ବିଦେଶ

ଏପ୍‌ଷ୍ଟିନ ଫାଇଲ୍‌ରେ ବଡ ଖୁଲାସା, ନିଶା ଦେବାକୁ ନର୍ସରୀରେ ଲଗାଇଥିଲା ଦୁଦୁରା ଗଛ

ଏପ୍‌ଷ୍ଟିନ ଫାଇଲ୍‌ରେ ବଡ ଖୁଲାସା, ନିଶା ଦେବାକୁ ନର୍ସରୀରେ ଲଗାଇଥିଲା ଦୁଦୁରା ଗଛ

February 18, 2026

ନୂଆଦିଲ୍ଲୀ ୧୮।୦୨:ଏପଷ୍ଟିନ୍ ଫାଇଲର ଇମେଲରେ ଏକ ଆଶ୍ଚର୍ଯ୍ୟଚକିତ ତଥ୍ୟ ସାମ୍ନାକୁ ଆସିଛି । ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ଏକ ବିଷାକ୍ତ ଉଦ୍ଭିଦ ପ୍ରତି ରୁଚି ବିଷୟରେ ଜଣାପଡ଼ିଛି । ‘ଟ୍ରମ୍ପେଟ୍ ପ୍ଲାଣ୍ଟ୍ସ’ ବା ଦୁଦୁରା ଗଛ ବିଷୟରେ ଇମେଲର ଉଲ୍ଲେଖ ହୋଇଥିଲା । କୋଲମ୍ବିଆରେ ଏହାର ଉପଯୋଗ ସମ୍ପର୍କରେ ଇମେଲରେ ଉଲ୍ଲେଖ...

ବନ୍ଧୁକ ଧରି US କ୍ୟାପିଟଲ ଆଡକୁ ଧାଉଁଥିଲେ ଯୁବକ, ଧରି ପକାଇଲା ପୋଲିସ

February 18, 2026

ଓ୍ୱାଶିଂଟନ, ୧୮/୦୨ : ଆମେରିକା କ୍ୟାପିଟଲ ଉପରେ ଆକ୍ରମଣ ଉଦ୍ୟମ ଫେଲ୍ । ଧରା ପଡିଲା ବନ୍ଧୁକଧାରୀ ଯୁବକ । ମଙ୍ଗଳବାର ଆମେରିକା ପୋଲିସ କ୍ୟାପିଟଲ ବା ୟୁଏସ କଂଗ୍ରେସ ନିକଟରୁ ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଗିରଫ ପରେ ତା ନିକଟରୁ......

ବନ୍ଧୁକ ଧରି US କ୍ୟାପିଟଲ ଆଡକୁ ଧାଉଁଥିଲେ ଯୁବକ, ଧରି ପକାଇଲା ପୋଲିସ

ହଠାତ୍ ଅଚଳ ହେଲା ୟୁଟ୍ୟୁବ୍, ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗୋଟିଏ ଘଣ୍ଟା ପାଇଁ ବନ୍ଦ ରହିଛି ସେବା

February 18, 2026

ନୂଆଦିଲ୍ଲୀ ୧୮।୦୨; ଭାରତ ସମେତ ବିଶ୍ୱର ଅନେକ ଦେଶରେ YouTube ଅଚଳ ହୋଇଯାଇଛି। YouTube ସେବା ପ୍ରାୟ ଗୋଟିଏ ଘଣ୍ଟା ଧରି ବନ୍ଦ ରହିଛି, ଯାହା ଫଳରେ ବିଶ୍ୱର ଲକ୍ଷ ଲକ୍ଷ ୟୁଜର୍ସ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୟୁଜର୍ସ ସୋସିଆଲ ମିଡିଆରେ ୟ......

ହଠାତ୍ ଅଚଳ ହେଲା ୟୁଟ୍ୟୁବ୍, ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗୋଟିଏ ଘଣ୍ଟା ପାଇଁ ବନ୍ଦ ରହିଛି ସେବା

'ବୁଡ଼ିପାରେ ଆମେରିକା ଯୁଦ୍ଧପୋତ...', ଟ୍ରମ୍ପଙ୍କୁ ଇରାନ ସୁପ୍ରିମ ଲିଡରଙ୍କ ଖୋଲା ଚେତାବନୀ

February 17, 2026

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘ ସମୟରୁ ଉତ୍ତେଜନା ଲାଗି ରହିଛି । ମଙ୍ଗଳବାର ଇରାନ ସୁପ୍ରିମ୍ ଲିଡର୍ ଆୟାତୁଲ୍ଲା ଅଲି ଖାମେନି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ମୁତୟନ ଆମେରିକୀୟ ଯ......

'ବୁଡ଼ିପାରେ ଆମେରିକା ଯୁଦ୍ଧପୋତ...', ଟ୍ରମ୍ପଙ୍କୁ ଇରାନ ସୁପ୍ରିମ ଲିଡରଙ୍କ ଖୋଲା ଚେତାବନୀ

ବୋମା ବିସ୍ଫୋରଣ ଓ ଗୁଳିମାଡ଼ରେ ଥରିଲା ପାକିସ୍ତାନର ଖାଇବରପଖତୁନଖ୍ବା: ୩ ଶିଶୁଙ୍କ ସମେତ ୧୨ ସାଧାରଣ ନାଗରିକଙ୍କ ମୃତ୍ୟୁ

February 17, 2026

ନୂଆଦିଲ୍ଲୀ: ବୋମା ବିସ୍ଫୋରଣ ଓ ଗୁଳିମାଡ଼ରେ ଥରିଲା ପାକିସ୍ତାନର ଖାଇବରପଖତୁନଖ୍ବା। ମଙ୍ଗଳବାର ଉତ୍ତର- ପଶ୍ଚିମ ପାକିସ୍ତାନର ଏକ ସୁରକ୍ଷା ଚେକ୍ ପଏଣ୍ଟରେ ଗୁଳିବିନିମୟ ଏବଂ ଦୁଇଟି ବୋମା ମାଡ଼ ଘଟଣାରେ ଅତି କମରେ ୧୪ ସୈନିକ ଏବଂ ୧୮ ଆତଙ୍କ......

ବୋମା ବିସ୍ଫୋରଣ ଓ ଗୁଳିମାଡ଼ରେ ଥରିଲା ପାକିସ୍ତାନର ଖାଇବରପଖତୁନଖ୍ବା: ୩ ଶିଶୁଙ୍କ ସମେତ ୧୨ ସାଧାରଣ ନାଗରିକଙ୍କ ମୃତ୍ୟୁ