Live Live

ରାଜ୍ୟ

୫ ଟଙ୍କିଆ ଚିପ୍ସ ନଷ୍ଟ କରିଦେଲା ନାବାଳକଙ୍କ ଆଖି, ପ୍ୟାକେଟ୍‌ରେ ଥିବା ଖେଳଣାକୁ ନିଆଁରେ ପକାଉ ପକାଉ ବିସ୍ଫୋରଣ

୫ ଟଙ୍କିଆ ଚିପ୍ସ ନଷ୍ଟ କରିଦେଲା ନାବାଳକଙ୍କ ଆଖି, ପ୍ୟାକେଟ୍‌ରେ ଥିବା ଖେଳଣାକୁ ନିଆଁରେ ପକାଉ ପକାଉ ବିସ୍ଫୋରଣ

January 13, 2026

ବଲାଙ୍ଗିର ୧୩।୧: ପାଞ୍ଚ ଟଙ୍କିଆ ଚିପ୍ସ ପ୍ୟାକେଟ୍ । ପ୍ୟାକେଟ୍ ଭିତରେ ଥିଲା ଛୋଟ ଜରି ଖେଳଣା । ଖୋଲିବା ମାତ୍ରେ ଫାଟିଲା ।  ନଷ୍ଟ ହୋଇଗଲା ନାବାଳକଙ୍କ ଆଖି । ଏଭଳି ଖେଳଣା ନିଆଁରେ ପଡ଼ିବା ମାତ୍ରେ ହେଉଛି ବିସ୍ଫୋରଣ ।  ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଶଗଡଘାଟ ଗାଁରେ ଏଭଳି ଅଭାବନୀୟ ଘଚଣା ଘଟିଛି । ଏହି ଘଟଣ...

ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ, ୬ ମାସ ପୂର୍ବରୁ ରିପୋର୍ଟ ଦେବାକୁ CSଙ୍କ ନିର୍ଦ୍ଦେଶ

January 13, 2026

ପୁରୀ ୧୩।୦୧ : ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ । ୬ ମାସ ପୂର୍ବରୁ ସମସ୍ତ ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଆଗକୁ ପ୍ରତି ମାସରେ ରଥ ଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା......

ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ, ୬ ମାସ ପୂର୍ବରୁ ରିପୋର୍ଟ ଦେବାକୁ CSଙ୍କ ନିର୍ଦ୍ଦେଶ

ଏବେ ବରଗଡ଼ ଜିଲ୍ଲାରେ ଆନ୍ଦୋଳନ ହେଉଛି, ଆଗକୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ବିଜେଡି

January 13, 2026

ଭୁବନେଶ୍ବର ୧୩।୧: ନୂଆ ସରକାର ଦ୍ୱାରା ଚାଷୀ କୂଳ ଆଜି ପ୍ରତାରିତ । ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ଆଣି ସରକାରଙ୍କୁ ଘେରିଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ବିଜେଡି ଉପ ସଭାପତି ସଞ୍ଜୟ ଦାସବର୍ମା । ସେ କହିଲେ, ରାଜ୍ୟରେ ଡବଲ......

ଏବେ ବରଗଡ଼ ଜିଲ୍ଲାରେ ଆନ୍ଦୋଳନ ହେଉଛି, ଆଗକୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ବିଜେଡି

ପ୍ରତି ଶିକ୍ଷାନୁଷ୍ଠାନରେ ପିଲାଙ୍କଠୁ କିଭଳି ନିଶା ବନ୍ଦ କରାଯିବ ସେ ନେଇ ବିଭାଗ ସବୁବେଳେ ତତ୍ପର

January 13, 2026

ଭୁବନେଶ୍ବର ୧୩।୧: ନିଶା ମୁକ୍ତ କ୍ୟାମ୍ପସ୍ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ, ଓଡ଼ିଶାରେ ଶିକ୍ଷାନୁଷ୍ଠାନ କିଭଳି ହେବ ନିଶା ମୁକ୍ତ କ୍ୟାମ୍ପସ୍ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭା......

ପ୍ରତି ଶିକ୍ଷାନୁଷ୍ଠାନରେ ପିଲାଙ୍କଠୁ କିଭଳି ନିଶା ବନ୍ଦ କରାଯିବ ସେ ନେଇ ବିଭାଗ ସବୁବେଳେ ତତ୍ପର

ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ, ବାଲ୍ୟ ବିବାହ ନିବାରଣ ପାଇଁ କରାଯିବ ସଚେତନ

January 13, 2026

ଭୁବନେଶ୍ୱର ୧୩।୧୨ : ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୧ଟି ଜନ ଜାତୀୟ ମାତୃଭାଷାରେ ପାଠ ପଢିବେ ଅଙ୍ଗନଓ୍ୱାଡି ପିଲା। ଏହାସହ ବାଲ୍ୟ ବିବାହ ନିବାରଣ ପାଇଁ ରାଜ୍ୟବ୍ୟାପୀ ୧୦୦ ଦିନି......

ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ, ବାଲ୍ୟ ବିବାହ ନିବାରଣ ପାଇଁ କରାଯିବ ସଚେତନ