ରାଜ୍ୟ

ସରିଯିବ କି ରିଫାଇନ ତେଲ ? ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକଙ୍କ ବୟାନ ପରେ ବଢ଼ିଲା ଚିନ୍ତା

ସରିଯିବ କି ରିଫାଇନ ତେଲ ? ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକଙ୍କ ବୟାନ ପରେ ବଢ଼ିଲା ଚିନ୍ତା

March 09, 2026

ଭୁବନେଶ୍ୱର ୦୯।୦୩ : ଆମଦାନୀ ହେଉଥିବା ଖାଇବା ତେଲ ବୃଦ୍ଧି ନେଇ ବଢିଲା ଚିନ୍ତା। ରିଫାଇନ ଓ ପାମୋଲିନ ତେଲ ଦର ବୃଦ୍ଧି। ଓଡ଼ିଶାରେ ଅଧିକ ଗଚ୍ଛିତ ନାହିଁ ତେଲ। ଓଡିଶା ମାର୍କେଟରେ ଦୈନିକ ୧୦୦୦ ରୁ ୧୨୦୦ ଟନ ରିଫାଇନ ଓ ପାମୋଲିନ ତେଲର ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ୧୫ରୁ ୨୦ ଦିନ ପାଇଁ ତେଲ ଷ୍ଟକ...

କଣ୍ଟେନର ସହ ଧକ୍କା ହୋଇ ପସିଗଲା ବାଇକ୍, ଜଳିଗଲା ଉଭୟ ଗାଡ଼ି : ୩ ଆରୋହୀଙ୍କ ମୃତ୍ୟୁ

March 09, 2026

କୁଚିଣ୍ଡା ୯।୩: କଣ୍ଟେନର-ବାଇକ୍ ମୁହାଁମୁହିଁ ଧକ୍କା । ତିନି ବାଇକ୍ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ କଣ୍ଟେନରରେ ଲାଗିଲା ନିଆଁ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ​​​​​​​......

କଣ୍ଟେନର ସହ ଧକ୍କା ହୋଇ ପସିଗଲା ବାଇକ୍, ଜଳିଗଲା ଉଭୟ ଗାଡ଼ି : ୩ ଆରୋହୀଙ୍କ ମୃତ୍ୟୁ

ପୁଅ ନା ଜହ୍ଲାଦ, ବ୍ଲେଡ୍‌ରେ କାଟିଦେଲା ବାପାର ବେକ

March 09, 2026

ଦିଗପହଣ୍ଡି ୦୯।୦୩ : ନୃଶଂସ ପୁଅ । ଯେଉଁ ବାପାର ପିଠିରେ ବସି ଛୋଟ ବେଳେ ଗାଁ ବୁଲୁଥିଲା । ଆଜି ସେହି ବାପାର ବେକ କାଟିବାକୁ ବି ହାତ ପଛାଇଲାନି । ବାପାଙ୍କ ବେକକୁ ବ୍ଲେଡ କାଟିଦେଇଛି ପୁଅ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗା......

ପୁଅ ନା ଜହ୍ଲାଦ, ବ୍ଲେଡ୍‌ରେ କାଟିଦେଲା ବାପାର ବେକ

ବରଯାତ୍ରୀରେ ଆସିଥିଲେ ଦୁଇ ଭାଇ , ହଣାକଟାରେ ଜଣେ ମୃତ, ଆଉ ଜଣେ ଗୁରୁତର

March 09, 2026

ବୌଦ୍ଧ ୦୯।୦୩ : ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା କାଶଲପୁର ଗାଁରେ ଅଭାବନୀୟ ଘଟଣ । ଗାଁକୁ ଆସିଥିବା ବରଯାତ୍ରୀରେ ଥିବା ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ । ଘଟଣାସ୍ଥଳର ଜଣଙ୍କର ମୃତ୍ୟୁ ହୋଇଥିବା ଆଉ ଜଣେ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ......

ବରଯାତ୍ରୀରେ ଆସିଥିଲେ ଦୁଇ ଭାଇ , ହଣାକଟାରେ ଜଣେ ମୃତ, ଆଉ ଜଣେ ଗୁରୁତର

ପଶ୍ଚିମଦ୍ୱାରରୁ ବିଜେ କଲେ ପଶ୍ଚିମାଶମ୍ଭୁ, ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆରମ୍ଭ

March 09, 2026

ଭୁବନେଶ୍ୱର ୦୯।୦୩ : ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ। ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଗାଁରେ ଅନୁଷ୍ଠିତ ମେଳଣର ରବିବାର ଜମାଣ ରାତିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଆତସବାଜିର......

ପଶ୍ଚିମଦ୍ୱାରରୁ ବିଜେ କଲେ ପଶ୍ଚିମାଶମ୍ଭୁ, ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆରମ୍ଭ