ଭୁବନେଶ୍ୱର: ବଲାଙ୍ଗିର ଗସ୍ତରେ ଆସି ନିଶାମୁକ୍ତ କେନ୍ଦ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଭାବେ ସେ ଏହି ଗସ୍ତ ସମୟରେ ନିଶାମୁକ୍ତି କେନ୍ଦ୍ରର କାର୍ଯ୍ୟକଳାପ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀଙ୍କୁ ନିଶାକୁ ନ କରିବା ସହ ଜୀବନ ବଞ୍ଚିବା ବାର୍ତ୍ତା ଦେଇଥିଲେ ମନ୍ତ୍ରୀ।। ଖରାପ ସଂଗତି ସହ ନିଶାଠୁ ଦୂରରେ ରହିଲେ କେମିତି ଜୀବନ ବଞ୍ଚିଥାଏ ତାକୁ ନେଇ କ୍ଳାସ କରିଥିଲେ।

also read- ଗଞ୍ଜାମରେ ବନ୍ୟାର ଭୟଙ୍କର ତାଣ୍ଡବ ! ୭୩ ଗାଁ ଜଳମଗ୍ନ, ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ !

ଏନେଇ ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ସଚେତନତା ସହ ନିଶାକାରବାର କରୁଥିବା ମଫିଆ ଓ ବିଶାଡୀ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦେଶ କେନ୍ଦ୍ର ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର।