Live Live

ରାଜ୍ୟ

ଘାଟିରେ ଓଲଟିଲା ଯାତ୍ରିବାହୀ ବସ୍ , ଭାରସାମ୍ୟ ହରାଇ ତଳକୁ ଖସିଲା

ଘାଟିରେ ଓଲଟିଲା ଯାତ୍ରିବାହୀ ବସ୍ , ଭାରସାମ୍ୟ ହରାଇ ତଳକୁ ଖସିଲା

February 11, 2026

ବୌଦ୍ଧ ୧୧/୦୨: ବାରିଙ୍ଗି ଘାଟିରେ ଓଲଟିଲା ଯାତ୍ରୀବାହି ବସ୍ । ଭାରସାମ୍ୟ ହରାଇ ଘାଟିରୁ ୨୦ ଫୁଟ ତଳକୁ ଖସିଲା ବସ । ଦୁର୍ଘଟଣା ରେ ୧୦ରୁ ଉର୍ଦ୍ଧ ଯାତ୍ରୀ ଆହତ । ଆହତ ଙ୍କୁ ବାଣୀଗୋଛା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି । ଜେମା ନାମକ ଯାତ୍ରୀବାହୀ ବସ ବଲାଙ୍ଗୀର ରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା । ଘଟଣାସ୍ଥଳ...

ଡଲଫିନଙ୍କୁ ସୁହାଉଛି ଓଡିଶାର ପାଣିପାଗ, ରାଜ୍ୟର ଅଛନ୍ତି ୬ ପ୍ରଜାତିର ୭୬୫ ଡଲଫିନ୍

February 11, 2026

ଭୁବନେଶ୍ୱର, ୧୧|୦୨: ଓଡିଶାରେ ଡଲଫିନଙ୍କୁ ସୁହାଉଛି ପାଣିପାଗ । ବଡୁଛି ବଂଶ । ବିଭିନ୍ନ ଜାଗାରେ ଆସୁଛନ୍ତି ନଜର । ରାଜ୍ୟରେ ଚିଲିକା ପ୍ରସିଦ୍ଧ ଇରାୱାଡି ସହ ବୋଟଲନୋଜ୍, ହମ୍ପବ୍ୟାକ୍, ସ୍ପିନର, ଫିନ୍ଲେସ୍ ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଛି......

ଡଲଫିନଙ୍କୁ ସୁହାଉଛି ଓଡିଶାର ପାଣିପାଗ, ରାଜ୍ୟର ଅଛନ୍ତି ୬ ପ୍ରଜାତିର ୭୬୫ ଡଲଫିନ୍

ନକ୍ସଲ ମୁକ୍ତ ପାଇଁ ନୂଆ ରୋଡ୍‌ମ୍ୟାପ୍‌, ଏଣିକି ଆତ୍ମସମର୍ପଣର ୬୦ ଦିନରେ ଥଇଥାନ ସୁବିଧା

February 11, 2026

ଭୁବନେଶ୍ୱର ୧୧।୦୨ : ନକ୍ସଲମୁକ୍ତ ଓଡ଼ିଶା ପାଇଁ ନୂଆ ରୋଡମ୍ୟାପ । ଦୁଇମାସରେ ଦ୍ୱିତୀୟ ସଂଶୋଧିତ ପ୍ୟାକେଜ ଘୋଷଣା ହୋଇଛି । ଫେବୃୟାରୀ ୯ ତାରିଖରେ ଗୃହ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ, ଥଇଥାନ ପ୍ୟାକେଜ୍ ବା ପୁନର୍ବାସ ନୀତିରେ ସର୍ବଭାର......

ନକ୍ସଲ ମୁକ୍ତ ପାଇଁ ନୂଆ ରୋଡ୍‌ମ୍ୟାପ୍‌, ଏଣିକି ଆତ୍ମସମର୍ପଣର ୬୦ ଦିନରେ ଥଇଥାନ ସୁବିଧା

ତ୍ରିକୋଣୀୟ ପ୍ରେମ ପାଇଁ ତଣ୍ଟି କାଟିବା ମାମଲା, ଦିନେଶକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ

February 11, 2026

ଭୁବନେଶ୍ୱର ୧୧।୦୨ : ତ୍ରିକୋଣୀୟ ପ୍ରେମକୁ ନେଇ ନୀଳାଦ୍ରି ବିହାରରେ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିନବନ୍ଧୁ ନାୟକ ଓରଫ ଦିନେଶ ଜଗତସିଂହପୁର ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛି। ଚନ୍ଦ୍ରଶେଖରପୁର ଥାନାର ଏକ ଟିମ ସେଠାକୁ ଯାଇ ଦିନେ......

ତ୍ରିକୋଣୀୟ ପ୍ରେମ ପାଇଁ ତଣ୍ଟି କାଟିବା ମାମଲା, ଦିନେଶକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ

ସାମାନ୍ୟ କଥାକୁ ନେଇ ବଚସା, ବିବାଦରୁ ଚାଲିଗଲା ଜଣଙ୍କ ଜୀବନ!

February 11, 2026

ସୋନପୁର ୧୧।୦୨ : ସୋନପୁର ଜିଲ୍ଲା ବିନିକାରେ ଛୁରାମାଡ଼ । ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି ।ମୃତକ  ନୂଆପଡ଼ାର ସୋମନାଥ ମେହେର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ଖବର ବି ପଢନ୍ତୁ:- ​​​​​​......

ସାମାନ୍ୟ କଥାକୁ ନେଇ ବଚସା, ବିବାଦରୁ ଚାଲିଗଲା ଜଣଙ୍କ ଜୀବନ!