହକୁ ୯ ଖଣ୍ଡ କରି କେନାଳରେ ଫିଙ୍ଗିଦେଲା

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲା ସାମନାକୁ ଆସିଛି । ଟଙ୍କା ପଇସା ବିବାଦକୁ ନେଇ କଂସେଇ ନିଜ କଥିତ ବାନ...

  • Prev
  • 1
  • 2
  • ...
  • 7
  • Next

News


  • News7 Odia
  • Prameya-ePaper
  • Prameya-Odia
  • Prameya-English

Quick Links


  • Contact Us
  • Privacy Policy
  • Terms of Usage
YouTube Facebook Instagram Linkedin Twitter

www.prameyanews7.com

Copyright © 2025 - Summa Real Media Private Limited. All Rights Reserved.