ମେଷ- କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ। ଅଟକିଥିବା କାମରେ ଅଗ୍ରଗତି ହେବ। ଆର୍ଥିକ ସ୍ଥିତି ସୁଧୁରିବ। ପରିବାରରେ ଖୁସି ରହିବ। ନୂଆ ଦାୟିତ୍ୱ ମିଳିପାରେ। ସନ୍ଧ୍ୟାରେ ଶୁଭ ସମ୍ବାଦ ପାଇବେ। ବନ୍ଧୁଙ୍କ ସହଯୋଗ ଲାଭଦାୟକ ହେବ।

ବୃଷ- ଘରୋଇ ଦାୟିତ୍ୱ ବଢ଼ିବ। ବରିଷ୍ଠଙ୍କ ସହଯୋଗରେ କାମ ସଫଳ ହେବ। ବ୍ୟବସାୟରେ ନୂଆ ଅର୍ଡର ଆସିବ। ଅଟକିଥିବା ଟଙ୍କା ମିଳିପାରେ। ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟରେ ସତର୍କ ରୁହନ୍ତୁ। ପରିବାରର ପରାମର୍ଶ ଉପକାରୀ ହେବ।

ମିଥୁନ- ଯାତ୍ରାରୁ ଲାଭ ମିଳିବ। ପଢ଼ାଶୁଣାରେ ଏକାଗ୍ରତା ବଢ଼ିବ। ଆୟର ନୂଆ ସୁଯୋଗ ଆସିବ। ପ୍ରେମ ସମ୍ପର୍କ ମଧୁର ରହିବ। କାର୍ଯ୍ୟରେ ପ୍ରଶଂସା ପାଇବେ। ବଡ଼ଙ୍କ ପରାମର୍ଶ ସଫଳତା ଦେବ। ମନରେ ଉତ୍ସାହ ବଢ଼ିବ।

କର୍କଟ- କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ଅଟକିଥିବା ଟଙ୍କା ଫେରିପାରେ। ପରିବାର ସହ ସୁନ୍ଦର ସମୟ କଟିବ। ଜମି କିମ୍ବା ଘର କାମରେ ଅଗ୍ରଗତି ହେବ। ଭାବନାରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ବରିଷ୍ଠଙ୍କ ଆଶୀର୍ବାଦ ମିଳିବ। ସନ୍ଧ୍ୟାରେ ଶୁଭ ଖବର ପାଇବେ।

ସିଂହ- ଆତ୍ମବିଶ୍ୱାସ ଓ ସମ୍ମାନ ବଢ଼ିବ। ନେତୃତ୍ୱ ଦେବାର ସୁଯୋଗ ମିଳିବ। ବ୍ୟବସାୟରେ ଗ୍ରାହକ ବଢ଼ିବେ। ଅଧିକାରୀଙ୍କ ସମର୍ଥନ ମିଳିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ମାନସିକ ଶକ୍ତି ବୃଦ୍ଧି ପାଇବ।

କନ୍ୟା- ଗୋପନ ଶତ୍ରୁଙ୍କୁ ସତର୍କ ରୁହନ୍ତୁ। ଅଫିସରେ ଧୈର୍ଯ୍ୟର ସହ କାମ କରନ୍ତୁ। ଆର୍ଥିକ ଯୋଜନା ଫଳପ୍ରଦ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପୁରୁଣା କାଗଜପତ୍ର ଯାଞ୍ଚ କରନ୍ତୁ। ଆଇନଗତ କାମରେ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ସୁଧାର ଆସିବ।

ତୁଳା- ଆୟ ବୃଦ୍ଧିର ଶୁଭ ଯୋଗ ଅଛି। ମିତ୍ରଙ୍କ ସହଯୋଗରେ କାମ ସଫଳ ହେବ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ସୃଜନଶୀଳ କାମରେ ସଫଳତା ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ମନୋକାମନା ପୂରଣର ସଙ୍କେତ ଅଛି। ନିବେଶରେ ଲାଭ ମିଳିପାରେ।

ବିଛା- ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି। ବରିଷ୍ଠଙ୍କ ବିଶ୍ୱାସ ଜିତିବେ। ଅର୍ଥନୈତିକ ସ୍ଥିତି ମଜବୁତ ହେବ। ନୂଆ ଦାୟିତ୍ୱ ସଫଳତାର ସହ ପୂରଣ କରିବେ। ପରିବାରର ସହଯୋଗ ମିଳିବ। ଅହଂକାରରୁ ଦୂରେଇ ରୁହନ୍ତୁ। ଘରୋଇ କାମରେ ଅଗ୍ରଗତି ହେବ।

ଧନୁ- ଭାଗ୍ୟର ସହଯୋଗରେ କାମ ସହଜ ହେବ। ଦୂରସ୍ଥାନରୁ ଶୁଭ ଖବର ଆସିବ। ବ୍ୟବସାୟ ବିସ୍ତାରରେ ଲାଭ ହେବ। ବିଦେଶ ସମ୍ବନ୍ଧୀୟ କାମରେ ସଫଳତା ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ପ୍ରତିଯୋଗିତାରେ ବିଜୟ ମିଳିପାରେ। ଆତ୍ମବିଶ୍ୱାସ ବଢ଼ିବ।

ମକର- ଅର୍ଥ ନେଣଦେଣରେ ସତର୍କ ରୁହନ୍ତୁ। ପୁରୁଣା ଋଣ କମାଇବାର ସୁଯୋଗ ମିଳିବ। ପରିବାରରେ ବୁଝାମଣା ଭଲ ରହିବ। ଗୋପନ ଲାଭର ଯୋଗ ଅଛି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ବିପଦପୂର୍ଣ୍ଣ କାମ ଏଡ଼ାନ୍ତୁ। ମାନସିକ ଶାନ୍ତି ରହିବ।

କୁମ୍ଭ- ସହଭାଗିତାରେ ଲାଭ ମିଳିବ। ବିବାହ ଆଲୋଚନାରେ ଅଗ୍ରଗତି ହେବ। ବ୍ୟବସାୟରେ ଚୁକ୍ତି ସଫଳ ହେବ। କାର୍ଯ୍ୟକ୍ଷେତ୍ରରେ ସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ନୂଆ ସମ୍ପର୍କ ଲାଭଦାୟକ ହେବ। ଧୈର୍ଯ୍ୟ ରଖିଲେ ସଫଳତା ମିଳିବ।

ମୀନ- କାର୍ଯ୍ୟକ୍ଷେତ୍ରରେ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ଉପରେ ବିଜୟ ମିଳିବ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଦୈନନ୍ଦିନ କାମ ସମୟରେ ସମାପ୍ତ ହେବ। ଅର୍ଥ ସଞ୍ଚୟରେ ସଫଳତା ମିଳିବ। ଚାକିରିରେ ନୂଆ ସୁଯୋଗ ଆସିପାରେ। ପରିବାରରୁ ମନୋବଳ ପାଇବେ। ଅଟକିଥିବା କାମ ପୂରଣ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682