ରାଜ୍ୟ

ଆକ୍ସନରେ ପ୍ରଶାସନ, ଆଗାମୀ ୭ ଦିନ ପାଇଁ ସମସ୍ତ ଦହିବରା-ଫାଷ୍ଟପୁଡ୍ ଦୋକାନ

ଆକ୍ସନରେ ପ୍ରଶାସନ, ଆଗାମୀ ୭ ଦିନ ପାଇଁ ସମସ୍ତ ଦହିବରା-ଫାଷ୍ଟପୁଡ୍ ଦୋକାନ

May 05, 2026

ଯାଜପୁର ୦୫।୦୫ : ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣା । ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୌରାଅଞ୍ଚଳରେ ସମସ୍ତ ଦହିବରା ଦୋକାନୀ, ବୁଲା ବିକାଳି, ଫାଷ୍ଟଫୁଡ ସେଣ୍ଟର ଉପରେ ଚଢାଉ କରିଛି ପ୍ରଶାସନ । ଏହାସହ ଆଗାମୀ ୭ ଦିନ ଯାଏଁ ଏହି ସବୁ ଦୋକାନ ବନ୍ଦ ରଖିବାକୁ...

Angul News : ମେଟାଲିକ କାରଖାନାରେ ଅଘଟଣ, ଦୁର୍ଘଟଣାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

May 05, 2026

ଅନୁଗୋଳ ୦୫।୦୫ : ଅନୁଗୋଳ ଶ୍ରୀ ମେଟାଲିକ କାରଖାନାରେ ଦୁର୍ଘଟଣା। ଏହି ଭୟଙ୍କର ଦୁର୍ଘଟଣାରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ-ହିନ୍ଦୋଳ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ଅନୁଯାୟ......

Angul News : ମେଟାଲିକ କାରଖାନାରେ ଅଘଟଣ, ଦୁର୍ଘଟଣାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ରାୟଗଡ଼ାରେ ନୂଆ ରେଳ ଡିଭିଜନ, ଜୁନ୍ ୧ରୁ କାର୍ଯ୍ୟକାରୀ ହେବ ନୂଆ ଡିଭିଜିନ

May 05, 2026

ନୂଆଦିଲ୍ଲୀ ୦୫।୦୫ : ରାୟଗଡ଼ାରେ ନୂଆ ରେଳ ଡିଭିଜନ । ଜୁନ ୧ରୁ କାର୍ଯ୍ୟକାରୀ ହେବ ରାୟଗଡା ଡିଭିଜନ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି । ଏହା ଛଡ଼ା, ଦକ୍ଷିଣ ତଟ ରେଳୱେ ମଧ୍ୟ ନୂତନ ଭାବେ ଆରମ୍ଭ ହେବ । ଏହ......

ରାୟଗଡ଼ାରେ ନୂଆ ରେଳ ଡିଭିଜନ, ଜୁନ୍ ୧ରୁ କାର୍ଯ୍ୟକାରୀ ହେବ ନୂଆ ଡିଭିଜିନ

ନ୍ୟୁଜ ସେଭେନ୍‌ରେ ବାଜିଲା ଖବର, ଚେତିଲା ପ୍ରଶାସନ, ଗାଁରେ ଖୋଳାହେଲା ଦୁଇଟି ବୋର୍‌ଓ୍ୱେଲ୍‌...

May 05, 2026

ଆନନ୍ଦପୁର ୦୫।୦୫ : ବାଜିଲା ଖବର, ଚେତିଲା ପ୍ରଶାସନ । ଦୂର ହେଲା ଗାଁ ଲୋକଙ୍କ ଜଳ କଷ୍ଟ । ଏବେ ଗାଁ ଲୋକଙ୍କ ମନର ଖୁସି । ଦେଖିବାକୁ ମିଳିଛି ମୁହଁରେ ହସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର  କଣ୍ଟିପାଳ ପଞ୍ଚାୟତ କେଦାରପୁଟ ଗାଁ ଲୋକଙ୍କ ପାଇଁ......

ନ୍ୟୁଜ ସେଭେନ୍‌ରେ ବାଜିଲା ଖବର, ଚେତିଲା ପ୍ରଶାସନ, ଗାଁରେ ଖୋଳାହେଲା ଦୁଇଟି ବୋର୍‌ଓ୍ୱେଲ୍‌...

ବଙ୍ଗୋପସାଗରରେ ବାତ୍ୟା ଭୟ ! ମେ' ଦ୍ୱିତୀୟ ସପ୍ତାହରେ ଆସୁଛି ବାତ୍ୟା, ଏଠାରେ କରିପାରେ ଲ୍ୟାଣ୍ଡଫଲ୍

May 05, 2026

ଭୁବନେଶ୍ୱର, ୦୫/୦୫: ମେ ଦ୍ଵିତୀୟ ସପ୍ତାହରେ ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ତେବେ ଏହାର ଦିଗ କେଉଁଠିକୁ ଯିବ ତାହା ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣି......

ବଙ୍ଗୋପସାଗରରେ ବାତ୍ୟା ଭୟ ! ମେ' ଦ୍ୱିତୀୟ ସପ୍ତାହରେ ଆସୁଛି ବାତ୍ୟା, ଏଠାରେ କରିପାରେ ଲ୍ୟାଣ୍ଡଫଲ୍