ରାଜ୍ୟ

ବାଇକରେ ଆସିଲେ, ମହିଳାଙ୍କୁ ମାଡ଼ ମାରି ନେଇଗଲେ ୩୬ ଲକ୍ଷ ଟଙ୍କା

ବାଇକରେ ଆସିଲେ, ମହିଳାଙ୍କୁ ମାଡ଼ ମାରି ନେଇଗଲେ ୩୬ ଲକ୍ଷ ଟଙ୍କା

July 13, 2026

କଟକ ୧୩।୦୭ : କଟକରେ ବଡ଼ଧରଣର ଲୁଟ୍ । ଓଏମପି ଛକ ବସ୍ ଷ୍ଟପ ନିକଟରୁ ଜଣେ ମହିଳାଙ୍କ ଠାରୁ ନେଇଗଲା ୩୬ ଲକ୍ଷ ଟଙ୍କା । ୬ ଜଣ ଲୁଟେରା ମହିଳାଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ । କଟକରେ ମହିଳା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟିନେଲେ...

ସମୁଦ୍ରରେ ମୃତ୍ୟୁର ତାଣ୍ଡବ: ବୁଡ଼ିଗଲା 'FB ମା କାଳୀ', ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ଏବେ ବି ୬ ନିଖୋଜ

July 13, 2026

ଜଳେଶ୍ୱର: ବଙ୍ଗୋପସାଗରରୁ ଆସିଲା ସବୁଠାରୁ ବଡ଼ ଦୁଃଖଦ ଖବର। ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିବା ମାଛଧରା ଟ୍ରଲର 'FB ମା କାଳୀ'ର ସନ୍ଧାନ ମିଳିଛି ସତ, କିନ୍ତୁ ସାଥୀରେ ଆଣିଛି ମୃତ୍ୟୁର କରୁଣ ଚିତ୍କାର। ଟ୍ରଲର ଭିତରୁ ୯ ଜଣ ମତ୍ସ୍ୟଜୀବୀଙ୍କ......

ସମୁଦ୍ରରେ ମୃତ୍ୟୁର ତାଣ୍ଡବ: ବୁଡ଼ିଗଲା 'FB ମା କାଳୀ', ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ଏବେ ବି ୬ ନିଖୋଜ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୧୫ରେ ଲଘୁଚାପ...ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

July 13, 2026

ଭୁବନେଶ୍ୱର,୧୩|୦୭: ସୋମବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବା ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବ......

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୧୫ରେ ଲଘୁଚାପ...ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

ଉଦ୍ଧାର ହେଲା ନିଖୋଜ ଥିବା ଟ୍ରଲର, ଜଣଙ୍କ ମୃତଦେହ ଉଦ୍ଧାର, ୧୫ ଏବେ ବି ନିଖୋଜ

July 12, 2026

ଭୋଗରାଇ: ଗତ ୧୦ ଦିନ ହେବ ସମୁଦ୍ରକୁ ମାଛ ମାରିବାକୁ ଯାଇ ନିଖୋଜ ଥିବା ଟ୍ରଲର ଶେଷରେ ଉଦ୍ଧାର ହୋଇଛି। କିନ୍ତୁ ଦୁଃଖର ବିଷୟ ଟ୍ରଲରେ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ରହିଥିବା ବେଳେ ବାକି ୧୫ ଜଣ ନିଖୋଜ ଅଛନ୍ତି। ସେମାନେ ଜୀବିତ ନା ମୃତ ଅଛନ......

ଉଦ୍ଧାର ହେଲା ନିଖୋଜ ଥିବା ଟ୍ରଲର, ଜଣଙ୍କ ମୃତଦେହ ଉଦ୍ଧାର, ୧୫ ଏବେ ବି ନିଖୋଜ

ଉମରକୋଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘଟଣାସ୍ଥଳରେ ବାପା ସହ ଚାଲିଗଲା ୨ ପୁଅଙ୍କ ଜୀବନ

July 12, 2026

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଆସିଛି ବଡ଼ ଦୁଃଖଦ ଖବର। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ବାପା ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ ଆଉ ଜଣେ ପୁଅ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା......

ଉମରକୋଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘଟଣାସ୍ଥଳରେ ବାପା ସହ ଚାଲିଗଲା ୨ ପୁଅଙ୍କ ଜୀବନ