ଭୁବନେଶ୍ୱର: ଯେଉଁମାନେ ଜୀବନ ସାରା ବିଜୁ ବାବୁଙ୍କୁ ଗାଳି ଦେଇଛନ୍ତି ଜାତୀୟ ସ୍ତରରେ ହଇରାଣ କରିଛନ୍ତି ସେମାନେ ବିଜୁ ଲିଗାସୀ କରୁଛନ୍ତି । ଭଲ କଥା ବହୁ ଦିନ ପରେ ମାନିଲେ ବିଜୁ ବାବୁ ଭଲ କାମ କରୁଥିଲେ । ସେମାନେ ବିଜୁ ବାବୁଙ୍କ ପାଇଁ ସରକାରଙ୍କ ପାଖରେ କଣ ପ୍ରସ୍ତାବ ଥୋଇଲେ । ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜନ୍ମ ଦିନକୁ ପଞ୍ଚାୟତରାଜ ଦିବସ କରୁଥିଲୁ କାହିଁକି ବନ୍ଦ କଲେ ସରକାରଙ୍କୁ ବିଜୁ ଲିଗାସୀ କୁହନ୍ତୁ ।

ଖାଲି ବସିକି ଟାଇମ ପାସ କରୁଛନ୍ତି । ସେମାନେ ବିଜୁ ବାବୁଙ୍କ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ । ବିଜୁ ଲିଗାସୀ ସବୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶ୍ରାଦ୍ଧ ଦିବସ ପାଳନ କରିବ ଭଲ କଥା ଭୁବନେଶ୍ୱରରେ ଗୋଟେ ଟିମ ଦରକାର ଥିଲେ ଟିମ ରହିଲେ ।

Also Read..Arun sahoo: ବର୍ଷିଲା ବିଜେଡି, ବିଧାୟକ କହିଲେ ନିଜସ୍ୱ ଚିନ୍ତାଧାରା କିଛି ନାହିଁ, ଖାଲି କଥା ବଡ଼ ବଡ଼

ବୁଲିକି ସମସ୍ତଙ୍କ ଶ୍ରାଦ୍ଧ ଦିବସ ପାଳନ କରନ୍ତୁ । ନବୀନ ବାବୁ କାହାକୁ ଟିକେଟ ଦେବେ ନବୀନ ବାବୁ ବୁଝିବେ ବିଜୟ ମହାପାତ୍ର କଣ ମାଲିକ ନା ଦଳ ତିଆରି କରିଥିଲେ । ଏ ପାର ୧୯୯୫ରେ ବିଜୁ ବାବୁଙ୍କୁ ହରାଇବା ପାଇଁ ଚକ୍ରାନ୍ତ କରିଥିଲେ । ନବୀନ ନିବାସ ସମସ୍ତଙ୍କୁ ଦିଏ । ପୁଅକୁ ବିଦା କଲା ପରେ ଏବେ କହୁଛନ୍ତି ।