ହରାରେ: ଜିମ୍ବାଓ୍ଵେ ଓ ଇଂଲଣ୍ଡ ହାତରୁ ଶୋଚନୀୟ ଭାବେ ଟି-୨୦ ସିରିଜ୍ ହାରିବା ପରେ ଆଜିଠୁ ଭାରତ ଓ ଜିମ୍ଵାଓ୍ଵେ ମଧ୍ୟରେ ଆରମ୍ଭ ହୋଇଛି ଟି-୨୦ ସିରିଜ୍। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଘରୋଇ ଜିମ୍ବାଓ୍ଵେ ୭ ଓ୍ଵିକେଟ୍ ହରାଇ ୧୨୫ ରନ କରିଛି। ଓ୍ଵିସଲି ମାଡେଭେରେ ସର୍ବାଧିକ ୩୯ ରନ କରିଥିବା ବେଳେ ତାଡିଓ୍ଵାନାସେ ୨୫ ରନ ଏବଂ ରିୟାନ ବର୍ଲ ୨୬ କରିଛନ୍ତି। ଭାରତ ସମ୍ମୁଖରେ ୧୨୬ ରନର ସହଜ ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଦଳ ପକ୍ଷରୁ ମୟଙ୍କ ଯାଦବ ମାତ୍ର ୧୮ ରନ ଦେଇ ୨ଟି ଏବଂ ପ୍ରିନ୍ସ ଯାଦବ ୧୯ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।

Updating...