Live Live

ରାଜ୍ୟ

ମୁଁ ଆଶ୍ଚର୍ଯ୍ୟ...ବିଜେଡିକୁ ରୋକ୍ ଠୋକ୍ ଜବାବ ଦେଲେ ଅରବିନ୍ଦ, କହିଲେ...

ମୁଁ ଆଶ୍ଚର୍ଯ୍ୟ...ବିଜେଡିକୁ ରୋକ୍ ଠୋକ୍ ଜବାବ ଦେଲେ ଅରବିନ୍ଦ, କହିଲେ...

January 22, 2026

ଭୁବନେଶ୍ଵର: ମୁଁ ଆଶ୍ଚର୍ଯ୍ୟ। ଜାନୁଆରୀ ୧୫ ସନ୍ଧ୍ୟାରେ ନିଳମ୍ବନ ହେଲି। କାରଣ ଦର୍ଶାଗଲା ଦଳ ବିରୋଧୀ କାର୍ଯ୍ୟ ପାଇଁ ପାର୍ଟିରୁ ନିଲମ୍ବନ କରାଯାଇଛି। ତାପରେ କୁହାଗଲା ବିଶ୍ଵାସଘାତ କରିଛି। ତାପରେ ମିଡ ଡେ ଅପରେସନ କରିଥିଲି। କାଲି କୁହାଗଲା ପାଟକୁରାବାସୀଙ୍କୁ ହଇରାଣ କରୁଥିଲି। ଅଭିଯୋଗ ଏତିକି ନା ଆଉ ଅଛି। ପାଟକୁର...

ବାଇକ୍‌ରେ ଆସି ରାସ୍ତା ପଚାରି ବୁଝିଲେ, ସୁନା ଚେନ୍ ଝାମ୍ପି ଫେରାର ମାରିଲେ ଦୁର୍ବୃତ୍ତ

January 22, 2026

ବୌଦ୍ଧ ୨୨।୧: ବାଇକ୍ରେ ଆସିଲେ । ରାସ୍ତା ପଚାରି ବୁଝିଲେ । ମଉକା ଦେଖି ସୁନା ଚେନ୍ ଝାମ୍ପିନେଲେ । ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ରାସ୍ତାରେ ମହିଳାଙ୍କ ଠାରୁ ଲୁଟ୍ କରିଛନ୍ତି ୩ ଜଣ ଦୁର୍ବୃତ୍ତ । ଏ ନେଇ ଆଦର୍ଶ ଥାନାରେ ଏତଲା......

ବାଇକ୍‌ରେ ଆସି ରାସ୍ତା ପଚାରି ବୁଝିଲେ, ସୁନା ଚେନ୍ ଝାମ୍ପି ଫେରାର ମାରିଲେ ଦୁର୍ବୃତ୍ତ

ବିଡିଓଙ୍କୁ ଘେରିଲେ ନିର୍ବାଚିତ ପ୍ରତିନିଧି, ପ୍ରଶ୍ନବାଣରେ ଅତିଷ୍ଠ ହୋଇ କାର୍ଯ୍ୟାଳୟରୁ ପଳାଇଲେ ଅଧିକାରୀ 

January 22, 2026

ରାୟଗଡ଼ା: ଗ୍ରାମାଞ୍ଚଳରେ ହେଉନାହିଁ ବିକାଶମୂଳକ କାର୍ଯ୍ୟ... ପୁଣି ଶାସକ ଦଳର ନେତାଙ୍କୁ ହାତବାରିଶି ବଣ୍ଟାଯାଉଛି କାର୍ଯ୍ୟାଦେଶ । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣି ରାୟଗଡ଼ା ସଦର ବିଡିଓ ସୁଜିତ୍ କୁମାର ମିଶ୍ରଙ୍କୁ ଘେରିଲେ ନିର୍ବାଚିତ ପ୍ର......

ବିଡିଓଙ୍କୁ ଘେରିଲେ ନିର୍ବାଚିତ ପ୍ରତିନିଧି, ପ୍ରଶ୍ନବାଣରେ ଅତିଷ୍ଠ ହୋଇ କାର୍ଯ୍ୟାଳୟରୁ ପଳାଇଲେ ଅଧିକାରୀ 

ହାତୀ ମୃତଦେହକୁ ପୋତିବା ଘଟଣା : ମନ୍ତ୍ରୀ କହିଲେ- ଏଭଳି ଲୋକ ସରକାରୀ ଚାକିରିରେ ରହିବା ଯୋଗ୍ୟ ନୁହେଁ

January 22, 2026

ଭୁବନେଶ୍ବର ୨୨।୧: ବାଲିଗୁଡାରେ ହାତୀ ମୃତଦେହକୁ ପୋତିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଏଭଳି ଲୋକ ସରକାରୀ ଚାକିରିରେ ରହିବା ଯୋଗ୍ୟ ନୁହେଁ । ହାତୀକୁ ଅନ୍ୟ ସ୍ଥାନର......

ହାତୀ ମୃତଦେହକୁ ପୋତିବା ଘଟଣା : ମନ୍ତ୍ରୀ କହିଲେ- ଏଭଳି ଲୋକ ସରକାରୀ ଚାକିରିରେ ରହିବା ଯୋଗ୍ୟ ନୁହେଁ

ଭିଜିଲାନ୍ସ ଜାଲରେ ଆରଆଇ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

January 22, 2026

ଆଠଗଡ଼ ୨୨।୧: ଭିଜିଲାନ୍ସ ଜାଲରେ କଟକ ସଦର ତହସିଲ କଖଡି ରାଜସ୍ୱ ନିରୀକ୍ଷକ ଜାନକୀ ରଞ୍ଜନ ମଲ୍ଲିକ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା କଟକ ଭିଜିଲାନ୍ସ ଟିମ୍ । ଏକ ଜମିବାଡ଼ି ଦାଖଲ ଖାରଜ କେସ୍କୁ ରଫାଦଫା କରିବା ଉଦ୍ଦେଶ୍ୟରେ ୧୦......

ଭିଜିଲାନ୍ସ ଜାଲରେ ଆରଆଇ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ