ରାଜ୍ୟ

Road Accident: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଚାଲିଗଲା ଜୀବନ

Road Accident: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଚାଲିଗଲା ଜୀବନ

March 20, 2026

ଲମତାପୁଟ ୨୦/୦୩: ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ ଆମ୍ବଗଛକୁ ଧକ୍କା ଦେଲା କାର, ଘଟଣାସ୍ଥଳରେ ଗାଡ଼ି ଚାଳକଙ୍କ ସମେତ ୨ଜଣ ଯୁବକଙ୍କ ମୃତ୍ୟୁ । କୋରାପୁଟ ନନ୍ଦପୁରଠାରୁ ପାଡୁଆ ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଏହି କାର୍ ନନ୍ଦପୁରରୁ ପାଡୁଆ ଦିଗକୁ ଯାଉଥିବାବେଳେ ର...

Gharchatia bird: ଚାଳ ଘର ନାହିଁ, ସହରୀ ଜୀବନ ଭିତରେ ହଜିଗଲେଣି ଘରଚଟିଆ..

March 20, 2026

ଭୁବନେଶ୍ୱର ୨୦/୦୩: ଘରଚଟିଆଙ୍କର କିଚିରିମିଚିରି କଳରବ ଆଉ କାନରେ ପଡୁନାହିଁ। ପ୍ରତିକୂଳ ପରିବେଶ, ଜଙ୍ଗଲ ହ୍ରାସ, ଚାଳଘରର ଦ୍ରୁତ ହ୍ରାସ, କ୍ଷେତରେ ରାସାୟନିକ ସାର ବ୍ୟବହାର, ଅସଂଖ୍ୟ ଗାଡ଼ିର ହର୍ନ ଓ ଧୂଆଁ ମୋବାଇଲ୍ ଟାୱାରରୁ ଚୁମ୍ବକୀୟ ବିକି......

Gharchatia bird: ଚାଳ ଘର ନାହିଁ, ସହରୀ ଜୀବନ ଭିତରେ ହଜିଗଲେଣି ଘରଚଟିଆ..

Pakhala Divas: ଖାଅ ପଖାଳ, ଯାଇ ସଅଳ....ପେଟରେ ପଡିଗଲେ ଓଃ କି ଶାନ୍ତି

March 20, 2026

ଭୁବନେଶ୍ୱର ୨୦/୦୩: ମୁଠେ ପଖାଳରେ ପେଟ୍ ପୁରେ ମୋର...ହୁଏତ ଏହା ଗୀତଟିଏ ହୋଇପାରେ । କିନ୍ତୁ କଥାଟି ସତ । ସେଥିପାଇଁ ତ ଲୋକକଥା ଅଛି…ଖାଅ ପଖାଳ, ଯାଇ ସଅଳ । ଅର୍ଥାତ୍ ପଖାଳ ଖାଇବା ପରେ ପେଟ ଥଣ୍ଡା ରହୁଥିବାରୁ କାମ କରିବା ସହଜ ହୁଏ । ସେଇଥି......

Pakhala Divas: ଖାଅ ପଖାଳ, ଯାଇ ସଅଳ....ପେଟରେ ପଡିଗଲେ ଓଃ କି ଶାନ୍ତି

Today Assembly: ଏସ୍‌ସିବି ତାତିରେ ୩ ଦିନ ହେବ ଗୃହ ଅଚଳ, ଧୋଇଯାଉଛି ଶୂନ୍ୟକାଳ

March 20, 2026

ଭୁବନେଶ୍ୱର,୨୦/୦୩: ମୁଲତବୀ ପରେ ମୁଲତବୀ । ବାରମ୍ୱାର ଗୃହ ଅଚଳ । ଚାଲି ପାରୁନି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଆଜକୁ ତିନିଦିନ ହେବ ଗୃହରେ ଲାଗି ରହିଛି ହୋହଲ୍ଲା। ଗୃହ କାର୍ଯ୍ୟ ଆରମ୍ଭରୁ ନେଇ ଶେଷ ଯାଏଁ SCB ପୋଡ଼ି ଓ ମୃତାହତକ......

Today Assembly: ଏସ୍‌ସିବି ତାତିରେ ୩ ଦିନ ହେବ ଗୃହ ଅଚଳ, ଧୋଇଯାଉଛି ଶୂନ୍ୟକାଳ

ଆସୁଛି କାଳବୈଶାଖୀ, ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷିବ, ୨୫ ଯାଏଁ ଝଡ଼ବର୍ଷା ଆଲର୍ଟ

March 20, 2026

ଭୁବନେଶ୍ୱର,୨୦/୦୩: ଆଜି ୬ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହୋଇପାରେ । ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ପାଇଁ ଏହି ଆଶଙ୍କା ଅଛି । ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲା ପାଇଁ......

ଆସୁଛି କାଳବୈଶାଖୀ, ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷିବ, ୨୫ ଯାଏଁ ଝଡ଼ବର୍ଷା ଆଲର୍ଟ