Live Live
LIVE

ରାଜ୍ୟ

ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ, ଭୟରେ ଖାଲି ହେଲା ଅଦାଲତ

ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ, ଭୟରେ ଖାଲି ହେଲା ଅଦାଲତ

January 08, 2026

ଭୁବନେଶ୍ୱର ୦୮/୦୧: କୋର୍ଟକୁ ବୋମା ଧମକ । ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଛି । ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ସମ୍ବଲପୁର ଓ ଦେବଗଡ଼ରେ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ୱାରା ଯାଞ୍ଚ କରାଯାଇଛି । ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍ଡିଏକ୍ସ ଥିବା...

ମାଉସୀ ମା’ ଛକରେ ବୋମାମାଡ଼ : ଜଣେ ଗିରଫ, ଏବେବି ୪ ଜଣ ଫେରାର

January 08, 2026

ଭୁବନେଶ୍ବର ୮।୧: ଭୁବନେଶ୍ବର ମାଉସୀ ମା’ ଛକରେ ବୋମାମାଡ଼ ଘଟଣାରେ ଜଣେ ଗିରଫ । ଅଭିଯୁକ୍ତକୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ଅନ୍ୟ ୪ ଜଣ ଏବେବି ଫେରାର ଅଛନ୍ତି । ପୋଲିସ ଏ ଘଟଣାରେ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ବୁଧବାର ଦ......

ମାଉସୀ ମା’ ଛକରେ ବୋମାମାଡ଼ : ଜଣେ ଗିରଫ, ଏବେବି ୪ ଜଣ ଫେରାର

ଏସ୍‌ମା ଲାଗୁ ପରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ, ବୈଠକ ପରେ ବାହାରିପାରେ ସମାଧାନ ବାଟ

January 08, 2026

ଭୁବନେଶ୍ୱର ୦୮/୦୧: ଏସ୍ମାକୁ ଖାତିର କରୁନି ଓମ୍ସା । ଜିଦ୍ରେ ଅଟଳ, ଜାରି ରହିଛି ଆନ୍ଦୋଳନ । ରାଜ୍ୟରେ ଜାରି ରହିଥିବା ଡାକ୍ତର ଆନ୍ଦୋଳନର ସମାଧାନ ପାଇଁ ଆଜି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆଜି ମଧ୍ୟାହ୍ଣ ୧୨ଟା ୩୦ରେ ଲୋକସେବା ଭବନରେ ସ୍ୱାସ୍ଥ......

ଏସ୍‌ମା ଲାଗୁ ପରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ, ବୈଠକ ପରେ ବାହାରିପାରେ ସମାଧାନ ବାଟ

ବଢ଼ିଲା ଭକ୍ତ ନିବାସର ପାର୍କିଂ ଫି’, ଏଣିକି ଗାଡ଼ି ରଖିଲେ ଦେବାକୁ ଦେବେ ୫ ଶହ

January 08, 2026

ପୁରୀ ୦୮/୦୧: ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତ ନିବାସର ପାର୍କିଂ ଫି ବଢିଲା। ଚାରି ଚକିଆ ଯାନ ପିଛା ୫ ଶହ ଟଙ୍କା ଆଦାୟ କରାଯିବ। ଏଥିରେ ୧୮ ପ୍ରତିଶତ ଜିଏସଟି ରହିଛି। କୌଣସି ଭକ୍ତ ଯଦି ନିଜ ଚାରି ଚକିଆ ଯାନ ୨୪ ଘଣ୍ଟା ପର୍ଯ୍ୟ......

ବଢ଼ିଲା ଭକ୍ତ ନିବାସର ପାର୍କିଂ ଫି’, ଏଣିକି ଗାଡ଼ି ରଖିଲେ ଦେବାକୁ ଦେବେ ୫ ଶହ

୧୯୫୨ ମସିହାର ରେକର୍ଡ ଭାଙ୍ଗିଲା ଶୀତ, ରାଜଧାନୀ ଭୁବନେଶ୍ୱରରେ ପାରଦ ୯ ଡିଗ୍ରୀ

January 08, 2026

ଭୁବନେଶ୍ୱର ୦୮/୦୧: ରାଜଧାନୀରେ ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ଶୀତ । ୧୯୫୨ ଜାନୁଆରି ମାସର ରାତି ତାପମାତ୍ରାକୁ ଦୋହରାଇଲା ଶୀତ । ରାଜଧାନୀ ଭୁବନେଶ୍ୱରରେ ରେକର୍ଡ କଲା ଶୀତ । ୯ ଡିଗ୍ରୀ ଛୁଇଁଛି ରାଜଧାନୀର ରାତି ତାପମାତ୍ରା। ଭୁବନେଶ୍ବରରେ ତ......

୧୯୫୨ ମସିହାର ରେକର୍ଡ ଭାଙ୍ଗିଲା ଶୀତ, ରାଜଧାନୀ ଭୁବନେଶ୍ୱରରେ ପାରଦ ୯ ଡିଗ୍ରୀ