ମାଥିଲି ୦୪।୧୧ : ମାଲକାନଗିରିରେ ପୁଣି ଭୂସ୍ଖଳନ ଆତଙ୍କ । ମାଥିଲି ବ୍ଲକ୍ର ନାଏକଗୁଡ଼ା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ପାହାଡ଼ରୁ ଖସିଛି ଏକ ବିରାଟ ପଥର । ଅଳ୍ପକେ ବର୍ତ୍ତିଯାଇଛି ପୁରୀଗୁଡ଼ା ଗାଁ । ଲଗାଣ ବର୍ଷା ଯୋଗୁଁ ପାହାଡ଼ର ମାଟି ଓ ପଥର ଧସିଥିବା ଆଶଙ୍କା କରାଯାଉଛି । ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ।

ଖବର ଅପଡେଟ ଜାରି ରହିଛି...