ସମ୍ବଲପୁର ୭।୬: ସମ୍ବଲପୁର ବୁର୍ଲା ପାୱାର କେନାଲ ସ୍ଥିତ ୧୮ ହଜାରରେ ବୁଡି ଛାତ୍ର ନିଖୋଜ l ଭୋଜି କରିବାକୁ ଆସି ଗଭୀର ପାଣିରେ ବୁଡ଼ିଗଲେ ଛାତ୍ର l ନିଖୋଜ ଛାତ୍ର ଜଣକ ସୁକାନ୍ତ ପାଢ଼ୀଙ୍କ ପୁଅ ଅଙ୍କିତ ପାଢ଼ୀ ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ । ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ କର୍ମଚାରୀ । ପାଣି ଅଧିକ ଥିବାରୁ ଖୋଜିବାରେ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡିଛି l ସମ୍ବଲପୁର ସହଯୋଗନଗରରୁ କିଛି ଛାତ୍ର ଭୋଜି କରିବା ପାଇଁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି l

Also Read:- ସୌମ୍ୟଙ୍କ ମୌଜପୁର ଘରେ କ୍ରାଇମବ୍ରାଞ୍ଚ ଟିମ୍ ; ଜବତ କରିବ ବିଭିନ୍ନ ତଥ୍ୟ ପ୍ରମାଣ