ବିଦେଶ

ଖାମେନିଙ୍କ ମୃତ୍ୟୁ ପରେ ଅୟାତୁଲ୍ଲା ଆରାଫି ହେଲେ ଅନ୍ତରୀଣ ସରକାରର ସର୍ବୋଚ୍ଚ ନେତା; IRGC ମୁଖ୍ୟ ବି ନିଯୁକ୍ତ

ଖାମେନିଙ୍କ ମୃତ୍ୟୁ ପରେ ଅୟାତୁଲ୍ଲା ଆରାଫି ହେଲେ ଅନ୍ତରୀଣ ସରକାରର ସର୍ବୋଚ୍ଚ ନେତା; IRGC ମୁଖ୍ୟ ବି ନିଯୁକ୍ତ

March 01, 2026

ତେହରାନ: ଆମେରିକା-ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଅୟାତୁଲ୍ଲା ଅଲି ଖାମେନିଙ୍କ ହତ୍ୟା ପରେ ବରିଷ୍ଠ ଧର୍ମଗୁରୁ ଅୟାତୁଲ୍ଲା ଅଲିରେଜା ଆରାଫି ଇରାନର ଅନ୍ତରୀଣ ସରକାର ସର୍ବୋଚ୍ଚ ନେତା ଭାବରେ କାର୍ଯ୍ୟ କରିବେ। ଏନେଇ ଇରାନ ସରକାରୀ ସମାଚାର ଏଜେନ୍ସି ISNA ରିପୋର୍ଟ ପ୍ରକାଶ କରିଛି। ଖାମେନିଙ୍କ ହତ୍ୟା ପରେ ଇରାନ ଏ...

ଖାମେନିଙ୍କ ‘ହତ୍ୟା’ ମାନବ ନୈତିକତାର ମାନଦଣ୍ଡକୁ ଉଲ୍ଲଂଘନ କରିଛି... ଗଭୀର ଶୋକ ପ୍ରକାଶ କଲେ ପୁଟିନ୍‌

March 01, 2026

ମସ୍କୋ: ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଖାମେନି ପ୍ରାଣ ହରାଇଛନ୍ତି  । ଖାମେନିଙ୍କ ମୃତ୍ୟୁ ଖବର ମିଳିବା ପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତକ୍ଷି......

ଖାମେନିଙ୍କ ‘ହତ୍ୟା’ ମାନବ ନୈତିକତାର ମାନଦଣ୍ଡକୁ ଉଲ୍ଲଂଘନ କରିଛି... ଗଭୀର ଶୋକ ପ୍ରକାଶ କଲେ ପୁଟିନ୍‌

ଘର ଉପରେ ମିଜାଇଲ ଇଣ୍ଟରସେପ୍ଟ ବେଳର ଅନୁଭବ ବଖାଣିଲେ ଭାରତୀୟ, ଜଣାଇଲେ କିପରି ଡରିଗଲା ତାଙ୍କ କୁନି ଝିଅ

March 01, 2026

ଦୁବାଇ ୧।୩: ଇସ୍ରାଏଲ ଓ ଆମେରିକା ମିଳିତ ଆକ୍ରମଣର ଜବାବ ଦେଉଛି ଇରାନ। ଏହି କ୍ରମରେ ଶନିବାର ସାରା ଦୁବାଇ ସହର ବିସ୍ଫୋରଣ ଶବ୍ଦରେ ଥରିଛି। ଲୋକେ ଭୀଷଣ ବିସ୍ଫୋରଣ ଶବ୍ଦ, ଝରକା କବାଟ ହଲିବା ଓ ଆକାଶରେ ଆଲୋକ ରେଖା ଦେଖାଯିବା କହିଛନ୍ତି। କାରଣ......

ଘର ଉପରେ ମିଜାଇଲ ଇଣ୍ଟରସେପ୍ଟ ବେଳର ଅନୁଭବ ବଖାଣିଲେ ଭାରତୀୟ, ଜଣାଇଲେ କିପରି ଡରିଗଲା ତାଙ୍କ କୁନି ଝିଅ

ଆମେରିକାକୁ ଘାରିଲାଣି ଅଲକାଏଦା ଭୟ: ଓସାମା ବିନ ଲାଡେନର ପୁଅକୁ ଧରାଇ ଦେଲେ ଦେବ ୧ ମିଲିଅନ ଡଲାର ପୁରସ୍କାର

March 01, 2026

ୱାଶିଂଟନ୍: ଆମେରିକାକୁ ଘାରୁଛି ଲାଡେନ ଭୟ। ଏଥିପାଇଁ ଲାଡେନର ବଂଶକୁ ବି ମୂଳପୋଚ କରିବାକୁ ଚାହୁଁଛି ୟୁଏସ୍। ଗୁରୁବାର ଆମେରିକା ଓସାମା ବିନ୍ ଲାଡେନର ପୁଅ ହମଜା ବିନ୍ ଲାଡେନ୍କୁ ନେଇ ବଡ଼ ଘୋଷଣା କରିଛି। ହମଜା ବିଷୟରେ ସୂଚନା ଦେଲେ ଆମେରିକା ସ......

ଆମେରିକାକୁ ଘାରିଲାଣି ଅଲକାଏଦା ଭୟ: ଓସାମା ବିନ ଲାଡେନର ପୁଅକୁ ଧରାଇ ଦେଲେ ଦେବ ୧ ମିଲିଅନ ଡଲାର ପୁରସ୍କାର

ଶାସନ ପରିବର୍ତ୍ତନ ଲାଗି ରାସ୍ତାକୁ ଓହ୍ଲାନ୍ତୁ, ଏକତ୍ରିତ ହୁଅନ୍ତୁ: ଇରାନ ନାଗରିକଙ୍କୁ ଅପିଲ୍ କଲେ ନେତାନ୍ୟାହୁ

March 01, 2026

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନ ନାଗରିକମାନଙ୍କୁ ଦେଶର ନେତୃତ୍ୱ ବିରୁଦ୍ଧରେ ସ୍ବର ଉଠାଇବାକୁ ସିଧାସଳଖ ଅପିଲ୍ କରିଛନ୍ତି । ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ ମିଳିତ ସାମରିକ ଆକ୍ରମଣ ପରେ ‘ବର୍ତ୍ତମାନ......

ଶାସନ ପରିବର୍ତ୍ତନ ଲାଗି ରାସ୍ତାକୁ ଓହ୍ଲାନ୍ତୁ, ଏକତ୍ରିତ ହୁଅନ୍ତୁ: ଇରାନ ନାଗରିକଙ୍କୁ ଅପିଲ୍ କଲେ ନେତାନ୍ୟାହୁ