Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

ଆମ୍ବ ତୋଳୁ ତୋଳୁ ଗଛରୁ ଖସିପଡିଲେ, ଭଙ୍ଗା ଘରେ ୨ ଘଣ୍ଟା ପଡିରହିଲା ମୃତଦେହ !

ଆମ୍ବ ତୋଳୁ ତୋଳୁ ଗଛରୁ ଖସିପଡିଲେ, ଭଙ୍ଗା ଘରେ ୨ ଘଣ୍ଟା ପଡିରହିଲା ମୃତଦେହ !

June 02, 2026

ଆନନ୍ଦପୁର ୦୨।୦୬ : ଆମ୍ବ ଖାଇବାକୁ ଗଛରେ ଚଢିଥିଲେ । ଆମ୍ବ ତୋଳୁଥିବା ସମୟରେ ହଠାତ୍ ଗଛରୁ ଖସିପଡିଲେ ଯୁବକ । ଗଛ ତଳେ ଥିବା ଘରର ଆଜବେଷ୍ଟ ଭାଙ୍ଗି ପଡିରହିଲେ । କେହି କିଛି ଜାଣିପାରିଲେନି । ୨ ଘଣ୍ଟା କାଳ ଏହିପରି ଭାବରେ ସେ ଘର ଭିତରେ ପଡିରହିଥିଲେ । କୌଣସି କାରଣକୁ ପରିବାରର କେହି ସଦସ୍ୟ ତାଙ୍କୁ ଦେଖିଥିଲେ ।...

Odisha Government 2 Years : ମୋହନ ସରକାରଙ୍କ କାର୍ଯ୍ୟକାଳକୁ ପୂରିବ ୨ ବର୍ଷ, କେଉଁ ସବୁ ଲୋକାଭିମୁଖୀ ଯୋଜନାର ହୋଇଛି, ତାର ଦେବେ ହିସାବ ...

June 02, 2026

ଭୁବନେଶ୍ୱର,୦୨/୦୬: ରାଜ୍ୟରେ ମୋହନ ସରକାରଙ୍କ କାର୍ଯ୍ୟକାଳକୁ ୨ ବର୍ଷ ହେବାକୁ ଯାଉଛି । ୨ ବର୍ଷ ପୂର୍ତ୍ତି ପୂର୍ବରୁ ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା ହେବ । ଆଜିଠୁ ବିଭିନ୍ନ ବିଭାଗ ଓ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷା କ......

Odisha Government 2 Years : ମୋହନ ସରକାରଙ୍କ କାର୍ଯ୍ୟକାଳକୁ ପୂରିବ ୨ ବର୍ଷ, କେଉଁ ସବୁ ଲୋକାଭିମୁଖୀ ଯୋଜନାର ହୋଇଛି, ତାର ଦେବେ ହିସାବ ...

୭ ବର୍ଷ ପୂର୍ବେ ବିବାହ କରିଥିଲେ, ଏବେ ଭଡ଼ା ଘରୁ ମିଳିଲା ମୃତଦେହ

June 02, 2026

ପିପିଲି ୦୨।୦୬ : ପୁରୀ ଜିଲ୍ଲା ପିପିଲ ସାତସଙ୍ଖ ଅର୍ଜୁନସିଂପୁର ଗାଁରେ ଅଭାବନୀୟ ଘଟଣା । ଘର ଭିତରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ । ଏହା ଆତ୍ମହତ୍ୟା ନା ହତ୍ୟା, ତାକୁ ନେଇ ଖୋଳତାଡ଼ କରୁଛି ପୋଲିସ । ୭ ବର୍ଷ ପୂର୍ବେ ଦୁହେଁ ବିବାହ......

୭ ବର୍ଷ ପୂର୍ବେ ବିବାହ କରିଥିଲେ, ଏବେ ଭଡ଼ା ଘରୁ ମିଳିଲା ମୃତଦେହ

Balianta Murder Case : ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା, ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍

June 02, 2026

ଭୁବନେଶ୍ୱର : ଭୁବନେଶ୍ୱର ବାଲିଅନ୍ତା ଜି.ଆର୍. ପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଗିରଫ ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ। ଅଭିଯୁକ୍ତ ଜଣକ ହେଲେ ପ୍ରଦୀପ ମଙ୍ଗରାଜ......

Balianta Murder Case : ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା,  ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍

Tiger Jinnat : ଶିମିଳିପାଳରୁ ଆସିଲା ଖୁସିର ଖବର, ୪ ଛୁଆଙ୍କୁ ଜନ୍ମ ଦେଲା ବାଘୁଣୀ ଜିନ୍ନତ

June 02, 2026

ଭୁବନେଶ୍ୱର ୦୨।୦୬ : ଶିମିଳିପାଳ ଅଭୟାରଣ୍ୟରୁ ଆସିଲା ଖୁସିର ଖବର । ମା ହେଲା ବାଘୁଣୀ ଜିନ୍ନତ । ଏକାଥରକେ ୪ଟି ଛୁଆଙ୍କୁ ଜନ୍ମ କରିଛି ବାଘୁଣୀ ଜିନ୍ନତ । ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମହାରାଷ୍ଟ୍ର ତଡ଼ବ-ଅନ୍ଧାରି ଅଭୟାରଣ୍ୟରୁ......

Tiger Jinnat : ଶିମିଳିପାଳରୁ ଆସିଲା ଖୁସିର ଖବର, ୪ ଛୁଆଙ୍କୁ ଜନ୍ମ ଦେଲା ବାଘୁଣୀ ଜିନ୍ନତ