ରାଜ୍ୟ

ମୁଖ୍ୟମନ୍ତ୍ରୀ ଡ଼ାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ, ସରକାରୀ ବାସଭବନରେ ପହଞ୍ଚିଲେଣି ମନ୍ତ୍ରୀ-ବିଧାୟକ

ମୁଖ୍ୟମନ୍ତ୍ରୀ ଡ଼ାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ, ସରକାରୀ ବାସଭବନରେ ପହଞ୍ଚିଲେଣି ମନ୍ତ୍ରୀ-ବିଧାୟକ

March 02, 2026

ଭୁବନେଶ୍ବର ୨।୩: ବିଜେପିର ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ । ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିବାକୁ ମନ୍ତ୍ରୀ ଏବଂ ବିଧାୟକଙ୍କୁ ଡାକରା । ରାଜ୍ୟସଭା ନିର୍ବାଚନ ନେଇ ହୋଇପାରେ ଆଲୋଚନା । ଏ ଖବର ବି ପଢ଼ନ୍ତୁ:- ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଶେଷ...

ଯୁଦ୍ଧ ଭିତରେ ଭାଇରାଲ....ଇରାନର ଧାର୍ମିକ ଆପ୍‌ରେ ଆସୁଛି ଭୟଙ୍କର ଓ୍ୱାର୍ଣ୍ଣିଂ

March 02, 2026

ନୂଆଦିଲ୍ଲୀ ୦୨/୦୩: ଇରାନ-ଇସ୍ରାଏଲ୍ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବିଶ୍ବର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଲାଣି । ପଶ୍ଚିମ ଏସିଆ ଏକରକମ ଯୁଦ୍ଧର ଦ୍ବାରଦେଶରେ ପହଞ୍ଚିଯାଇଛି। ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ......

ଯୁଦ୍ଧ ଭିତରେ ଭାଇରାଲ....ଇରାନର ଧାର୍ମିକ ଆପ୍‌ରେ ଆସୁଛି ଭୟଙ୍କର ଓ୍ୱାର୍ଣ୍ଣିଂ

ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଶେଷ, ଗଣିତ ପାଇଁ ମିଳିଲା ଅଧିକ ୧୫ ମିନିଟ୍ ସମୟ

March 02, 2026

କଟକ ୨।୩: ଶେଷ ହେଲା ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା । ଶେଷ ଦିନରେ ଗଣିତ ପାଇଁ ପରୀକ୍ଷା ହୋଇଛି, ଏବଂ ଉତ୍ତର ଦେବାଲାଗି ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ର ସମୟ ମିଳିଛି । ପରୀକ୍ଷା ଶେଷ ହେବାର ଘଣ୍ଟି ବାଜିବା ପରେ, କେନ୍ଦ୍ରରୁ ବାହାରୁଥି......

ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଶେଷ, ଗଣିତ ପାଇଁ ମିଳିଲା ଅଧିକ ୧୫ ମିନିଟ୍ ସମୟ

ବରଗଡ଼ କୋର୍ଟକୁ ପୁଣି ଥରେ ବୋମା ଧମକ, ଖାଲି କରାଗଲା କୋର୍ଟ ପରିସର

March 02, 2026

ବରଗଡ଼ ୨।୩: ରାଜ୍ୟର ବିଭିନ୍ନ କୋର୍ଟକୁ ବୋମା ଧମକ ମିଳିବା ପରେ ସମସ୍ତଙ୍କ ମନରେ ଛନକା ପସିଛି । ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲ୍ରେ ଏଭଳି ଧମକ ଆସିଛି । ଏହା ଜଣାପଡିବା ପରେ ବିଭାଗୀୟ ବିଚାରପତି, କର୍ମଚାରୀ ଏବଂ ଓକିଲ ମାନେ କୋର୍ଟ ବାହା......

ବରଗଡ଼ କୋର୍ଟକୁ ପୁଣି ଥରେ ବୋମା ଧମକ, ଖାଲି କରାଗଲା କୋର୍ଟ ପରିସର

ମେ' ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ

March 02, 2026

କଟକ ୨।୩: ମେ’ ମାସରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ମେ' ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି । ଆସନ୍ତା......

ମେ' ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ