ଦେଶ

କଡ଼ା ସୁରକ୍ଷା ବଳୟ ଭେଦି ପରୀକ୍ଷା ହଲ୍‌କୁ ଗଲା ଫୋନ୍, NEET ପରୀକ୍ଷାରେ ଯୁବତୀଙ୍କ ସାର୍ଟ ଭିତରୁ ମିଳିଲା ମୋବାଇଲ୍

କଡ଼ା ସୁରକ୍ଷା ବଳୟ ଭେଦି ପରୀକ୍ଷା ହଲ୍‌କୁ ଗଲା ଫୋନ୍, NEET ପରୀକ୍ଷାରେ ଯୁବତୀଙ୍କ ସାର୍ଟ ଭିତରୁ ମିଳିଲା ମୋବାଇଲ୍

June 21, 2026

ଜୟପୁର: ବିବାଦୀୟ NEET UG 2026 ପୁନଃ ପରୀକ୍ଷା ଚାଲିଥିବା ବେଳେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ରାଜସ୍ଥାନର ଜୟପୁର ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରୀଙ୍କ ପାଖରୁ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ପରୀକ୍ଷା ହଲ୍ ଭିତରେ କଡ଼ା ସୁରକ୍ଷା ସତ୍ତ୍ୱେ ଛାତ୍ରୀ ଜଣକ ନିଜ ସାର୍ଟ ଭିତରେ ଲୁଚାଇ ମୋବାଇଲ୍ ନେଇ ଯାଇ...

ମୁମ୍ବାଇରେ ଭୟଙ୍କର ସଡ଼କ ଦୁର୍ଘଟଣା:  ୨ ମୃତ, ୨୫୦ କିମି ବେଗରେ ଗତି କରୁଥିଲା BMW କାର୍‌

June 21, 2026

ମୁମ୍ବାଇ: ମୁମ୍ବାଇ-ଭାଦୋଦରା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୁମ୍ବାଇର ବଦଲାପୁର ନିକଟରେ ଏକ ଦ୍ରୁତଗାମୀ ବିଏମଡବ୍ଲ୍ୟୁ (BMW Z4) କାର୍ ନିୟନ୍ତ୍ରଣ ହରାଇ ଡିଭାଇଡର ସହ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜ......

ମୁମ୍ବାଇରେ ଭୟଙ୍କର ସଡ଼କ ଦୁର୍ଘଟଣା:  ୨ ମୃତ, ୨୫୦ କିମି ବେଗରେ ଗତି କରୁଥିଲା BMW କାର୍‌

ଭଗବାନଙ୍କ ସାମ୍ନାରେ ସତ କହିବେ ବିଧାୟକ ! କର୍ଣ୍ଣାଟକରେ କ୍ରସ୍-ଭୋଟିଂର ସତ୍ୟାସତ୍ୟ ଜାଣିବା ପାଇଁ ଏମିତି କରିବ ବିଜେପି

June 21, 2026

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ ସପ୍ତାହରେ ବିଧାନ ପରିଷଦ ନିର୍ବାଚନରେ ବିଜେପିର କିଛି ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ଏହି ମାମଲାରେ ବିଜେପିର ପ୍ରଦେଶ ସଭାପତି ବି.ୱାଇ.ବିଜୟେନ୍ଦ୍ର ଏକ ବଡ଼ ବୟାନ ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଏହ......

ଭଗବାନଙ୍କ ସାମ୍ନାରେ ସତ କହିବେ ବିଧାୟକ ! କର୍ଣ୍ଣାଟକରେ କ୍ରସ୍-ଭୋଟିଂର ସତ୍ୟାସତ୍ୟ ଜାଣିବା ପାଇଁ ଏମିତି କରିବ ବିଜେପି

OMR ସିଟ୍ ରେ ରହିଲା ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପ୍ନ, ଏବେ କେବଳ Resultକୁ ଅପେକ୍ଷା

June 21, 2026

ନୂଆଦିଲ୍ଲୀ: ଡାକ୍ତରୀ ପାଠ୍ୟକ୍ରମରେ ଆଡମିସନ ସହ ଜଡ଼ିତ ନିଟ୍-ୟୁଜି ପୁନଃ ପରୀକ୍ଷା ସାରା ଦେଶରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଅପ୍ଟିକାଲ ମାର୍କ ରିକଗ୍ନିଶନ (ଓଏମଆର) ସି......

OMR ସିଟ୍ ରେ ରହିଲା ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପ୍ନ, ଏବେ କେବଳ Resultକୁ ଅପେକ୍ଷା

ରାମ ମନ୍ଦିର ଦାନ ପାଣ୍ଠି ଚୋରି ମାମଲାରେ ବଡ଼ ଲୋକ ସାମିଲ, ନାଁ ସାମ୍ନାକୁ ଆସିଲେ ଯୋଗୀ ସରକାର ଗଡ଼ିଯିବ: ଅରବିନ୍ଦ କେଜରିୱାଲ୍

June 21, 2026

ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିର ଦାନ ପାଣ୍ଠି ଚୋରି ମାମଲାରେ ଆମ ଆଦମି ପାର୍ଟି ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ବଡ଼ ବଡ଼ ଲୋକେ ସମ୍ପୃକ୍ତ ଅଛନ୍ତି। ନାଁ ସାମ୍......

ରାମ ମନ୍ଦିର ଦାନ ପାଣ୍ଠି ଚୋରି ମାମଲାରେ ବଡ଼ ଲୋକ ସାମିଲ, ନାଁ ସାମ୍ନାକୁ ଆସିଲେ ଯୋଗୀ ସରକାର ଗଡ଼ିଯିବ: ଅରବିନ୍ଦ କେଜରିୱାଲ୍