ରାଜ୍ୟ

୪ ଦିନ ଯାଏଁ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି, ଖରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

୪ ଦିନ ଯାଏଁ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି, ଖରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

April 21, 2026

ମାଲକାନଗିରି ୨୧।୦୪ : ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଆସନ୍ତା ୪ ଦିନ ଯାଏଁ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଆସନ୍ତା ୨୨, ୨୩, ୨୪ ଏବଂ ୨୫ ତାରିଖରେ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏବେ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି । ଯାହାକୁ ଦୃଷ୍ଟିରେ...

ବାଇକ୍-ପିକ୍ଅପ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଆରୋହୀଙ୍କ ଜୀବନ

April 21, 2026

ବୈପାରୀଗୁଡ଼ା ୨୧।୦୪ : ଭୟଙ୍କର ସଡ଼କ ଦୁର୍ଘଟଣା । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା କାଲିଆଝଲି ଛକରେ ପିକ୍ଅପ୍ ଭ୍ୟାନ୍ ସହ ବାଇକର ମୁହାଁମୁହିଁ ଧକ୍କା । ଯେଉଁଥିରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ମଝାଗୁଡ଼ା ଗାଁର ର......

ବାଇକ୍-ପିକ୍ଅପ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଆରୋହୀଙ୍କ ଜୀବନ

ଚୋରାରେ ଚାଲାଣ ହେଉଥିଲା ୬୪ ଗ୍ୟାସ୍ ସିଲିଣ୍ଡର, ଚଢାଉରେ ହେଲା ପର୍ଦ୍ଦାଫାଶ୍

April 21, 2026

କଳାହାଣ୍ଡି ୨୧।୦୪ : ମଧ୍ୟପ୍ରାଚ୍ୟରେ ଲାଗିରହିଛି ଉତ୍ତେଜନା । ଯେଉଁଥି ଲାଗି ଗ୍ୟାସ୍ ବଣ୍ଟନରେ ସାମାନ୍ୟ ଅସୁବିଧା ହେଉଛି । ଏପିରିକି ଲୋକଙ୍କ ଯେଉଁ ସମୟରେ ଗ୍ୟାସ୍ ସିଲିଣ୍ଡର ମିଳିବା କଥା, ସେହି ସମୟରେ ମିଳୁନାହିଁ । ଏକପ୍ରକାର ଗ୍ୟାସ୍ ସଙ......

ଚୋରାରେ ଚାଲାଣ ହେଉଥିଲା ୬୪ ଗ୍ୟାସ୍ ସିଲିଣ୍ଡର, ଚଢାଉରେ ହେଲା ପର୍ଦ୍ଦାଫାଶ୍

କେନାଲ ବନ୍ଧରେ ନାବାଳକଙ୍କୁ ହାଣି ଦେଲେ... ସୋମବାର ରାତିରୁ ବନ୍ଦ ଥିଲା ଫୋନ୍

April 21, 2026

ଭଦ୍ରକ ୨୧।୦୪ : କେନାଲ ବନ୍ଧରୁ ମିଳିଲେ ନିଖୋଜ ନାବାଳକ । ଭଦ୍ରକ ଗ୍ରାମାଞ୍ଚଳ ଥାନା ନଳାଙ୍ଗ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ଜଣେ ନାବାଳକଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି......

କେନାଲ ବନ୍ଧରେ ନାବାଳକଙ୍କୁ ହାଣି ଦେଲେ... ସୋମବାର ରାତିରୁ ବନ୍ଦ ଥିଲା ଫୋନ୍

ପଡ଼ିଲାନି ଦର ବୃଦ୍ଧିର ଇଫେକ୍ଟ, ଅକ୍ଷୟ ତୃତୀୟାରେ ବୋହିନେଲେ ୨ ଶହ କୋଟିର ସୁନା !

April 21, 2026

ଭୁବନେଶ୍ୱର ୨୧।୦୪ : ସୁନାର ଚଢ଼ା ଦର ମଧ୍ୟରେ ବି ଅକ୍ଷୟ ତୃତୀୟାରେ ବେଶ ସୁନା କିଣିଛନ୍ତି ଲୋକ । ରାଜ୍ୟରେ ୨ଶହ କୋଟି ଟଙ୍କାର ସୁନା ବିକ୍ରି ହୋଇଛି । ପୂର୍ବବର୍ଷ ତୁଳନାରେ ଏ ବର୍ଷ ଅକ୍ଷୟ ତୃତୀୟରେ ସୁନା ଦର ହୋଇଯାଇଛି ୫୨ ହଜାର ଟଙ୍କାରୁ ଅଧ......

ପଡ଼ିଲାନି ଦର ବୃଦ୍ଧିର ଇଫେକ୍ଟ, ଅକ୍ଷୟ ତୃତୀୟାରେ ବୋହିନେଲେ ୨ ଶହ କୋଟିର ସୁନା !