Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

ରାତି ଅଧରେ ଭୟଙ୍କର ଦୁର୍ଘଟଣା, ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ବସ୍, ଆଖି ପିଛୁଳାକେ ଉଡ଼ିଗଲା ପ୍ରାଣବାୟୁ

ରାତି ଅଧରେ ଭୟଙ୍କର ଦୁର୍ଘଟଣା, ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ବସ୍, ଆଖି ପିଛୁଳାକେ ଉଡ଼ିଗଲା ପ୍ରାଣବାୟୁ

June 05, 2026

ଆଠମଲ୍ଲିକ: ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ୫୫ର ଲୁହାମୁଣ୍ଡା ନିକଟରେ ଦିଲଖୁସ ନାମକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ ଯାତ୍ରୀ ଆହତ ହୋଇଛନ୍ତି। କୋଇଲା ବୋଝେଇ ଟ୍ରକକୁ ରାସ୍ତା କଡରେ ଛିଡା ହେଇଥିଲା। ବସଟି ଭାରସାମ୍ୟ ହରାଇ କୋଇଲା ଟ୍ରକକୁ ଧକ୍କା ଦେଇଥିଲା।...

ଠାକୁରାଣୀ ଯାତ୍ରା ବେଳେ ୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ, କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଉତ୍ତେଜନା

June 04, 2026

ଦିଗପହଣ୍ଡି: ଦୁଇ ରାମାୟଣ ନାଟକରେ ଅଭିନୟ କରୁଥିବା ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ମାରପିଟ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡ଼ା ଗ୍ରାମରେ ଠାକୁରାଣୀ ଯାତ୍ରା ଉପଲକ୍ଷେ କଉଡିଆ ଗ୍ରାମର ରାମାୟଣ ନାଟକ ଓ ନଳିହାଡ ଗ୍ରାମର ରାମାୟଣ ନାଟକ......

ଠାକୁରାଣୀ ଯାତ୍ରା ବେଳେ ୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ, କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଉତ୍ତେଜନା

ପଞ୍ଚାୟତରେ ମାଳମାଳ ଦୁର୍ନୀତି, ଘଣ୍ଟ ବଜାଇ ପ୍ରଶାସନକୁ ନିଦରୁ ଉଠାଇବାକୁ ଅଭିନବ ପ୍ରତିବାଦ

June 04, 2026

ବଲାଙ୍ଗୀର: ପଞ୍ଚାୟତରେ ମାଳମାଳ ଦୁର୍ନୀତି। ଅଭିଯୋଗ ପରେ ଶୁଣିଲା ନାହିଁ ପ୍ରଶାସନ। ଏବେ ଘଣ୍ଟ ବଜାଇ ପ୍ରଶାସନକୁ ଉଠାଇବାକୁ କହି ଅଭିନବ ପ୍ରତିବାଦ। ସ୍ଥାନୀୟ ଜଣେ ଯୁବକ ଘଣ୍ଟ ବଜାଇ ବସିପଡିଲେ ପଞ୍ଚାୟତ ଅଫିସରେ। ଏମିତି ଦୃଶ୍ୟ ଦେଖିବାକୁ ମିଳି......

ପଞ୍ଚାୟତରେ ମାଳମାଳ ଦୁର୍ନୀତି, ଘଣ୍ଟ ବଜାଇ ପ୍ରଶାସନକୁ ନିଦରୁ ଉଠାଇବାକୁ ଅଭିନବ ପ୍ରତିବାଦ

ପ୍ରବଳ ନିଆଁ ଓ ଧୂଆଁ ସତ୍ତ୍ଵେ ୧୦ କିଲୋମିଟର ଯାତ୍ରା କଲା ଲଷ୍ମୀ ବସ୍

June 04, 2026

ଭୋଗରାଇ: ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀଙ୍କୁ ନେଇ ୧୦ କିଲୋମିଟର ଚାଲିଲା ଲକ୍ଷ୍ମୀ ବସ। ଗାଡ଼ିରୁ ପ୍ରବଳ ଧୂଆଁ ବାହାରିବା ସତ୍ତ୍ଵେ ବି ଦ୍ରୁତ ଗତିରେ ରାଜ୍ୟପଥ ୫୭ ରେ ଚାଲିଥିଲା ବସ୍ । ପ୍ରାୟ ୨ କିଲୋମିଟର ଲୋକ ଗୋଡ଼ାଇ ଗୋଡ଼ାଇ ଗାଡ଼ିକୁ ଅଟ......

ପ୍ରବଳ ନିଆଁ ଓ ଧୂଆଁ ସତ୍ତ୍ଵେ ୧୦ କିଲୋମିଟର ଯାତ୍ରା କଲା ଲଷ୍ମୀ ବସ୍

କୋଷ୍ଟାଲ ହାଇୱେକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପରେ ତେଜିଲା ରାଜନୀତି, କିଏ କହୁଛି ଠିକ୍ ?

June 04, 2026

ଭୁବନେଶ୍ଵର: କୋଷ୍ଟାଲ ହାଇୱେକୁ କ୍ୟାବିନେଟ ମଞ୍ଜୁରୀ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିଜେଡି ଅଭିଯୋଗ କରିଛି ଗୋପାଳପୁରରୁ ଦିଘା ପ୍ରାୟ ୪୫୦ କିମି ପର୍ଯ୍ୟନ୍ତ ରାଜପଥ ନିର୍ମାଣ ପାଇଁ ଓଡିଶା ବାସୀଙ୍କୁ ସ୍ୱପ୍ନ ଦେଖା ଯାଇଥିଲା। ଏବେ......

କୋଷ୍ଟାଲ ହାଇୱେକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ  ପରେ ତେଜିଲା ରାଜନୀତି, କିଏ କହୁଛି ଠିକ୍ ?