Live Live

ବିଦେଶ

ବୁଲାଣି ରାସ୍ତାରେ ଓଲଟି ପଡିଲା ବସ୍, ୧୫ ତୀର୍ଥଯାତ୍ରୀ ମୃତ

ବୁଲାଣି ରାସ୍ତାରେ ଓଲଟି ପଡିଲା ବସ୍, ୧୫ ତୀର୍ଥଯାତ୍ରୀ ମୃତ

February 04, 2026

ନୂଆଦିଲ୍ଲୀ,୦୪|୦୨ : ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ । ଜୀବନ ହାରିଲେ ୧୫ରୁ ଅଧିକ ଯାତ୍ରୀ । ଏପରି ଏକ ଅଘଟଣ ଘଟିଛି ବ୍ରାଜିଲରେ । ଏଠାକାର ଉତ୍ତରପୂର୍ବରେ ଥିବା ଅଲାଗୋଆସ୍ ରାଜ୍ୟରେ ଏହି ଅଘଟଣ ଘଟିଛି । ମିଡିଆ ରିପୋର୍ଟ ଅନୁସାରେ, ବସଟି ୬୦ ଜଣ ଯାତ୍ରୀଙ୍କୁ ନେଇ ଆଓ୍ୱାର୍ ଲେଡି ଅଫ୍ କ୍ୟା...

‘ଆବ୍ରାହମ ଲିଙ୍କନ’ର ନିକଟତର ହୋଇଥିଲା ଇରାନର ଡ୍ରୋନ୍, ଧ୍ବଂସ କରିଦେଲା ଆମେରିକା

February 03, 2026

ନୂଆଦିଲ୍ଲୀ: ଇରାନର ଏକ ଡ୍ରୋନ ଖସାଇ ଦେଲା ଆମେରିକା ସେନା । ଆମେରିକୀୟ ସେନା ଆରବ ସାଗରରେ ଆମେରିକୀୟ ବିମାନ ବାହକ ଆବ୍ରାହମ ଲିଙ୍କନ ନିକଟକୁ ଆସୁଥିବା ଏକ ଇରାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି। ଜଣେ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ ମଙ୍......

‘ଆବ୍ରାହମ ଲିଙ୍କନ’ର ନିକଟତର ହୋଇଥିଲା ଇରାନର ଡ୍ରୋନ୍, ଧ୍ବଂସ କରିଦେଲା ଆମେରିକା

ମିଆଁମାରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, କୋଲକାତା ବି ଥରିଲା; ତୀବ୍ରତା ୬.୦ ରେକର୍ଡ

February 03, 2026

କୋଲକାତା: ମିଆଁମାରରେ ମଙ୍ଗଳବାର ଦିନ ୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । କୋଲକାତା ଏବଂ ବାଂଲାଦେଶର ଅନେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ତଥ୍ୟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ଆକ୍ୟାବରୁ ପ୍ରାୟ ୭୦ ମ......

ମିଆଁମାରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, କୋଲକାତା ବି ଥରିଲା; ତୀବ୍ରତା ୬.୦ ରେକର୍ଡ

ଅଷ୍ଟ୍ରେଲିଆରେ ଭାରତ ପ୍ରତି ଅପମାନ: ଗାନ୍ଧୀ ପ୍ରତିମୂର୍ତ୍ତୀ କାଟି ନେଇଗଲେ ଦୁର୍ବୃତ୍ତ, ନୂଆଦିଲ୍ଲୀର ତୀବ୍ର ବିରୋଧ

February 03, 2026

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ତତ୍ୱଙ୍କ ଉତ୍ପାତ ଜାରି ରହିଛି। ମେଲବୋର୍ଣ୍ଣର ରୋଭିଲ୍ରେ ଥିବା ଅଷ୍ଟ୍ରେଲିୟନ୍ ଇଣ୍ଡିଆନ୍ କମ୍ୟୁନିଟି ସେଣ୍ଟରରେ ମହାତ୍ମା ଗାନ୍ଧୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ପାଦରୁ କାଟି ଚୋରି କରି ନିଆଯା......

ଅଷ୍ଟ୍ରେଲିଆରେ ଭାରତ ପ୍ରତି ଅପମାନ: ଗାନ୍ଧୀ ପ୍ରତିମୂର୍ତ୍ତୀ କାଟି ନେଇଗଲେ ଦୁର୍ବୃତ୍ତ, ନୂଆଦିଲ୍ଲୀର ତୀବ୍ର ବିରୋଧ

US India trade deal: ଭାରତ ଋଷ ତେଲ କିଣିବା ବନ୍ଦ କରିବା ଖବର ନେଇ ଆସିଲା ମସ୍କୋର ପ୍ରତିକ୍ରିୟା: କ’ଣ କହିଲେ ପୁଟିନ ସରକାର?

February 03, 2026

ମସ୍କୋ: US India trade deal, ଗତକାଲି ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବଂ କହିଥିଲେ ଭାରତ ଋଷ ଠାରୁ ତେଲ କିଣିବା ବନ୍ଦ କରି ଆମେରିକା ଠାରୁ ଅଧିକ କିଣିବ। ଏହାପର......

US India trade deal: ଭାରତ ଋଷ ତେଲ କିଣିବା ବନ୍ଦ କରିବା ଖବର ନେଇ ଆସିଲା ମସ୍କୋର ପ୍ରତିକ୍ରିୟା: କ’ଣ କହିଲେ ପୁଟିନ ସରକାର?